ରୁପା ପ୍ଲେଟରେ ଖାଇବେ ଭିଭିଆଇପି ଅତିଥି; ଡାଲ୍ ବାଟି ଚୁରମା ସାଙ୍ଗକୁ ପରସାଯିବ ପନିୟାରମ୍…

ନୂଆଦିଲ୍ଲୀ : ଭାରତରେ ଆତିଥ୍ୟତା ପ୍ରଦାନର ଏକ ପ୍ରମୁଖ ଅଙ୍ଗ ହେଉଛି ଖାଦ୍ୟ। ଆଉ ଏବେ ଜି- ୨୦ ସମ୍ମିଳନୀ ପାଇଁ ଯେତେବେଳେ ବିଶ୍ୱସ୍ତରୀୟ ଅତିଥି ଭାରତରେ ପହଞ୍ଚିଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ହେବା ସୁନିଶ୍ଚିତ । ବିଦେଶୀ ଅତିଥିଙ୍କୁ ରୁପା ଥାଳିରେ ପରସାଯିବ…

ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ

କାମାକ୍ଷାନଗର: ବାପା ମା କେତେ ଆଶା ନେଇ ପୁଅଟେ ଜନ୍ମ କରିଥାନ୍ତି । ସମସ୍ତେ କୁହନ୍ତି ପୁଅ ଅଛିତ ସାହା ଅଛି । ବାପା ମଧ୍ୟ ନିଜକୁ ଗର୍ବ ମନେ କରେ ପୁଅଟିର ବାପ ହୋଇ । ହେଲେ ମୁଣ୍ଡକୁ ହାତ ପାଇଗଲେ ସେଇ ପୁଅ ଯଦି ବାପା ମାଆକୁ ଭାଗ ମାଗିବ, ଆଉ ନଦେଲେ ଅକଥନୀୟ…

କଡ଼ା ସୁରକ୍ଷା ବଳୟରେ ଦିଲ୍ଲୀ; ପ୍ରଗତି ମଇଦାନଠୁ ପ୍ରଧାନମନ୍ତ୍ରୀ ନିବାସ ନୋ ଫ୍ଲାଇଙ୍ଗ ଜୋନ୍…

ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ଏଥିନିମନ୍ତେ ବିଶ୍ୱସ୍ତରୀୟ ନେତାଙ୍କ ଭିଡ଼ ଜମିଛି ରାଜଧାନୀ ଦିଲ୍ଲୀରେ। ସେଥିପାଇଁ ରାଜଧାନୀ ଦିଲ୍ଲୀ ଏବେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଦିଲ୍ଲୀରେ ପ୍ରଗତି ମଇଦାନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନିବାସ ଅଞ୍ଚଳକୁ…

ଦଳୀୟ ନେତ୍ରୀଙ୍କୁ ଫୋନରେ ଅଶ୍ଳୀଳ କଥା କହି କେନ୍ଦ୍ରାପଡା ବ୍ଲକ ସଭାପତି ବିଜେଡିରୁ ନିଲମ୍ବିତ…

କେନ୍ଦ୍ରାପଡା: ଜିଲ୍ଲାର ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ଶୃଙ୍ଖଳାଗତ କାରଣ ଦର୍ଶାଇ ନିଲମ୍ବିତ କରିଛି ବିଜୁ ଜନତା ଦଳ। କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଶୁକ୍ରବାର ଏକ ସରକାରୀ ଚିଠିରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ସଭାପତି…

ବାଇଡେନଙ୍କ ଟ୍ୱିଟ – ହ୍ୟାଲୋ ଦିଲ୍ଲୀ, ଭାରତ ଆସି ଭଲ ଲାଗୁଛି…

ଭାରତରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ହ୍ୟାଲୋ ଦିଲ୍ଲୀ’ ବୋଲି ପୋଷ୍ଟ କରିଛନ୍ତି। ଏଥିସହ ଜି-୨୦ ସମ୍ମିଳନୀ ଲାଗି ଭାରତ ଆସି ଖୁବ୍‌ ଭଲ ଲାଗୁଥିବା ଉଲ୍ଲେଖ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ…

ଗାଡି ଭିତରୁ ଜବତ ହେଲା ଗୋରୁ ମାଂସ, ୪ ଅଟକ

ମୟୂରଭଞ୍ଜ : ମୟୂରଭଞ୍ଜ ଝାରପୋଖରିଆ ଥାନା ସାରସକଣାରେ ଗୋ ମାଂସ ଜବତ । ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ । ୨ ଜଣ ଗୋ ମାଂସ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସାରସକଣା ମାଉସୀ ବାଡ଼ି ନିକଟରେ ଏକ ଅଟୋରେ…

‘ଉଦ୍ୟୋଗରେ ମହିଳାଙ୍କ ନିଷ୍ପତ୍ତି ନେବା ଭୂମିକା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଉଦ୍ୟୋଗ ଜଗତରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଥାଏ। ଏହି ଯୋଜନାର ସଫଳ ରୂପାୟନ ହିଁ ଉଦ୍ୟୋଗ ଜଗତକୁ ସଫଳତା ଆଣିଦିଏ। ଉଦ୍ୟୋଗରେ ସୁକ୍ଷ୍ମ ବ୍ୟବସାୟ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଦକ୍ଷ ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯାଇଥାଏ।

ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ : ସାଂସଦ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ଚତୁର୍ଥ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେତେଗୁଡ଼ିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଗୁଡ଼ିକୁ

ଚୋରାମଦ ଚଢ଼ାଉ ବେଳେ ପୋଲିସ୍ ଉପରେ ଆକ୍ରମଣ; ଜଣେ ଗିରଫ

ବେଲଗୁଣ୍ଠା(୦୮/୦୯) : ଗତ ଗୁରୁବାର ରାତ୍ର ଆଠ ଘଣ୍ଟା ସମୟରେ ଗାଙ୍ଗପୁର ପୋଲିସ୍ ନିମିନା ଗ୍ରାମରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ନେତୃତ୍ୱରେ ହାବିଲଦାର ମନୋଜ କୁମାର ନାୟକ, କନେଷ୍ଟବଲ୍ ହେମନ୍ତ କୁମାର ଦାସ, ସୁରେଶ କୁମାର ସାମନ୍ତ, ଫୀରୋଜା

ସର୍ଗିପାଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ” ଦିବସ ପାଳନ

ସୁନ୍ଦରଗଡ (୦୮/୦୯) : ଆଜି ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଝୁରିମାଲ ବନ ସୁରକ୍ଷା ସମିତିର ଜୟ ବଜରଙ୍ଗ ଫଳ ବଗିଚା ଠାରେ “ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ” ଆନ୍ତର୍ଜାତିକ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସର୍ଗିପାଳି ଗୋଷ୍ଠୀ ସ୍ୱାସ୍ଥ୍ୟ