ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସମେତ ବହୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ କାନାଡ଼ା…

ଚଣ୍ଡୀଗଡ଼: କାନାଡା ମାଟିରୁ ସତିନ୍ଦରଜିତ୍ ସିଂହ ଓରଫ ଗୋଲ୍ଡି ବ୍ରାର, ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡା ସମେତ ଅନେକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ ଭାରତ ବିରୋଧରେ ସକ୍ରିୟ ଅଛନ୍ତି। ପଞ୍ଜାବ ପୁଲିସର ଅନୁରୋଧ କ୍ରମେ ଇଣ୍ଟରପୋଲ୍…

ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛି ବିଜେଡ଼ି: କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ବିଗତ କିଛି ବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେ ହେଲେ ବରଦାସ୍ତ କରିବନାହିଁ। ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ…

ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନକୁ ନିମନ୍ତ୍ରଣ କରା ନ ଯିବାର କାରଣ କହିଲେ ଉଦୟନିଧି ଷ୍ଟାଲିନ୍‌…

ଚେନ୍ନାଇ: ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତର ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ବୁଧବାର ଦିନ ତାମିଲନାଡୁ ମନ୍ତ୍ରୀ ତଥା ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ କହିଥିବା କଥା…

ଖାଦ୍ୟ ବିଷ କ୍ରିୟାରୁ ପରିବାରର ୧୧ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି…

ଆନନ୍ଦପୁର : ଖାଦ୍ୟ ବିଷ କ୍ରିୟାରୁ ୧୧ ଅସୁସ୍ଥ। ଆନନ୍ଦପୁର ନନ୍ଦିପଦା ଥାନା ଅମୃତପୁର ଗାଁରେ ରାତିରେ ଚିକେନ ଖାଇ ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ଥ ଅସୁସ୍ଥଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ଯରେ ୨ ପୁରୁଷ , ୩ଜଣ ମହିଳା ଓ…

ଦଶ ଗୁଣ ବଢ଼ିଲା ରେଲୱେ ଦୁର୍ଘଟଣା ଅନୁକମ୍ପା ରାଶି…

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି । ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣା ଓ…

ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।…

ଖଲ୍ଲିସ୍ତାନୀ ଆତଙ୍କୀଙ୍କ ସମ୍ପର୍କରେ ଥିବା ୪୩ ଅପରାଧୀଙ୍କ ତାଲିକା ଜାରି, ସୂଚନା ଦେଲେ ମିଳିବ ୧୦ ଲକ୍ଷ…

ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜାରର ମୃତ୍ୟୁକୁ ନେଇ ଭାରତ-କାନାଡା ସଂପର୍କରେ ତିକ୍ତତା ଆସିଥିବା ବେଳେ ବଡ଼ ପଦକ୍ଷେପ ନେଇଛି ଏନଆଇଏ। କାନାଡାର ଆତଙ୍କୀ ଗ୍ୟାଙ୍ଗଷ୍ଟର ସହ ସଂପର୍କରେ ଥିବା ୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କରିଛି ଏନଆଇଏ। ଏଥିସହ ଭାରତରେ…

ଆଜି ବି ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ବି ଭୀଷଣ…

କଂଗ୍ରେସର ସଜନ କୁମାର ଓ ଅନ୍ୟମାନେ ଦୋଷମୁକ୍ତ…

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ ସୁଲତାନପୁର ମାମଲାରେ କଂଗ୍ରେସର ସଜନ କୁମାର ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ଆଜି ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ପ୍ରାଥମିକ ଭାବେ ସୁଲତାନପୁର ଦଙ୍ଗା…

ଗଣେଶ ବିସର୍ଜନ କରିବାକୁ ଯାଇ ନାଗାବଳୀ ନଦୀରେ ଭାସି ଗଲେ ଯୁବକ

ରାୟଗଡ଼ା: ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପ୍ରଖର ନଦୀ ଜଳସ୍ତରରେ ଭାସି ଗଲେ ଜଣେ ୩୨ ବର୍ଷ ଯୁବକ। ରାୟଗଡାର ନାଗାବଳୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ପ୍ରଖର ଓ ଭୀଷଣ…