ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ

ବାଲିମେଳା : ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡା ଗାଁର ୪୭ ବର୍ଷିୟ ରାମଚନ୍ଦ୍ର ମୁଦୁଲି ।ସୂଚନା ଅନୁସାରେ, ଗତକାଲି ରାମଚନ୍ଦ୍ର ଗାଁକୁ ଦେଶୀ ଡଙ୍ଗା ସାହାଯ୍ୟରେ ଫେରୁଥିବାବେଳେ…

ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶର ରାଷ୍ଟ୍ରମୁଖ୍ୟ…

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ…

ଗଞ୍ଜାମ ଶେରଗଡରେ ବିଜେଡି ନେତାଙ୍କୁ ହତ୍ୟା

ଗଞ୍ଜାମ: ଗଞ୍ଜାମ ଶେରଗଡ ଥାନା ନନ୍ଦିନୀ ସେତୁ ନିକଟରେ ଅଭାବନୀୟ ଘଟଣା ଘଟିଛି  । ଯୁବ ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ  । ମୃତକ ମଧୂସୁଦନ ବିଷୋଇ ବୋଲି ଜଣାପଡିଛି…

ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1

ନୂଆଦିଲ୍ଲୀ : ସନ୍ ମିଶରେ ଆଗକୁ ବଢ଼ୁଛି ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ସଫଳତାର ସହ ଆଜି ତୃତୀୟ ଆର୍ଥ ବାଉଣ୍ଡ ମାନ୍ୟୁଭର ବା ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି । ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ । ଏବେ ଅର୍ବିଟ ବଦଳାଇବା ପରେ ୨୯୬ କିମି…

ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା ସୈତାନ ପ୍ରେମିକ…

ଉମରକୋଟ: କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତର  । ପ୍ରେମ ପାଇଁ କିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛି ତ କିଏ ସାତ ଦରିଆ ପାର କରୁଛି  । ମାତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁରେ ଘଟିଛି  ଏକ ଲଜ୍ଜାଜନକ ଘଟଣା  । ପିଶାଚ ସାଜିଛି ପ୍ରେମିକ  । ପ୍ରଥମେ ପ୍ରେମ ତା ପରେ…

ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା…

ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୨ ହଜାର ଟପିଛି ମୃତ୍ୟୁ ସଂଖ୍ୟା। ହଜାର ହଜାର ଲୋକେ ଆହତ ହୋଇଥିବା ବେଳେ ୨ ହଜାରରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା…

ବରିଷ୍ଠ ସାମ୍ବାଦିକ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ହେମାଙ୍ଗ ପ୍ରସାଦ ରାଉଳ ଙ୍କୁ ଏସ ୟୁ ଯେ ର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ…

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ ର (SUJ ) ନୂତନ ସାଧାରଣ ସମ୍ପାଦକ ଭାବେ ଅନୁଭବୀ ବରିଷ୍ଠ ସାମ୍ବାଦିକ ତଥା ଦକ୍ଷିଣ ଓଡିଶା ର ଲୋକପ୍ରିୟ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ହେମଙ୍ଗ ପ୍ରସାଦ ରାଉଳ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି।ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର

କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଏବଂ ପରାମର୍ଶଦାତା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ଅନ୍ୟ ପରାମର୍ଶ ଦାତାଙ୍କ ପୂର୍ବ ଆଲୋଚନା ପ୍ରକାରେ ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ

ସାମ୍ୱାଦିକଙ୍କୁ ମାଡ଼ ପ୍ରତିବାଦ ରେ ଥାନା ସମ୍ମୁଖରେ ଧାରଣା…

ନିମାପଡ଼ା : ପୁରୀ ଜିଲ୍ଲା ଗୋପ ଥାନା ରେ ଶନିବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସୂଚନା ଥାଉକି ଗୋପ ଥାନା ଗବସିଙ୍ଗା ଗ୍ରାମ ର ରାଧାଶ୍ୟାମ ଭୋଳ ଙ୍କୁ ୪ଜଣ ଯୁବକ ସୁବର୍ଣ୍ଣପୁର ଛକ ଠାରୁ ଅପହରଣ କରି ନେଇଥିବା ତାଙ୍କ ପତ୍ନୀ ପୁଷ୍ପଲତା ପୋଲିସ ରେ ଅଭିଯୋଗ କରିବାପରେ ଗୋପ ଥାନା ପୋଲିସ

ପୁଣି ଅଶାନ୍ତ ଗଞ୍ଜାମ, ଗୋଟେ ପରେ ଗୋଟେ ଗଡୁଛି ମୁଣ୍ଡ : ଆଜି ପୁଣି ଦୁଇ ମୁଣ୍ଡ ଗଡ଼ିଲା…

ବ୍ରହ୍ମପୁର :୯-୯ ଗଞ୍ଜାମ ଜିଲ୍ଲାରେ ପୁଣି ଆଜି ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଛି। ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବା ଆରମ୍ଭ ହୋଇଯାଇଛି, ଆଗକୁ ଅଛି ସାଧାରଣ ନିର୍ବାଚନ ଏବେ ଠାରୁ ପରିସ୍ଥିତି ଅଣଆୟତ୍ତ ପୋଲିସ ର ମୁଣ୍ଡ ବିଗିଡି ଗଲାଣି ।ସୂଚନା ଥାଉକି ଆଜି ଆସିକା ଅନ୍ତର୍ଗତ କୋଟିନଡ଼ାଥାନା ଇଲାକା