ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନମନ୍ତ୍ରୀ ‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର…

ଆଜି ଇ-ବସ ଓ ଇ-ରିକ୍ସାରେ ମାଗଣା ଯିବେ ଯାତ୍ରୀ

ଭୁବନେଶ୍ୱର:ଆଜି ମାମଣା ଯାତ୍ରା । ମୋ ଇ ବସ ହେଉ ବା ଇ ରିକ୍ସା ହେଉ, ଯେଉଁଥିରେ ଯିବେ ମାଗଣାରେ ଯିବେ । କେଉଁଠି ଦେବାକୁ ପଡିବନି ଫିସ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଏମସି ମେୟର…

ପାକିସ୍ତାନର ଏକାଧିକ ଗାଁ ଅକ୍ତିଆର କଲା ତାଲିବାନ

ଇସଲାମାବାଦ୍‌ : ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍‌-ଇ-ତାଲିବାନ୍‌ (ଟିଟିପି) ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟିଟିପି ସଦସ୍ୟ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ…

୪ ଜଣଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ

ତେଲକୋଇ: କେନ୍ଦ୍ରାପଡ଼ା ଅଞ୍ଚଳର ଚାରିଜଣ ଯୁବକ ଛତିଶଗଡ଼ର ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଠକେଇ କରି ଓଡ଼ିଶା ଚାଲି ଆସିଥିଲେ। ଛତିଶଗଡ଼ ପୁଲିସ ମୋବାଇଲ ଟ୍ରାକିଂ କରି ସେମାନଙ୍କ ପିଛା କରୁଥିଲା। ସମ୍ପୃକ୍ତ ଯୁବକମାନେ ପ୍ରଥମେ କେନ୍ଦ୍ରାପଡ଼ା, ପୁରୀ, ଭୁବନେଶ୍ୱର ଓ ଯାଜପୁର…

ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୦ ଗିରଫ

ଭୁବନେଶ୍ୱର : ପଟିଆ ସ୍ଥିତ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିବ…

ସନାତନ ଧର୍ମକୁ HIV ସହ ତୁଳନା କଲେ ଏ ରାଜା…

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣେ ସନାତନ ଉପରେ ହେଟ୍‌ ସ୍ପିଚ୍‌ ଦେବାରେ ଲାଗିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ପରେ ଏବେ ଡିଏମ୍‌କେ ସାଂସଦ ଏ ରାଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଏ…

୪ ଗିରଫ , ୩୫ଟି ମୋବାଇଲ ଜବତ…

ରାୟଗଡା :ରାୟଗଡା ପୋଲିସକୁ ବଡ ସଫଳତା  ।  ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ | ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଜବତ କରିଛି  । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଡ଼ିଏସପି ପ୍ରତାପ…

ଯେପର୍ଯ୍ୟନ୍ତ ଅସମାନତା ଥିବ, ସେପର୍ଯ୍ୟନ୍ତ ସଂରକ୍ଷଣ ରହିବ: ମୋହନ ଭଗବତ…

ଜାତିଗତ ଭେଦଭାବ, ଅସମାନତା ଓ ସଂରକ୍ଷଣକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ୍। ସମାଜରେ ଭେଦଭାବ ଥିବା ପର୍ଯ୍ୟନ୍ତ ସଂରକ୍ଷଣ ବା ରିଜରଭେସନ୍ ରହିବା ଉଚିତ୍ ବୋଲି କହିଛନ୍ତି ମୋହନ। ମଣିପୁରରେ ଜାତିଗତ ହିଂସା, ମହାରାଷ୍ଟ୍ରରେ ସଂରକ୍ଷଣ ପାଇଁ ମରାଠା ସମ୍ପ୍ରଦାୟର ଆନ୍ଦୋଳନ ପୁଣି…

ମଣିପୁରର ୫ ଜିଲ୍ଲାକୁ ପୁଣି ଫେରିଲା କର୍ଫ୍ୟୁ, ୫୦ ଆହତ

ମଣିପୁର : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ଯୋଗୁ ପୁଣି ଥରେ ତେଜି ଉଠିଛି ଅସନ୍ତୋଷ। ସୁରକ୍ଷାକର୍ମୀଙ୍କ…

ବାଲୁକା କଳା ମାଧ୍ୟମରେ ଜୋ ବାଇଡେନ୍ ଙ୍କୁ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ…

ପୁରୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍   । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ…