Sign in
Sign in
Recover your password.
A password will be e-mailed to you.
ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍…
ପୁରୀ: ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ୨୪ରେ ଉଦଘାଟନ ପୂର୍ବରୁ ପୁରୀ-ରାଉରକେଲା ମଧ୍ୟରେ ଏହି ଟ୍ରାଏଲ ରନ୍ ହୋଇଛି। ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ।
ଏହାପରେ ଅପରାହ୍ନ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି…
ମାତ୍ର ୩ ହଜାର ଟଙ୍କା ନ ଶୁଝି ପାରିବାରୁ ଯୁବକଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ବୁଲାଇଲେ…
ନୂଆଦିଲ୍ଲୀ : ମାତ୍ର ୩ ହଜାର ଟଙ୍କା ନ ଶୁଝି ପାରିବାରୁ ଯୁବକଙ୍କୁ ମିଳିଲା ଅକଥନୀୟ ଦଣ୍ଡ । ଅଭିଯୁକ୍ତମାନେ ତାଙ୍କୁ ନିର୍ଧୂମ ପିଟିବା ସହ ଉଲଗ୍ନ କରି ବିଚ୍ ବଜାରରେ ବୁଲାଇଲେ। ଏପରି ଲଜ୍ଜାଜନକ ଘଟଣା କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଦେଶର ରାଜଧାନୀ ନୂଆଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ…
ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ : ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା…
ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ର ଲୋକପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ନୂଆଁ ନୂଆଁରେ ପାଳନ ହେବ ନୂଆଖାଇ ପର୍ବ । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବ । ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ…
ମାଲକାନଗିରି ସହରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଗଣେଶ ପୂଜା ପାଳିତ
ମାଲକାନଗିରି (୧୯।୯) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଶ୍ରୀ ବିଘ୍ନରାଜଙ୍କ ପ୍ରତିମା ପୂଜା ଅନୁଷ୍ଠିତ ହୋଇ ଯାଇଛିା ସଦର ମହକୁମାରେ ପ୍ରାୟ ୪୦ଟି ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବିଶେଷ କରି ସୁବାଷ ବୋସ ଛକ, ଭେଟେନାରି ସାହି,!-->!-->!-->…
ଆସିକା ଚିନିଶିଳ୍ପର ଧର୍ମ କାଣ୍ଟା ଅଚଳ ଅଧର୍ମ କାମ ଚାଲିଛି !
ବାହାରକୁ ଯାଉଛି ଅଧିକ ଓଜନ ସାମଗ୍ରୀ..!
ବ୍ରହ୍ମପୁର : ଆସିକା ସମବାୟ ଚିନିଶିଳ୍ପର ଅଧିକାରୀ ଓ ମ୍ୟାନେଜମେଣ୍ଟର ଇଶାରା ରେ ଦୁର୍ନୀତି ଚରମସୀମାରେ ପହଞ୍ଚିଲାଣି ବୋଲି ଚର୍ଚ୍ଚା ହେଉଛି। ଚିନିଶିଳ୍ପର ମାପକ(ଓଜନ) ମେସିନ ଦୀର୍ଘ ଏକ ମାସ ହେଲା ଅଚଳ ହୋଇଯାଇଛି । ଏହାର ସୁଯୋଗ ଏବେ କିଛି!-->!-->!-->…
ମହାଆଡ଼ମ୍ବର ସହକାରେ ଗଜାନନଙ୍କ ପୂଜାତ୍ସୋବ ପାଳିତ…
ହିଞ୍ଜିଳିକାଟୁ, (୧୯/୯) : ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ!-->…
ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ…
ହିଞ୍ଜିଳିକାଟୁ (୧୯/୯): ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସଂପୃକ୍ତ ଗ୍ରାମର ଟୁଲୁ ପ୍ରଧାନ (୩୦) । ପ୍ରକାଶ ଯେ, ଟୁଲୁ ମଙ୍ଗଳବାର ଅପରାହ୍ନରେ ଚାଷ ଜମିରେ କାମ କରୁଥିବା ବେଳେ ଏକ ବିଷଧର ସାପ!-->…
ଗଣେଶ ଚତୁର୍ଥୀ ଅବସରରେ ରାଜନଗର ବ୍ଲକ ସାମ୍ବାଦିକ ସଂଘର ସ୍ବନକ୍ଷତ୍ର ଦିବସ ଅନୁଷ୍ଠିତ…
ରାଜନଗର : ଆଜି ଗଣେଶ ଚତୁର୍ଥି ଅଵସରରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମା ଗଣେଶ ଵଜାର ସ୍ଥିତ ଷ୍ଟେଟବ୍ୟାଙ୍କ ଛକରେ ଥିବା ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ସ୍ବନକ୍ଷତ୍ର ଦିବସ 2023 ଅନୁଷ୍ଠିତ ହୋଇଯାଇ ଅଛି। ଏହି ଅବସରରେ ସଭାପତି ସୁକାନ୍ତ କୁମାର ଵେହେରାଙ୍କ ନେତୃତ୍ବରେ!-->…
ପୁରୀଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ସଞ୍ଜୟ ନାୟକ…
ନିମାପଡ଼ା : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି କୁ ପୁନର୍ଗଠନ କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ରେ ନିମାପଡା ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ର!-->…
ବଜ୍ରଘାତରେ ଦଶ ଛେଳି ମୃତ
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଫାଣ୍ଡି ଅଧିନସ୍ତ ନୂଆପଡା ଗ୍ରାମରେ ଆଜି ଏକ ବଡ଼ ଅଘଟଣ ଘଟିଛି। ଆଜି ମଧ୍ୟାହ୍ନ ୨ଟା ବେଳେ ନୂଆପଡା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଦୁଇ ଗୋଠ ଛେଳି ଚରୁଥିବା ବେଳେ ହଠାତ ମେଘବର୍ଷା ଆସିଥିଲା। କିଛି ସମୟ ବର୍ଷା ହେଲା ପରେ!-->…