Sign in
Sign in
Recover your password.
A password will be e-mailed to you.
କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ…
ଭୁବନେଶ୍ୱର:ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ । ଦଳର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କିଛି ଦିନ ତଳେ ମନ୍ମଥ…
ବ୍ରିଟେନରୁ ଫେରିବ ଅଫଜଲ ଖାଁଙ୍କୁ ହତ୍ୟା କରିଥିବା ଶିବାଜୀଙ୍କ ‘ବାଘ ନଖ’
ଫେରୁଛି ‘ବାଘ ନଖ’। ଅଫଜଲ ଖାନକୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ବ୍ୟବହାର କରିଥିବା ଅସ୍ତ୍ର ଭାରତ ସଂଗ୍ରହାଳରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ର ସାଂସ୍କୃତିକ…
ରାତିରେ ଉଡିବନି ବିମାନ, ଅକ୍ଟୋବର ପହିଲାରୁ ବନ୍ଦ ରହିବ ବିମାନସେବା…
ଭୁବନେଶ୍ୱର : ରାତିରେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ବିମାନ ଅବତରଣ ପାଇଁ କ୍ୟାଟ୍-୨ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆସନ୍ତା ଆକ୍ଟୋବରରୁ ଡିସେମ୍ବର ମାସ ପରଯ୍ୟନ୍ତ ରାତିରେ…
୧୫ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି…
ଆସନ୍ତାକାଲିଠାରୁ ଦୁଇ ଦିନ ଧରି ବିଶ୍ୱର ବହୁ ଶୀର୍ଷ ନେତାଙ୍କୁ ନେଇ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ପ୍ରଥମ କରି ଭାରତ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଛି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନୋଟିସ ଜାରି କଲେ ରାଜ୍ୟ ପରିବହନ ଆୟୁକ୍ତ
ଭୁବନେଶ୍ବର: କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗି ଭିଏଲଟି ଓ ପାନିକ୍ ବଟନ୍ । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ…
‘ଜି୨୦’ ନୈଶ୍ୟଭୋଜିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍. ଡି. ଦେବେ ଗୌଡ଼ାଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟଭୋଜିକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହାଛଡ଼ା, ବିରୋଧୀ ଶାସିତ ରାଜ୍ୟ ସମେତ ଏହି…
ଆଜିଠୁ ରାଜ୍ୟରେ ବିଦ୍ୟାଳୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ,…
ମୋଦି-ବାଇଡେନ ଆଲୋଚନା ପୂର୍ବରୁ MQ-9B ହଣ୍ଟର୍ କିଲର ଡ୍ରୋନ୍ ମାଗିଲା ଭାରତ
ଆମେରିକାଠୁ ଭାରତ କିଣିବ MQ-9B ହଣ୍ଟର୍ କିଲର ଡ୍ରୋନ୍। ଏଥିପାଇଁ ଆନୁଷ୍ଠାନିକ ଭାବେ ଆମେରିକା ସରକାରଙ୍କୁ ଅନୁରୋଧ କରିଛନ୍ତି ଭାରତ ସରକାର। ଜି-20 ଶିଖର ସମ୍ମିଳନୀରେ ମୋଦି-ବାଇଡେନଙ୍କ ଆଲୋଚନା ପୂର୍ବରୁ ଏହି ପ୍ରସ୍ତାବ ଦେଇଛି ଭାରତ। ଭାରତ, ଆମେରିକା…
ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ
ଭୁବନେଶ୍ବର : ପରଲୋକରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ବଢେଇ । ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଗତକାଲି ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ…
ସ୍ପେନ ରାଷ୍ଟ୍ରପତି କୋରୋନା ପଜିଟିଭ, ଆସିବେନି ଭାରତ
ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଫଳରେ ସ୍ପେନ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ଏନେଇ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ X (ପୂର୍ବର ଟ୍ୱିଟର) ଜରିଆରେ…