Sign in
Sign in
Recover your password.
A password will be e-mailed to you.
ଗୋଟିଏ ପରିବାରର ୩ଜଣ ପିଇଦେଲେ ବିଷ, ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର…
ବରଗଡ଼: ପରିବାରର ମୁଖ୍ୟଙ୍କ ବିୟୋଗରେ ସ୍ତ୍ରୀ ଓ ପୁଅଝିଅ ଭାଙ୍ଗି ପଡ଼ିଥିଲେ। ଏହି କାରଣରୁ ବିଷପିଇ ଜୀବନ ହାରିବାକୁ ଚାହୁଁଥିଲେ। କୀଟନାଶକ ପିଇଲା ପରେ ମା’, ପୁଅ ଓ ଝିଅ ଗୁରୁତର ହୋଇଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ଭାଇଭଉଣୀଙ୍କ ମୃତ୍ୟୁ ପରେ ମା’ ଡାକ୍ତରଖାନାରେ ଚିକିତ୍ସିତ…
ବେଲ୍ଟ ଓ ରୋଡ ପ୍ରକଳ୍ପରୁ ଓହରିବା ମୁଡ୍ରେ ଇଟାଲୀ, ଜି-୨୦ରେ ଚାଇନାକୁ ଜଣାଇଲା…
ଚାଇନା ଦ୍ୱାରା ଚାଲିଥିବା ବେଲ୍ଟ ଓ ରୋଡ୍ ପ୍ରକଳ୍ପରୁ ଓହରି ଯିବା ଯୋଜନାରେ ଇଟାଲୀ। ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବେଳେ ଏକଥା ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ପରୋକ୍ଷରେ ଜଣାଇ ଦେଇଛନ୍ତି ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି।…
୧୨ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…
ଭୁବନେଶ୍ୱର : କାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ…
ସରିଲା ଜି-20 ଶିଖର ସମ୍ମିଳନୀ, ନଭେମ୍ବରରେ ଭର୍ଚୁଆଲ ବୈଠକ ପାଇଁ ପରାମର୍ଶ ଦେଲେ ମୋଦି…
ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ…
ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି
ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ…
ଚୀନ ମୁକାବିଲା ପାଇଁ ଲଦାଖରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ…
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍ ପରେ ଚୀନକୁ ଏକ ବଡ଼ ବାର୍ତ୍ତା ଦେଇଛି ଭାରତ । ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ । ସେପ୍ଟେମ୍ବର ୧୨, ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁର ଦେବକ ବ୍ରିଜ୍ ରୁ…
କଟକରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଛୁରା ମାଡ଼…
କଟକ: କଟକରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବିବାହିତା ମହିଳାଙ୍କୁ ଛୁରା ମାଡ଼। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ। ତେଲେଙ୍ଗା ବଜାର ଅଞ୍ଚଳରେ ମହିଳାଙ୍କ ଘର । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ…
ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ…
ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ…
ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି..!
ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ ସାଥ ଦେବା ରାଜନୈତିକ ସ୍ଥିତିକୁ ଜଟିଳ କରିଛି।
ଏଭଳି…
ଗାଲା ଡିନରରେ ଶାଢି ଓ ଟିକିଲି ପିନ୍ଧି ପହଞ୍ଚିଥିଲେ ଜାପାନର ପ୍ରଥମ ମହିଳା…
ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀର ଗାଲା ଡିନରରେ ବିଦେଶୀ ଅତିଥିମାନେ ଭାରତୀୟ ଷ୍ଟାଇଲ୍ରେ ନଜର ଆସିଥିଲେ। ଅଧିକାଂଶ ବିଦେଶୀ ଅତିଥି ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ଗାଲା ଡିନରରେ ସାମିଲ ହୋଇଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ…