ବାତିଲ ହେଲା ମା’ ତାରିଣୀଙ୍କ ଭୋଗ ନଡ଼ିଆ ନିଲାମ…

ଘଟଗାଁ: ମା’ ତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପାଇଁ ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଯାଇଛି। ଫଳରେ ଏଥିରେ ସାମିଲ ହେବା ପାଇଁ ଆସିଥିବା ବିଡରମାନେ ନିରାଶ ହୋଇ ଫେରିଯାଇଛନ୍ତି। ଘଟଗାଁ ମା’ ତାରିଣୀ ପୀଠକୁ ରାଜ୍ୟର…

ଜି-୨୦ ସମ୍ମିଳନିର ନେମପ୍ଲେଟରେ ‘ଇଣ୍ଡିଆ’ ବଦଳରେ ରହିଛି ‘ଭାରତ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି –୨୦ ସମ୍ମିଳନିର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ଆଫ୍ରିକୀୟ ୟୁନିଅନକୁ ଅଫିସିଆଲ ଭାବେ ଜି-୨୦ ସମ୍ମିଳନୀରେ ସାମିଲ ହେବାର ଘୋଷଣା କରିଛନ୍ତି । ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଅତିଥି ଦେଶର ସଦସ୍ୟ ତଥା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡ଼ ମାରି ଘରେ ନିଆଁ ଲଗାଇଦେଲା ଯୁବକ…

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ତାଙ୍କ ଘରେ କିଛି ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ନିଆଁରେ ଘରର ସବୁ ଆସବାବ ପତ୍ର ପୋଡ଼ି ଯାଇଛି। ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଅଭିଯୋଗ ଅନୁସାରେ,…

ଭାରତ ଖୋଜୁଥିବା ଆତଙ୍କବାଦୀକୁ ପାକିସ୍ତାନ ଅଧିକୃତ କଶ୍ମୀରରେ ଗୁଳି ମାରି ହତ୍ୟା…

ଜମ୍ମୁ: ପାକିସ୍ତାନ ଅଧିକୃତ କଶ୍ମୀରର ରୱାଲକୋଟ୍‌ରେ ଥିବା ‘ଅଲ୍‌-କ୍ବୁଦୁସ୍‌’ ମସ୍‌ଜିଦ୍‌ ଭିତରେ ଶୁକ୍ରବାର ଦିନ ଅଜ୍ଞାତ ବନ୍ଧୁକଧାରୀମାନେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ଜଣେ ଶୀର୍ଷସ୍ତରୀୟ କମାଣ୍ଡର୍‌ଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା…

ଉଦ୍ୟୋଗୀଙ୍କ ହବ୍ ହେବ ଓଡ଼ିଶା, ୧୧ରେ ଦୁଇଟି ଷ୍ଟାର୍ଟଅପ ଅଭିଯାନର ହେବ ଉଦଘାଟନ…

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ରାଜ୍ୟରେ କେବେ ଶିଳ୍ପ କେନ୍ଦ୍ର ନଥିଲା, କିନ୍ତୁ ଏବେ ଉଦ୍ୟୋଗୀଙ୍କ ବିକାଶ ପାଇଁ ବାଟ ଫିଟିଛି। ଶୁକ୍ରବାର ଭୁବନେଶ୍ୱରରେ ଦ୍ୱିତୀୟ ଷ୍ଟାର୍ଟଅପ୍ ଯାତ୍ରା ଅଭିଯାନର ଶୁଭାରମ୍ଭ ବାବଦରେ ପ୍ରତାପ ଦେବ ଏହା କହିଛନ୍ତି। ସେ…

କୋଭିଡ୍‌କୁ ପରାସ୍ତ କଲେ, ଯୁଦ୍ଧଜନିତ ବିଶ୍ବାସର ଅଭାବକୁ ମଧ୍ୟ ଜିଣି ପାରିବା: ପ୍ରଧାନମନ୍ତ୍ରୀ ମୋଦୀ…

ନୂଆଦିଲ୍ଲୀ: ଯଦି ଆମେ କୋଭିଡ୍‌କୁ ପରାସ୍ତ କରିପାରିଲେ ତେବେ, ଯୁଦ୍ଧଜନିତ ବିଶ୍ବାସର ଅଭାବକୁ ବି ବିଶ୍ବାସର ସୁସମ୍ପର୍କରେ ପରିଣତ କରିପାରିବା ବୋଲି ଆଜି ନୂଆଦିଲ୍ଲୀରେ ପ୍ରଗତି ମୈଦାନରେ ନିର୍ମିତ ‘ଭାରତ ମଣ୍ଡପମ୍‌’ରେ ଆୟୋଜିତ ‘ଜି୨୦’ର ୧୮ଶ ଶିଖର ସମ୍ମିଳନୀ ଉଦ୍‌ଘାଟନ କରିବା…

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ମା’…

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ଆଜି ତାଙ୍କ ମା’ ସୁଜ୍ଞାନୀ ବିଦ୍ୟାଳୟରେ ତାଲା ପକାଇ ପୁଣି ଧାରଣାରେ ବସିଛନ୍ତି। ଝିଅ ମୃତ୍ୟୁ ଘଟଣା ଅପମୃତ୍ୟୁ ନୁହେଁ, ଏହା…

ଅକ୍ଷୟ କୁମାର ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ…

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି  ।…

ନନ୍ଦନକାନନକୁ ମିଜୋରାମରୁ ଆସିଲେ ହୁଲକ ଗିବନ ସମେତ ୫ ଜୀବଜନ୍ତୁ…

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଗତକାଲି ରାତିରେ ମିଜୋରାମ ଆଇଜଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଏହି ୫…

ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ବିରୋଧୀ ନେତାଙ୍କୁ ଡକାନଯିବା ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ମଣ୍ଡପମରେ ଜି-20 ଅତିଥିଙ୍କୁ ରାତ୍ରିଭୋଜନ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ଏହି ନୈଶ୍ୟଭୋଜିକୁ ଆମନ୍ତ୍ରିତ ହୋଇନାହାନ୍ତି ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…