ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା…

ଶେରଗଡ଼ : ଅଶାନ୍ତ ଗଞ୍ଜାମ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା l ଏମିତି ଏକ ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବରମୁଣ୍ଡଳୀ ପଂଚାୟତ ଅନ୍ତର୍ଗତ ଲଷ୍ମୀନୃସିଂହପୁର ଗ୍ରାମରେ l ସୂଚନା ଅନୁସାରେ ଲଷ୍ମୀନୃସିଂହପୁର ଗ୍ରାମର ଡମ୍ବ

ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ…

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ସେହି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ। ପୂର୍ବରୁ ଶ୍ରୀ ମାର୍ଣ୍ଡି ମଧ୍ୟ ସେହି ବିଭାଗର…

ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ…

ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ନାମାଙ୍କନ ପତ୍ର ଦାଖଲ କରିବା…

ସୁନ୍ଦରଗଡ଼ରେ ଆଜି ପୁଣି ୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରୋଗୀ । ଆଜି ପୁଣି ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି ।…

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ…

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ ।…

ମହିଳା ସଂରକ୍ଷଣ ବିଲ: ହ୍ୱିପ୍ ଜାରି କଲା ବିଜେଡି…

ନୂଆଦିଲ୍ଲୀ: ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ଏନେଇ ଆଜି ରାଜ୍ୟସଭାରେ ହେବ ଆଲୋଚନା । ସେପଟେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କରିଛି ବିଜେଡି । ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ…

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲାେକ…

ରାଉରକେଲା:ଆରଏସପି ପ୍ରଶାସନିକ ଭବନ  ନିକଟ ସେଞ୍ଚୁରି ପାର୍କରୁ ମିଳିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମଞ୍ଜଙ୍କ ମୃତଦେହ । ତାଙ୍କର ମୃତଦେହ ସେଞ୍ଚୁରି ପାର୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଞ୍ଚୁରି ପାର୍କ ପୋଖରୀକୁ ମୃତ ଦେହ କେମିତି ଆସିଲା ଏବଂ କେଉଁ…

ସାଉଥ୍ ଅଭିନେତା ପ୍ରକାଶ ରାଜ୍ ଙ୍କୁ ହତ୍ୟା ଧମକ.. !

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରକାଶ ରାଜ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମନ୍ତବ୍ୟ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି । ଅନେକ ଥର ସେ ଏପରି ମନ୍ତବ୍ୟ ଦିଅନ୍ତି ଯାହା ଭାବନାକୁ ଆଘାତ ପହଞ୍ଚାଏ , ତା ପରେ ବିବାଦ…

ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି…

ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ  । ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ  । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ…

ଆସନ୍ତାକାଲିରୁ ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ…

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ବିଧାନସଭା ବାହାରେ ଓ ଭିତରେ କଡ଼ା ସୁରକ୍ଷା । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି…