ବ୍ଲାକମେଲ୍‌ କରୁଛନ୍ତି ସୌମ୍ୟ ବାବୁ; ଅତନୁ

ଭୁବନେଶ୍ୱର: ସୗମ୍ୟଙ୍କ ସମ୍ପାଦକୀୟ ବାଣ ଦଳୀୟ ନେତାଙ୍କ ମନରେ ଏବେ ପଶୁଛି । ତେଣୁ ୨୦ ଦିନ ପରେ ବିଜେଡି ବିଧାୟକ ସୌମ୍ୟଙ୍କୁ ଘେରିଛନ୍ତି  ନେତା, ମନ୍ତ୍ରୀ । ଦଳ ଭିତରୁ  ଆରମ୍ଭ ହୋଇଛି ଘନ ଘନ ଆଟାକ ।    ପ୍ରଥମେ ଅନୁଭବ ପଟ୍ଟନାୟକ, ତା ପରେ ଅରୁଣ ଆଉ ଅତନୁ। ପ୍ରଥମେ ବିଜେଡି ନେତା…

ଲୋକେ ମାଂସ ଖାଉଛନ୍ତି ବୋଲି ହିମାଚଳରେ ଆସୁଛି ପ୍ରଳୟ, ଆଇଆଇଟି ନିର୍ଦ୍ଦେଶକଙ୍କ ବିବାଦୀୟ ବୟାନ…

ନୂଆଦିଲ୍ଲୀ : ଲୋକେ ମାଂସ ଖାଉଛନ୍ତି ସେଥିପାଇଁ ହିମାଚଳରେ ବାରମ୍ବାର ଆସୁଛି ପ୍ରଳୟ । ଆଇଆଇଟି ମଣ୍ଡୀର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା। ପ୍ରକୃତରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓରେ ସେ କହିଛନ୍ତି…

ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍, ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ…

ଜୟପୁର: ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । କୋରାପୁଟ ଜିଲ୍ଲା ପୋଲିସ ଓ ଜୟପୁର ବନବିଭାଗ ସହାୟତରେ ଏସଟିଏଫ୍ ଜୟପୁର-ବୈପାରିଗୁଡା ବାଇପାସ ରୋଡରେ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାସ୍ତା କଡରେ ଡିଲ ଚାଲିଥିବା ବେଳେ ଏସଟିଏଫ୍ ଏବଂ ବନ ବିଭାଗ…

ସରକାରଙ୍କ ଜନହିତକର ଯୋଜନାସବୁକୁ ପାରମ୍ପରିକ ଲୋକକଳା ଦ୍ବାରା ପରିବେଷଣ ଲାଗି ପ୍ରସ୍ତୁତି ବୈଠକ

ଛତ୍ରପୁର (୦୨.୦୯) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ପରିବେଷଣ ଦ୍ବାରା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କରାଯାଇ ଲୋକେ ଯେମିତି ଏହି ଯୋଜନା ଗୁଡିକରୁ ଉପକୃତ ହୋଇ ପାରିବେ ସେଥି ସକାଶେ କୁହାଯାଇଛି । ଜିଲ୍ଲାରେ ରହିଥିବା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସମ୍ପର୍କରେ କର୍ମଶାଳା

ଚିକିଟୀ : ମୁଖ୍ୟମନ୍ତ୍ରୀ ଶିକ୍ଷା ଯୋଜନା ସମ୍ପର୍କିତ ଏକ କର୍ମଶାଳା ବ୍ଲକ୍ ର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିକିଟି ପେଣ୍ଠ ନୋଡାଲ

ଆଶାରାମ ବାପୁଙ୍କୁ ଜେଲ୍‌ରେ ମିଳିବ ଆୟୁର୍ବେଦିକ ଚିକିତ୍ସା…

ଯୋଧପୁର ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଆଶାରାମ ଦୀର୍ଘ ଦିନରୁ ନିଜ ଚିକିତ୍ସାକୁ ନେଇ ଚିନ୍ତିତ ଥିଲେ। ଆଶାରାମଙ୍କ ପକ୍ଷରୁ ଆୟୁର୍ବେଦ ଉପଚାର ପାଇଁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି…

ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ ଦେଲେ ।’ ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ପରେ ଜଟଣୀ ବିଧାୟକ…

ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା -୨୦୨୩-୨୪ ଉଦଘାଟିତ

ଦାରିଙ୍ଗବାଡ଼ି (୮/୯) : ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ, ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ସଭାପତି ତଥା ବିଇଓ ରାସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶ୍ରାନିକେତା ଗ୍ରାମ ପଞ୍ଚାୟତ

ବେଙ୍ଗାଲୁରୁ ବିମାନବନ୍ଦରରେ ବ୍ୟାଗ୍‌ରୁ ମିଳିଲା ୭୨ଟି ଛୁଆ ଅଜଗର! ୬ଟି ମୃତ ମାଙ୍କଡ଼ ମଧ୍ୟ ଜବତ

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବ୍ୟାଗରୁ ମିଳିଛି ୭୨ଟି ବିଦେଶୀ ସାପ। ଏହାସହିତ ୬ଟି କାପୁଚିନ୍ ମାଙ୍କଡ଼ର ମୃତଦେହ ମଧ୍ୟ ଜବତ କରାଯାଇଛି। କଷ୍ଟମ୍‌ ଅଧିକାରୀଙ୍କ ସୂଚନା ମୁତାବକ, ବିମାନବନ୍ଦରରୁ ୫୫ଟି ବଲ୍ ଅଜଗର ସହିତ ୧୭ଟି ଅହିରାଜ…

ଗରା, ମାଠିଆ ରଖି ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା…

ଗଞ୍ଜାମ: ଖରାଦିନେ ପାଣି ଅଭାବର କଥା ଶୁଣିଛନ୍ତି କିନ୍ତୁ ବର୍ଷା ଦିନେ ପାଣି ସମସ୍ୟା କଥା କେବେ ଶୁଣିଛନ୍ତି କି ? ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଦୁର୍ବିସହ କରୁଥିବା ଥିବା ବେଳେ ଲୋକେ ପାଣି ପାଇଁ ଆନ୍ଦୋଳନ କରିଛନ୍ତି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜଗନ୍ନାଥ…