ପିଭିଟିଜି ଭୋଟରଙ୍କୁ ସଚେତନ କରିବା ନେଇ ମୁଦୁଲିପଡା ଓ ଅନ୍ଦ୍ରାହାଲରେ ସ୍ୱତନ୍ତ୍ର ଶିବିର :ସଂଗ୍ରହ ହେଲା ୨୧୪…

ମାଲକାନଗିରି : ଭୋଟର ସଚେତନତା (ସ୍ଵିପ୍) କାର୍ଯ୍ୟକ୍ରମ ଅଧିନରେ ପିଭିଟିଜି ଯୁବଗୋଷ୍ଠୀଙ୍କୁ ସଚେତନ କରିବା ନେଇ ଖଇରପୁଟ ବ୍ଲକ ମୁଦୁଲିପଡା ଏବଂ ଅନ୍ଦ୍ରାହାଲ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼ଃ

କନ୍ଧମାଳ ଚାଇଲଡ ଲାଇନବନ୍ଦ ନେଇ କର୍ମଚାରୀଙ୍କ ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : ଅଗଷ୍ଟ ୩୧ତାରିଖରେ କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ ବନ୍ଦ ହୋଇଯାଇଥିବାରୁ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।କନ୍ଧମାଳ ଚାଇଲ୍ଡ ଲାଇନ ବିପଦରେ ପଡିଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷା

ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ…

ବ୍ରହ୍ମପୁର ୦୭/୦୯: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭଞ୍ଜନଗରଠାରେ ନୂତନ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ ହୋଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଜିଆରଏଫ୍ ଉଦଘାଟନ

ବିପଦର ବନ୍ଦୁ ସାଜିଲେ ତ୍ରିଦେବ ନଗର କମିଟି କର୍ମକର୍ତ୍ତା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ତ୍ରିଦେବ ନଗର ବସ୍ତି କମିଟିର କର୍ମକର୍ତ୍ତା ଜୁଧିଷ୍ଟିର କହଁରଙ୍କ ଅକାଳ ବିୟୋଗ ହୋଇଥିଲା l ଆଜି ତାଙ୍କର ଦଶାହ କାର୍ଯ୍ୟକ୍ରମ ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତାଙ୍କ

ସରକାରୀ ଜମି ହଡ଼ପ ମହଙ୍ଗା ପଡ଼ିଲା ମହାବୀର ଫେରୋ କୁ : କୁଆଁରମୁଣ୍ଡା ନାଗରିକ କମିଟିର ପକ୍ଷରୁ ରାସ୍ତା ରୋକ…

କୁଆଁରମୁଣ୍ଡା: ୭-୯ ଆଜି କୁଆଁରମୁଣ୍ଡା ନାଗରିକ କମିଟିର ଆହ୍ୱାନ ରେ ରାସ୍ତାରୋକ କରାଯାଇଛି। ନାଗରିକ କମିଟିର ଆବାହକ ତଥା ଯୁବ ନେତା ରାଜେଶ କେର୍କେଟା ଓ ବିଜେପି ର କର୍ମକର୍ତ୍ତା ସଂଜୀବ ପ୍ରତାପ ସିଂଦେଓ(ଲାଲୁ),ଶଙ୍କର ପୁଜାରିଙ୍କ ନେତୄତ ରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୁଆଁରମୁଣ୍ଡା

ଆସିକା ସହର ରେ ଅସୁରକ୍ଷିତ ଭାବେ ନିର୍ମାଣ ଚାଲିଛି ସୁରକ୍ଷା ପାଚେରୀ…!

ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ...ସରକାରୀ ନିୟମ କୁ ଫୁ ବ୍ରହ୍ମପୁର : ୭-୯ ଆସିକା ସହର କୁ ବନ୍ୟା ଦାଉରୁ ରକ୍ଷା ପାଇଁ ନିର୍ମାଣ ଚାଲିଛି ସୁରକ୍ଷା ପାଚେରୀ। ଆସିକା ପୁଡୁଗେଶ୍ୱର ପଲ୍ଲୀ ଠାରେ ଥିବା ଋଷିକୂଲ୍ୟା ନଦୀ ର ବାମ ପାର୍ଶ୍ଵ ନଦୀ ବନ୍ଧର ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟ

ଏକ ମାସ ପରେ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା…

ଫୁଲବାଣୀ : ପୁନଃ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା। ଅଗଷ୍ଟ ୫ ତାରିଖ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ଅନ୍ୟତ୍ର ଅସ୍ଥାୟୀ ଭାବେ ଥାନା ଚାଲିଥିଲା। ଏହି ଘଟଣା ପରେ ଥାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଏସ୍‌ପି ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର

ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ…

ବେତନଟୀ : ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି | ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ…

ସତର୍କ ସୂଚନା ଜାରୀ ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ କରିଥିଲା । ଫଳରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି…