ସମର୍ଥ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ…

ଜଣେ ବି ଭିନ୍ନକ୍ଷମ ସୁବିଧାରୁ ବଞ୍ଚିତ ହେବେ ନାହିଁ - ଜିଲ୍ଲାପାଳ ଛତ୍ରପୁର ତା.୨୧.୧୧.୨୦୨୩ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମର୍ଥ ଶିବିର ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି…

ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…

ଚିକିଟୀ - ଚିକିଟୀ ବ୍ଲକ ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ୟାଇ.ଉମା ଜୟନ୍ତୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ…

ଟ୍ରକ ଧକ୍କାରେ ଗୁରୁତର ମିଶନ ଶକ୍ତି ମହିଳା ମୃତ : ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ମିଶନ ଶକ୍ତି ମହିଳାଙ୍କୁ ବୀମା…

ଦେବଗଡ,୨୧୧୧, ଗତ ଶୁକ୍ରବାର ଦିନ ତିଲେଇବଣି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ମିଶନ ଶକ୍ତିର ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ର କରି ଦେବଗଡ ଜିଲା ମିଶନ ଶକ୍ତିର ମହିଳା ମାନେ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ…

ସ୍ଥିର ଜଳବାୟୁ- ପରିମଳ ଅଭ୍ୟାସର ବିକାଶ ପାଇଁ ଉତ୍କୃଷ୍ଟ ସମୟ

ଜଳ ଉତ୍ସ ପରିଚାଳନା, ପରିମଳ ଉପରେ ଭାରତ ସହିତ ରଣନୀତିକ ଭାଗିଦାରୀ ପାଇଁ ଅଷ୍ଟ୍ରେଲିଆ ସରକାର ପ୍ରତିଶ୍ରୁତିବଦ୍ଧ | ଭୁବନେଶ୍ୱର: ବିଶ୍ୱ ଶୌଚାଳୟ ଦିବସ ପାଳନ କରିବା ପାଇଁ ରବିବାର ଏଠାରେ ଆୟୋଜିତ ଏକ ବୈଠକ ସମସ୍ତ ଅଂଶଗ୍ରହଣକାରୀ ଏକତ୍ରିତ ହୋଇ ଜଳବାୟୁ ସ୍ଥିର ପରିମଳ ସେବା ତଥା ଅଭ୍ୟାସ…

କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଶୁଣାଣୀ ରାଜନଗରରେ ଅନୁଷ୍ଠିତ…

ରାଜନଗର -20.11.023 ରାଜ୍ୟରେ ସରକାରଙ୍କର ଜନସାଧାରଣଙ୍କୁ ହାତପାଖରେ ଵିଭିନ୍ନ ସମସ୍ୟାର ସମାଧାନ କରି ନ୍ୟାୟଦେବାକୁ କରିଥିବା ଯୋଜନା ତାହା ସ୍ବାଗତ ଯୋଗ୍ୟ କାର୍ଯ୍ୟକ୍ରମ। ସେଥିପାଇଁ ପ୍ରତ୍ୟେକ ସୋମବାର ପଲ୍ଲୀରେ ପ୍ରଶାସନ ଏବଂ ପ୍ରାୟ ତିନି ଚାରିମାସରେ ଥରେ ବ୍ଲକର ସଦର ମହକୁମାରେ…

ଇନ୍ଦି ପର୍ବରେ ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧିନରେ ଥିବା ଡୁମେରଯୋର ପଞ୍ଚାୟତ ଅନ୍ତର୍ଗତ ଡୁମେରଯୋର ବସ୍ତିରେ ଗତ କାଲି ଇନ୍ଦ୍ ପର୍ବ ପାଳନ କରାଯାଇଥିଲା ! କୌଣସି ସୂତ୍ରରୁ ପ୍ରକାଶ ଯେ ପ୍ରଶାସନରୁ ବିନା ଅନୁମତିରେ ଏହି ପର୍ବକୁ ପାଳନ କରୁଥିବା ବେଳେ କାଦୋବାହାଲ୍…

ଅନ୍ଧାରୀଖୋଳରେ ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ: ତୁଳସୀ ତଇଲା ଚମ୍ପିୟାନ…

ଦେବଗଡ଼,୨୦ା୧୦, : ରିଆମାଳ ବ୍ଲକ ନୂଆଡିହୀ ଗ୍ରାମ ପଂଚାୟତ ଅନ୍ଧାରୀଖୋଳ ଗ୍ରାମରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟୀ ଆନୁକୂଲ୍ୟରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଚାନ୍ଦିପୋଶି ହକି ଦଳକୁ ଟାଇବେକର ସହାୟତାରେ…

ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟବଲ ପ୍ରତିଯୋଗିତା…

ଦେବଗଡ଼,୨୦ା୧୧ : ବାରକୋଟ ବ୍ଲକ ସଦର ମହକୁମରେ ଥିବା ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ଅଧିନରେ ଆଜି ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଯାତ୍ରାକର ପ୍ରଧାନଙ୍କ ତତ୍ୱାବଧାନରେ ଏକ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ…

ସୁଗୁଡା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ…

ଦେବଗଡ଼,୨୦ା୧୦ : ତିଲେଇବଣି ବ୍ଲକ ସୁଗୁଡା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମେଶ୍ୱର ନାଏକ ସଭାପତିତ୍ୱରୋ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ…