ମାଲକାନଗିରିରେ ପୁରୁଣା ପେନସନ୍ ଭାରତ ଯାତ୍ରା କାର୍ଯ୍ୟକ୍ରମ…

ମାଲକାନାଗିରି : ବୁଧବାର ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନ ଖାରବେଳ ନଗର, ଭୁବନେଶ୍ବର, ମାଲକାନଗିରି ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଡି. ଏନ୍. କେ. ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ହରିଆନା ରାଜ୍ୟରୁ ପୁରୁଣା ପେନସନ୍ ଭାରତ ଯାତ୍ରା ସଚେତନତା ରଥ

ସଂଯୁକ୍ତା ଓ ଶ୍ରୀକାନ୍ତ ଙ୍କ ଲଢେଇ କିଏ କାହାକୁ ବିପଦ..? ଥାନାର ଦେଲେ ଅଭିଯୋଗ…

ବ୍ରହ୍ମପୁର:୨୦-୯ ପୋଲସରା ବିଧାୟକ ଙ୍କୁ ହତ୍ୟା କରିବା ପାଇଁ ଯୋଜନା ହେଉଥିବା ନେଇ ପୋଲସରା ଥାନାରେ ମାମଲା। ଏହି ମାମଲା ରୁଜୁ ହେବା ପରେ ସଂଯୁକ୍ତା ,ଶ୍ରୀକାନ୍ତ ଙ୍କ ଲଢ଼େଇ କିଏ କାହାକୁ ବିପଦ ବୋଲି ଏବେ ଚାର୍ଚ୍ଚା ଜୋର ଧରିଛି। ଶ୍ରୀକାନ୍ତ ଜଣେ ଶାସକ ଦଳର ବିଧାୟକ ସଂଯୁକ୍ତା ଜଣେ ଶାସକ

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ…

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ଲୋକସଭାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌କୁ ଅନୁମୋଦନ ମିଳିଛି। ଭୋଟିଂ ଜରିଆରେ ପାସ୍‌ ହୋଇଛି ମହିଳା ସଂରକ୍ଷଣ ବିଲ୍‌। ବିଲ୍‌ ସପକ୍ଷରେ ୪୫୪ଟି ଭୋଟ୍‌ ହୋଇଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍‌।…

ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ…

ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ…

ଗଣେଶ ପୂଜା ଭୋଗ ଖାଇ ୭୫ରୁ ଉର୍ଦ୍ଧ୍ବ ଅସୁସ୍ଥ…

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଷାଡ଼ ଗାଁରେ ମଙ୍ଗଳବାର ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା। ଗତକାଲିର ଚୁଡ଼ା ଭୋଗ ବଳିଯିବାରୁ ଆଜି ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଭୋଗ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଛନ୍ତି।…

ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା…

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ପାଇଁ ଡକରା ଦେଇଛନ୍ତି ସିଏମଓ। ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକିଲେ। ଏନେଇ ସୂଚନା ଦେଲେ ନିଖିଳ ଉତ୍କଳ ପ୍ରାଥମିକ…

ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା…

ଭୁବନେଶ୍ୱର: ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା । ବିଭିନ୍ନ ବିଭାଗର ଶ୍ରମିକ ସଂଗଠନରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦିଆଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ ରିଲିଜରେ କୁହାଯାଇଛି । ତଥ୍ୟ ଅନୁଯାୟୀ, ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ…

ମାଷ୍ଟରକ୍ୟାଣ୍ଟିନ ନିକଟରେ ଯୁବକଙ୍କୁ ମାରି ରାସ୍ତା ଉପରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ…

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବୟସ ୩୫ ପାଖାପାଖି ହେବ । ତେବେ ଏହି ଯୁବକଜଣକ କିଏ  ଏବଂ ଏଠାକୁ ତାଙ୍କର ମୃତଦେହ କେମିତି ଆସିଲା ସେ ନେଇ କୌଣସି ସ୍ପଷ୍ଟ ଚିତ୍ର…

୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ରାଜ୍ୟବ୍ୟାପୀ ଲାଗି ରହିଛି ବର୍ଷା। ଆଜି ଓ ଆସନ୍ତାକାଲି ବର୍ଷାର ପ୍ରଭାବ ଅଧିକ ରହିବ । କିଛି ସ୍ଥାନରେ ତୁହାକୁ ତୁହା…

ଯାଜପୁରରେ ସୁନା ଅଳଙ୍କାର ଓ ମୋବାଇଲ ଲୁଟ ଘଟଣା : ୪ ଲୁଟେରା ଗିରଫ…

ଯାଜପୁର: ଯାଜପୁର ପୋଲିସକୁ ବଡ ସଫଳତା ମିଳିଛି  । ଘରେ ପଶି ସୁନା ଅଳଙ୍କାର ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି  । ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରେ ପଶି ସୁନା , ରୂପା ଅଳଙ୍କାର ଓ ମୋବାଇଲ ଫୋନ୍ ଲୁଟି…