Sign in
Sign in
Recover your password.
A password will be e-mailed to you.
ପୁରୀରୁ ତାଳଚେର ମଧ୍ୟରେ ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ…
ପୁରୀ: ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇହେବ ରାଉରକେଲା | ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି | ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି ।…
‘ଜି୨୦’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମାନବ ଅଧିକାର ଓ ଅବାଧ ଗଣମାଧ୍ୟମ ପ୍ରସଙ୍ଗ ଉଠାଇଲି: ଭିଏତ୍ନାମ୍ରେ କହିଲେ…
ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମାନବ ଅଧିକାର ପ୍ରତି ସମ୍ମାନ, ନାଗରିକ ସଙ୍ଗଠନର ଭୂମିକା ଏବଂ ଅବାଧ ଗଣମାଧ୍ୟମ ସମେତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିବା କଥା ରବିବାର ଦିନ ଭିଏତ୍ନାମ୍ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍…
କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି…
କଟକ : କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର । ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ସୌରୀନଙ୍କୁ ପାଉନି ପୋଲିସ। କୋଲକତା ପୋଲିସ ସହାୟତାରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏନେଇ କଟକରୁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ ।…
ସନାତନ ଧର୍ମର ଅପମାନ ବେଳେ କାହିଁକି ନୀରବ ରହିଲା କଂଗ୍ରେସ: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଚାଲିଛି ରାଜନୀତି। ଡିଏମକେ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ…
ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ, ପ୍ରକାଶ ପାଇଲା ବିଜ୍ଞପ୍ତି…
ଭୁବନେଶ୍ୱର: ମିଳିଲା ବଡ ସୁଯୋଗ । ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ । ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଆସି ଯାଇଛି ଏହି ଖୁସି ଖବର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତି ପାଇଁ ଓଡି଼ଶା…
ରାଜ୍ୟପାଳଙ୍କ ଦ୍ବାରା ଡଃ . ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ…
ଫୁଲବାଣୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ‘ଭାରତର ଅମୃତ କୁମ୍ଭମେଳା’ ଓ ‘ତତ୍ତ୍ବବୋଧ, ଆତ୍ମବୋଧ ଓ ବାହ୍ୟବୋଧ’ ନାମକ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ମାଷ୍ଟରପଡ଼ା ସାହିର ଡଃ . ନୃସିଂହାନନ୍ଦ ମହାପାତ୍ର ଏହି ପୁସ୍ତକ ଦୁଇଟିର ଲେଖକ!-->!-->!-->…
ମାଲକାନଗିରି ଜିଲ୍ଲାରେ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ…
ମାଲକାନଗିରି, ୧୧/୦୯/୨୩ :
ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଲକାନଗିରି ସଦର ସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଉଦଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ!-->!-->!-->!-->!-->…
ବିଜିଲାନ୍ସ ହାତରେ ପଣ୍ୟଗାର ନିଗମର ଅଧିକ୍ଷକ…
ନିମାପଡା : ଆଜି ନିମାପଡା ନହଁତରା ସ୍ଥିତ ଓଡିଶା ରାଜ୍ୟ ପଣ୍ୟଗାର ନିଗମର ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି ୨ଲକ୍ଷ ୪୧ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବିଜିଲାନ୍ସର ଏକ ସତନ୍ତ୍ର ତାଙ୍କୁ ଗିରଫ କରିଛି।ଅନେକ ଦିନ ହେବ ଏହି ଗୋଡାଉନ୍ ଅଧିକ୍ଷକ ଜଣଙ୍କ ମୋଟା ଅଙ୍କର ଲାଞ୍ଚ କାରବାର!-->!-->!-->…
ରାଜ୍ୟ ସାମ୍ବାଦିକ ସଙ୍ଘ ର ପଦାଧିକାରୀ ବୈଠକ: ଅତିଥି ଭବନ ନିର୍ମାଣ ଓ ପେନସନ ପ୍ରଦାନ ଉପରେ ଗୁରୁତ୍ୱାରୋପ…
କଟକ : ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା ର ପଦାଧିକାରୀ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ମାନଙ୍କ ବୈଠକ କଟକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକରେ ରାଜ୍ୟର ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଓ!-->…
ବିପଦର ବନ୍ଧୁ ସାଜିଛି ରାଳବ : ରକ୍ତଦାନ କ୍ଷେତ୍ରରେ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି…
ହିଞ୍ଜିଳିକାଟୁ : ରକ୍ତଦାନ ଏବଂ ରାଳବ ଗ୍ରାମର ସମ୍ପର୍କର ନିବିଡ଼ତା ସମସ୍ତେ ଏଥିରୁ ବୁଝି ପାରିବେ ଯେ କେବଳ ଦୁଇ ବର୍ଷ ମଧ୍ୟରେ ଚାରୋଟି ସଫଳ ରକ୍ତଦାନ ଶିବିର ଆୟୋଜନ ପୂର୍ବକ ରକ୍ତଦାନର ଜାଗରଣକୁ ପ୍ରତ୍ୟେକ ପ୍ରାଣରେ ସଞ୍ଚରିତ କରାଇସାରିଛନ୍ତି। ପ୍ରତିଟି କ୍ୟାମ୍ପରେ ୭୦ ୟୁନିଟରୁ ଅଧିକ!-->!-->!-->…