ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ…

ଫୁଲବାଣୀ (୨୧/୦୯) : ଆଜି ଆନ୍ତର୍ଜାତୀୟ ଶାନ୍ତି ଦିବସ l ଏହି ଅବସରରେ କନ୍ଧମାଳ ଜିଲ୍ଲା ସରକାରୀ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଳା ସ୍ତରରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ପକ୍ଷରୁ ମିଳିତ ଭାବେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ

ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର,୨୦୧୬ ପିଛିଲାରୁ ପାଇବେ ୭ମ ବେତନହାର

ଫୁଲବାଣୀ ୨୧। ୯,ସ୍ଥଗିତ ରହିଲା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସାମୁହିକ ଛୁଟି ଓ ତିନି ଦିନିଆ ଆନ୍ଦୋଳନ। ଆଜି, ରାଜ୍ୟ ଅତିରିକ୍ତ ନିବନ୍ଧକ, ରାଜ୍ୟ ସମବାୟ ସମିତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସମବାୟ ସମିତି ଓ

ବେଗୁନିଆପଡା ବ୍ଲକସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର…

ଛତ୍ରପୁର : ବେଗୁନିଆପଡା ପଞ୍ଚାୟତ ସଭାଗୃହ ପ୍ରକୋଷ୍ଠ ଠାରେ ଗୁରୁବାର ଦିନ ବ୍ଲକ୍ ସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ପାରମ୍ପରିକ ଲୋକକଳାର ପ୍ରୟୋଗ ମାଧ୍ୟମରେ ପ୍ରଚାର ପ୍ରସାର ପ୍ରତି ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେବ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ…

ହିଞ୍ଜିଳିକାଟୁ (୨୧/୯) : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅଧୀନରେ ୧୧ଦିନରେ ଦୁଇଟି ହତ୍ୟାକାଣ୍ଡ ଘଟିଛି ‌। ଅଶାନ୍ତ ହେବାରେ ଲାଗିଛି ଶେରଗଡ଼ ଅଞ୍ଚଳ । ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ପଞ୍ଚାୟତ ର ଲକ୍ଷ୍ମୀନୃସିଂହପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଅସୁସ୍ଥ ଓ ଅବହେଳିତ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ର ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ (୯୫) ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଅଛନ୍ତି। ଶ୍ରୀଯୁକ୍ତ ସାହୁ ଗଞ୍ଜାମ ଜିଲ୍ଲା ସାମ୍ବାଦିକତାର ଜୀବନ୍ତ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ ‌।

ଏସ.ଡି.ସି ଅଧକ୍ଷ ଙ୍କୁ ଭେଟିଲେ ଜିଲ୍ଲାର ୫୦୦ରୁ ଉର୍ଦ୍ଧ ଆଦିବାସୀ ଜନଜାତି ସମ୍ପ୍ରଦାୟର ଦିଶାରି ପୂଜକ…

ମାଲକାନଗିରି : ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଆଡମା ରାବା ଙ୍କୁ ଆଜି ଜିଲ୍ଲା ଜନଜାତି ସମ୍ପ୍ରଦାୟର ୫୦୦ ରୁ ଅଧିକ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରୁଥିବା ଦିଶାରି , ପୂଜାରୀ, ବାଡେ ତାଙ୍କ କାର୍ଯ୍ୟାଳୟ ଠାରେ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କ ରେ ଜଣେଇ ଥିଲେ l ଯଥା

ମାଲକାନଗିରି ଦୈନିକ ବଜାରରେ ପାଗଳ କୁକୁର ଆତଙ୍କ : ଲୋକଙ୍କ କକୁଆ ଭୟ…

ମାଲକାନଗିରି : ଆଦିମ ଯୁଗରୁ ମଣିଷର ସହଚର ଭାବେ ଜଙ୍ଗଲୀ ଜନ୍ତୁ କୁକୁର ସଦା ସର୍ବଦା ବନ୍ଧୁ ଭାବେ ପରିଗଣିତ ହୋଇଆସୁଅଛି l କିନ୍ତୁ କୁକୁର ବେଳେ ବେଳେ ଏହି ଜନ୍ତୁ ମଣିଷ ଶତ୍ରୁ ସାଜିଥିବା ନଜର ରହିଛି l ଏହି ଭଳି ଘଟଣା ଘଟି ଯାଇଛି ମାଲକାନଗିରି ସଦର ମହକୁମା ଦୈନିକ ବଜାରରେ l ଆଜି ଭୋର

ଦଳରୁ ବିଦା ହେଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା…

ଭୁବନେଶ୍ଵର: ଦଳରୁ ବିଦା ହେଲେ ୨ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସମ୍ମୁଖରେ ବହିଷ୍କାର ନେଇ ନବୀନ ।…