Sign in
Sign in
Recover your password.
A password will be e-mailed to you.
ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର….
ବେଲଗୁଣ୍ଠା(୧୩/୦୯) : ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଙ୍ଗ ଥାନା ଅନ୍ତର୍ଗତ ଗେରେଡା ପଂଚାୟତ ଦିଗାମ୍ବର ପଲ୍ଲୀ ଗାଁରେ ଆଜି ଅପରାହ୍ନ ୪ଟା ସମୟରେ ବଜ୍ରାଘାତରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ହେଲେ କନକ ନାୟକ । ଧାନ ଜମିରେ ସେ କାମ କରୁଥିବା ବେଳେ ବଜ୍ରପାତ!-->!-->!-->…
ବିଜେଡି ଯୁବନେତାଙ୍କୁ ହତ୍ୟା ଘଟଣାରେ ତିନି ଜଣ ଗିରଫ
ହିଞ୍ଜିଳିକାଟୁ ୧୩!୯ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ନନ୍ଦିନୀ ନଦୀରେ କୁମାରପାଣି ଗ୍ରାମର ମଧୁ ବିଷୋୟୀ ହତ୍ୟାକାଣ୍ଡ ଘଟଣା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଶେରଗଡ଼ ପୋଲିସ୍ । ସେମାନେ ହେଲେ ସୀମାଞ୍ଚଳ ପ୍ରଧାନ , ସାଗର ଦାସ ,ଓ ସରପଂଚ ଉଦୟନାଥ ପ୍ରଧାନ । ଏହି!-->…
ସାବଧାନ ଏବେ ସରପ୍ରାଇଜ଼ ଭିଜିଟ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି :ଗଞ୍ଜାମ ଜିଲ୍ଲାରେ ରେ କୋକୁଆ ଭୟ
ବ୍ରହ୍ମପୁର : ୧୩-୯ ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବାବୁ ମାନେ ନିୟମିତ ଆସନ୍ତି ନାହିଁ। ଦୂର ଦୁରାନ୍ତ ରୁ ସାଧରଣ ଲୋକ ଆସିଥାନ୍ତି ସେମାନଙ୍କ ଦୁଃଖ ଅଧିକାରୀ ମାନଙ୍କୁ ଜଣାଇବା ପାଇଁ ।କିନ୍ତୁ କିରାଣୀ ମାନେ ସଫେଇ ଦିଅନ୍ତି ବାବୁ ଫିଲଡ଼ କୁ ଯାଇଛନ୍ତି ବୋଲି!-->…
ମା’ଗୃହର ୧୧ତମ ପ୍ରତିଷ୍ଠା ଦିବସରେ ପୋଷଣ ବିଷୟରେ ଆଲୋଚନା ଚକ୍ର
ଫୁଲବାଣୀ : ବାଲନ୍ଦାପଡା ସ୍ଵାତି ଦ୍ବାରା ପରିଚାଳିତ ମା ଗୃହର ୧୧ତମ ପ୍ରତିଷ୍ଠା ଦିବସରେ ପୋଷଣ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ପାଞ୍ଚ ଗୋଟି ପଂଚାୟତ ତଥା ବାଲନ୍ଦାପଡା, ଲୁଇଫି, କୋଇରିମାଣ୍ଡୁ, ପକାରି ଓ ପାହିରାଜୁ ଅଂଚଳରୁ ଗର୍ଭ ବତୀ, ପ୍ରସୁତୀ ମା ମାନଙ୍କ ସହିତ!-->…
ମାଲକାନଗିରି ଜିଲ୍ଲାରେ ଆୟୁଷ୍ମାନ ଭବ ଅଭିଯାନ ଶୁଭାରମ୍ଭ, ସ୍ବେଚ୍ଛା କୃତ ଅଙ୍ଗଦାନ କରିବା ପାଇଁ ପ୍ରତିଜ୍ଞା
ମାଲକାନଗିରି (୧୩।୯) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ସୁସ୍ଥ ଭାରତ ସମର୍ଥ ଭାରତର ଆୟୁସ୍ମାନ ଭବ ଅଭିଯାନ ଶୁଭାରମ୍ଭ ହୋଇଛି, । ଏହି ଅବସରରେ ସ୍ବେଚ୍ଛା କୃତ ଅଙ୍ଗଦାନ କରିବା ପାଇଁ ସୂଚନା ତଥା ପ୍ରତିଜ୍ଞା କରାଯାଇଛି। ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ମାନନୀୟା!-->…
ମାଲକାନଗିରି ପୋଲିସକୁ ବଡ଼ ସଫଳତା : ସର୍ଚ୍ଚ ଅପରେଶନ ବେଳେ କୁଖ୍ୟାତ ମାଓବାଦୀ ଗିରଫ
ମାଲକାନଗିରି, (୧୩।୯): ଦୀର୍ଘ ଦିନ ପରେ ମାଲକାନଗିରି ପୋଲିସ କୁ ଏକ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ର ମାଥିଲି ଓ ଛତିଶଗଡ଼ ସହ ଲାଗି ରହିଥିବା ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଏସ ଓ ଜି ଓ ଡିଭିଏଫ ଦ୍ୱାରା ମାଥିଲି ଥାନା ଅଞ୍ଚଳରୁ ଦୁର୍ଦାନ୍ତ ମାଓବାଦୀ ଦୁଧି!-->!-->!-->…
ଦୁଇ ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୁହା ହୋଇ ନିଆଗଲା ଡାକ୍ତରଖାନା
(ଏବେ ବି ଭୋଗୁଛନ୍ତି ଜନନୀ ଯନ୍ତ୍ରଣା କନ୍ଧମାଳ ର ଅପହଞ୍ଚ ଇଲାକା ରେ)
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଅପହଞ୍ଚ ଇଲାକା ପାଇଁ ରହିଛି ବାଇକ ଆମ୍ବୁଲାନ୍ସ ଏପରିକି ଖୁବ ନିକଟରେ ଡ୍ରୋନ ଯୋଗେ!-->!-->!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା
ଭୁବନେଶ୍ୱର: ଗୋଟିଏ ଦାନା ଶସ୍ୟ ଭାରତୀୟ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇଥାଏ । ବିଶ୍ୱସ୍ତରୀୟ ଅର୍ଥନୀତିରେ ନିଜର ଆଧିପତ୍ୟ ବିସ୍ତାର ପାଇଁ କୃଷିର ବିକାଶ ଜରୁରୀ । ରାଜ୍ୟ ତଥା ଦେଶର ପ୍ରଗତି କ୍ଷେତ୍ରରେ ପ୍ରତ୍ୟେକ ଅର୍ଥନୈତିକ ଦିଗ ଉପରେ ସମୀକ୍ଷା କରାଯିବା ଆବଶ୍ୟକ । ଜାତୀୟ ଆୟ ପାଇଁ!-->…
ସୁନ୍ଦରଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ
ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ସହିତ ନୂତନ ଶ୍ରମିକ ପରିଚୟ ପତ୍ର ପ୍ରଦାନ
ସୁନ୍ଦରଗଡ଼ (୧୩/୦୯) : ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ!-->!-->!-->…
ଅପରାଜିତଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ…
ମାଲକାନଗିରି : ମାଲକାନଗିରି ଜିଲ୍ଲାକୁ ଆସନ୍ତା ୧୫ ତାରିଖରେ ବରିଷ୍ଠ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ଆସୁଥିବା ବେଳେ ଏହାକୁ ନେଇ ଆଜି ମାଲକାନଗିରି ବିକାଶ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକହୋଟେଲ ସ୍ଵଗତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକାଶ ପରିଷଦର ଆବାହକ!-->…