Sign in
Sign in
Recover your password.
A password will be e-mailed to you.
ମୋ ସ୍କୁଲ, ମୋ କଲେଜ ଅଭିଯାନର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ମୋ ସ୍କୁଲ ମୋ କଲେଜ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପଦଯାତ୍ରା କରି ଜନସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଟିକାବାଲି ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ ବ୍ଲକ!-->…
ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ୍ ପିଏମ୍ ରୁଷି ସୁନକ୍, ଜାପାନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଆସିଲେ
ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ୍ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…
ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର
ମାଲକାନଗିରି (୦୮.୦୯) : ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଦଭାବନା ଗୃହଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ମାଲକାନଗିରି ଜିଲ୍ଲା ବିପର୍ଯ୍ୟୟ କର୍ତ୍ତୁପକ୍ଷ ଓ ରାଜ୍ୟ ବିପର୍ଯ୍ୟୟ!-->…
ଟ୍ରେନ୍ ଆଗକୁ ଡେଇଁ ଯୁବକ-ଯୁବତୀ ଜୀବନ ହାରିବା ଘଟଣା ! ପୋଲିସ୍ର ତନାଘନା ଆରମ୍ଭ…
ପୁରୀ: ପୁରୀରେ ଟ୍ରେନ୍ ଆଗକୁ ଡେଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ । କାହିଁକି ଜୀବନ ହାରିଲେ ତନାଘନା ତଦନ୍ତ କରୁଛି ରେଳବାଇ ଥାନା ପୋଲିସ । ଗତକାଲି ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଏହି ଘଟଣା ଘଟିଥିଲା । ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦…
ଜି୨୦ ରାତ୍ରିଭୋଜନକୁ ଯିବି କେମିତି? ନିମନ୍ତ୍ରଣ କରି ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ୍ କରିଛନ୍ତି: ଭୂପେଶ ବାଘେଲ
ରାୟପୁର: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ…
ଲୋକଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଗ୍ରାମ୍ୟ ବ୍ୟାଙ୍କରେ ଲୋକଙ୍କ ଭିଡ଼…
କେନ୍ଦ୍ରାପଡା : ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ…
ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା କୁ ନେଇ ଅଭିଯୋଗ
ହିନ୍ଦୋଳ : ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ । ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବିଜେପି ବନ୍ଦ ଡାକରା ଦେଇଛି । ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ…
ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ…
ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କର୍ଣ୍ଣାଟକାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା…
ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ୱେବସାଇଟରେ ଉପଲବ୍ଧ
ଭୁବନେଶ୍ୱର: ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। www.bseodisha.ac.in ୱେବସାଇଟରେ ହେଉଛି ଉପଲବ୍ଧ। ପରୀକ୍ଷାର୍ଥୀ…
ଏୟାରବସ୍ ଓ ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର, ନିଯୁକ୍ତି ପାଇବେ ୧୫,୦୦୦
ଏୟାରବସ୍ ଓ ଭାରତୀୟ ରେଳବାଇର ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର। ଭାରତୀୟ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇର ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି), ଭଦୋଦରା ଏବଂ ବାଣିଜ୍ୟିକ ବିମାନ…