ଚାକିରି କରାଇ ଦେବା ନାଁରେ ଠକେଇ, ବାପ-ପୁଅ ଗିରଫ…

ପାଟଣାଗଡ଼ : ଚାକିରି କରାଇ ଦେବା ନାଁରେ ୮ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ। ଗିରଫ ବାପ-ପୁଅ ହେଉଛନ୍ତି ବେଣୁଧର ଜଗତ ଓ ହେମନ୍ତ ଜଗତ। ସେମାନଙ୍କ ଘର…

ଦିଲ୍ଲୀରେ ପ୍ରବଳ ବର୍ଷା, ‘ଭାରତ ମଣ୍ଡପମ୍‌’ରେ ପଶିଲା ପାଣି…

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀ ଚାଲିଥିବା ବେଳେ ନୂଆଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଆୟୋଜନ ସ୍ଥଳରେ ସମସ୍ୟା ବଢ଼ିଯାଇଛି। ଜି-୨୦ ସଦସ୍ୟମାନଙ୍କ ଆତିଥ୍ୟ ପାଇଁ ତିଆରି ‘ଭାରତ ମଣ୍ଡପମ୍‌’ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଭାରତ…

କଲେଜର ଛଅ ମହଲା କୋଠା ଉପରେ ଚଢ଼ି ବିପଦଜ୍ଜନକ ଭାବେ ରିଲସ୍ କଲେ ଛାତ୍ରୀ…!

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜ…

ଆସନ୍ତାବର୍ଷ ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମମନ୍ଦିରର ଉଦ୍‌ଘାଟନ

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟିତ ହେବା ନେଇ ତାରିଖ ଘୋଷଣା ହୋଇଛି । ଅଯୋଧ୍ୟାରେ ଚାଲିଥିବା ବୈଠକରେ ରାମ ଲାଲାଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଗର୍ଭଗୃହରେ ବିରାଜମାନ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ…

କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ…

ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ  । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାଗ କରିଛନ୍ତି ସାଂସଦ…

ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବ୍ରିଟେନ ଦେବ 2 ବିଲିୟନ ଡଲାର

ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ବା ସବୁଜ ଜଳବାୟୁ ପାଣ୍ଠିକୁ 2 ବିଲିୟନ ଡଲାର ଅର୍ଥାତ୍ 1 ଲକ୍ଷ 56 ହଜାର 360 କୋଟି ଯୋଗାଇବ ବ୍ରିଟେନ। ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଏହି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାପୀ…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁଇ ଦୁର୍ବୃତ୍ତ

ସୋର: ସୋରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଆଉ ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ସୋର…

ବ୍ରିଟେନର ମତ୍ସ୍ୟଜୀବୀ ଧରିଲେ ବିରଳ ନୀଳ ଚିଙ୍ଗୁଡ଼ି

କମଳା, ଧଳା, ଗାଢ଼ କଳା ରଙ୍ଗର ଚିଙ୍ଗୁଡ଼ି ଆପଣ ଖାଇଥିବେ ନିଶ୍ଚିତ । କିନ୍ତୁ ଆପଣ କେବେ ନୀଳ ରଙ୍ଗର ଚିଙ୍ଗୁଡ଼ି ଦେଖିଛନ୍ତି କି ? ଏଭଳି ଏକ ଦୁର୍ଲଭ ନୀଳ ଚିଙ୍ଗୁଡ଼ି ଜଣେ ମତ୍ସ୍ୟଜୀବିଙ୍କ ଜାଲରେ ଧରା ପଡ଼ିଛି । ଏହି ଦୁର୍ଲଭ ଚିଙ୍ଗୁଡ଼ି ବ୍ରିଟେନରେ ପ୍ରଥମ ଥର ପାଇଁ…

ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ପତ୍ନୀଙ୍କୁ ନେଇ ଅକ୍ଷରଧାନ ମନ୍ଦିର ଭ୍ରମଣ…

ନୂଆଦିଲ୍ଲୀ: ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ମନ୍ଦିରରେ ବିତାଇଥିବା ପ୍ରତି…