Sign in
Sign in
Recover your password.
A password will be e-mailed to you.
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଘରୋଇ ବସ୍ ସଂଘ ଦେଲା ବନ୍ଦ ଡାକରା
ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା ଦେଇଛନ୍ତି, ଘରୋଇ ବସ୍…
୨ ଦିନ ଧରି ଚାଲିବ ‘ସାଗର କବଚ-୨
ପାରାଦୀପ : ପାରାଦୀପରେ ‘ସାଗର କବଚ-୨’। ଆରମ୍ଭ ହେଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ୨ ଦିନିଆ ସମରାଭ୍ୟାସରେ ସାମିଲ ହୋଇଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥରେ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମରାଭ୍ୟାସ କରାଯାଉଛି। ୨୬/୧୧…
୨୦୨୪ରୁ ‘ପାସ୍ପୋର୍ଟ’ମୁକ୍ତ ହେବ ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର: ରିପୋର୍ଟ
ସିଙ୍ଗାପୁର: ‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍ପୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି। ‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’…
୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା…
ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧ ଲକ୍ଷ ଶିକ୍ଷକ…
ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ…
ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍ଦୂଲ୍ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଏ’…
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ…
ଭୁବନେଶ୍ୱର: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ।…
ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ‘ପ୍ରାକ୍ଟିସ୍’ କରିପାରିବେ ଭାରତୀୟ ଡାକ୍ତରୀ ସ୍ନାତକ…
ନୂଆଦିଲ୍ଲୀ: ୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍ନାଲ୍ ମେଡିକାଲ୍ କମିସନ୍’କୁ (ଏନ୍ଏମ୍ସି) ‘ୱାର୍ଲଡ୍ ଫେଡେରେସନ୍ ଫର୍ ମେଡିକାଲ୍ ଏଜୁକେସନ୍’ (ଡବ୍ଲୁଏଫ୍ଏମ୍ଇ) ‘ରେକୋଗ୍ନିସନ୍ ଷ୍ଟାଟସ୍’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ…
ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା…
ଭୁବନେଶ୍ୱର: ରାଜଧାନୀରେ ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭେଟିବାକୁ…
‘ଚିଲି କଙ୍କଡ଼ା’ ପାଇଁ ୫୬,୦୦୦ ଟଙ୍କା ବିଲ୍ ଆସିବାରୁ ରେସ୍ତୋରାଁକୁ ପୁଲିସ ଡକାଇଲେ ମହିଳା…
ନୂଆଦିଲ୍ଲୀ: କିଛି ଦିନ ତଳେ ସାଙ୍ଗମାନଙ୍କୁ ସାଥିରେ ନେଇ ସିଙ୍ଗାପୁରସ୍ଥିତ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିବା ଜଣେ ଜାପାନୀ ମହିଳା ପର୍ଯ୍ୟଟକ ‘ଭୋଜନ ବିଲ୍’ ଦେଖି ହତବାକ୍ ହୋଇ ପୁଲିସ ଡକାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି,…
ସାଇବର ଠକଙ୍କ ଠକେଇ, ଲିଙ୍କରେ କ୍ଲିକ କରିବା ପରେ ମହିଳାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୯୦ ହଜାର ଟଙ୍କା…
କଟକ: ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ ସାଇବର ଠକଙ୍କ ଠକେଇ ବଢ଼ି ଚାଲିଛି । ଏମାନେ କୌଣସି ନା କୌଣସି ଉପାୟରେ…