Sign in
Sign in
Recover your password.
A password will be e-mailed to you.
ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି ଖୁଲାସା…
ଇସ୍ଲାମାବାଦ: ଆର୍ଥିକ ସଂକଟରେ ଜୁଝି ଦେଉଥିବା ପାକିସ୍ତାନର ଚାଲାକି ଧରାପଡ଼ିଲା । ଆଇଏମଏଫ ଠାରୁ ଋଣ ପାଇବା ପାଇଁ ଆମେରିକା ସହ ମିଶି ଚକ୍ରାନ୍ତ କରିଥିଲା ପାକ୍ । ଋଣ ପାଇଁ ଶସ୍ତାରେ ବିକ୍ରି କରିଥିଲା ଅସ୍ତ୍ରଶସ୍ତ୍ର । ୨୦୨୨ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ଋଣ ପାଇବାରେ…
ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍, ୧୦ ଗେଟ୍ ଦେଇ ଜଳ ନିଷ୍କାସିତ…
ସମ୍ବଲପୁର : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଫଳରେ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର…
ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି…
ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ସୋମବାର ରାତିରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଏକ ହାତୀ ବେଶ ବାହାରି ସାହି ପରିକ୍ରମା କରିବା ପରେ ଶ୍ରୀମନ୍ଦିର ଠାରେ ପହଞ୍ଚିଥିଲା। ମହାପ୍ରଭୁଙ୍କ…
୫ ଦିନ ମଧ୍ୟରେ ଦେଶ ଛାଡିବାକୁ କାନାଡ଼ା କୂଟନୀତିଜ୍ଞଙ୍କୁ କହିଲା ଭାରତ
ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ମୃତ୍ୟୁ ପରଠାରୁ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି | ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ଅଭିଯୋଗ କରି କାନାଡ଼ା ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ନେବାର କିଛି ସମୟ ମଧ୍ୟରେ…
ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ…
ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ।
ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ …
ବିବାହ ପାଇଁ ମନା କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଅଭିଯୁକ୍ତ…
ଜୟପୁର: ବିବାହ ପାଇଁ ମନା କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରଥମେ ହତ୍ୟା କଲେ ଆଉ ତା ପରେ ମୃତଦେହକୁ ଗଛରେ ଟାଙ୍ଗିଦେଲେ | ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଅଭିଯୁକ୍ତ ଜଣକ ଜଣେ ଯୁବତୀ ତାଙ୍କୁ ବିବାହ କରିବାକୁ ମନା…
ପୁଣି ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍
ଭୁବନେଶ୍ୱର : ଆସନ୍ତାକାଲି ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍। ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବ। ମାତ୍ର ୬ ଘଣ୍ଟାରେ ପୁରୀରୁ…
ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ…
ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା ସିସିଟିଭିରେ କଏଦ…
ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ…
ସୁନ୍ଦରଗଡ଼ : ପୁଣି ଥରେ ସୁନ୍ଦରଗଡ଼କୁ ଘାଇଲା କଲାଣି ସ୍କ୍ରବ ଟାଇଫସ ଭାଇରସ । ସ୍କ୍ରବ ଟାଇଫସ ଭାଇରସ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅ।ଜି ପୁଣି ୧୦ ଅ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ଅ।କ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି। ତେବେ ସମସ୍ତ ଅ।କ୍ରାନ୍ତ…
ଏଣିକି ବ୍ୟବହାରକାରୀଙ୍କଠାରୁ ଦେୟ ଆଦାୟ କରିବ ଏକ୍ସ
ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର(ଏବେର X)ରେ ଆଗକୁ ଆଉ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଏନେଇ ସଙ୍କେତ ଦେଇଛନ୍ତି ମାଲିକ ଏଲନ ମସ୍କ। ଆଗକୁ ଟଙ୍କା ଦେଇ ଟ୍ୱିଟର ବ୍ୟବହାର କରିବାକୁ ପଡ଼ିବ। ବର୍ତ୍ତମାନ କେବଳ ବ୍ଲୁ ଟିକ୍ ବ୍ୟବହାରକାରୀ ଟଙ୍କା…