Sign in
Sign in
Recover your password.
A password will be e-mailed to you.
ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍
ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ କର୍ମୀଙ୍କ ସହ ହେଲିକପ୍ଟର, ବୁଲଟେପ୍ରୁଫ ଲିମୋଜିନ,…
ମହାକାଶରେ ସେଲଫି ନେଲା ଆଦିତ୍ୟ-L1…
ମହାକାଶରେ ସେଲଫି ନେଲା ଆଦିତ୍ୟ-L1। ଇସ୍ରୋର ଏହି ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଲକ୍ଷ୍ୟପଥ L1କୁ ଯିବା ସମୟରେ ନିଜର ସେଲଫି ନେବା ସହ ପୃଥିବୀ ଓ ଚନ୍ଦ୍ରର ଫଟୋ କ୍ଲିକ୍ କରିଛି। ଏହି ସମୟର କିଛି ଦୃଶ୍ୟ ଶେଆର୍ କରିଛି ଇସ୍ରୋ।
ଇସ୍ରୋ ଏନେଇ ଏକ୍ସ(ପୂର୍ବର ଟ୍ୱିଟର)ରେ ପୋଷ୍ଟ କରି ସୂଚନା…
ଅତିଥିଙ୍କ ପ୍ଲେଟରେ ରହିବ ମୁଗଲାଇ ଡିସ୍ ସାଙ୍ଗକୁ ଚଟପଟା ଚାଟ୍…
ଉତ୍ତର ଭାରତର ମୁଗଲାଇ ଡିସ୍ ସାଙ୍ଗକୁ ଦକ୍ଷିଣ ଭାରତର ପରିଚୟ ବହନ କରୁଥିବା ସ୍ୱତନ୍ତ୍ର ଡିସ୍। ତା’ ସାଙ୍ଗକୁ ନୂଆ ଦିଲ୍ଲୀର ଭଳିକି ଭଳି ଚାଟ୍ । ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ ପରସିବ ଏଭଳି ଭଳିକି ଭଳି ଖାଦ୍ୟ । ଅତିଥିଙ୍କ ପ୍ଲେଟର ଚଟପଟା ଖାଦ୍ୟ…
ଦାଦାର ଛୁରାମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ…
ପୁରୀ : ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆରେ ଅଭାବନୀୟ ଘଟଣା ଘଟିଛି । ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତ ପୁତୁରା ଗଞ୍ଜାମ ଜିଲ୍ଲାର ଶିବ ବେହେରା ବୋଲି ଜଣାପଡିଛି ।…
ଭାରତ ଆସିବା ପୂର୍ବରୁ ଦେଶ ସହ ତାଙ୍କର ସଂଯୋଗକୁ ନେଇ ଗର୍ବ କରୁଥିବା କହିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି…
ନୂଆଦିଲ୍ଳୀ: ଆଗକୁ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ। ତା’ପୂର୍ବରୁ ସେ ଏକ ବଡ଼ ବୟାନ ଦେଇଛନ୍ତି। ସୁନକ କହିଛନ୍ତି ଯେ ସେ ନିଜର ଭାରତୀୟ ସଂଯୋଗକୁ ନେଇ ଗର୍ବ ଅନୁଭବ କରନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆାଇକୁ ନିଜର ସାକ୍ଷାତ୍କାର ଦେଇ ସେ ଆହୁରି ବି…
ଉଡାଣ ପୂର୍ବରୁ ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା…
ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା । ଏୟାର କାନାଡା ବିମାନରୁ ଦୁଇ ମହିଳା ଯାତ୍ରୀଙ୍କୁ ଓହ୍ଲାଇଦେଇ ଟେକ୍ଅଫ୍ କରିଥିଲା । ବିମାନ ଓହ୍ଲାଇଥିବା ଦୁଇ ମହିଳା ସୋସିଆଲ ମିଡିଆରେ ନିଜ ଉପରେ ବିତିଥିବା କଥା ବଖାଣିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।
ଖବର…
ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ବଡ ମାଛ କେବେ…??
କଟକ : ଭିଜିଲାନ୍ସ ପଞ୍ଝାରେ ଏଏସଆଇ । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ନୟାଗଡ଼ ଘର ଓ ବାଲୁଗାଁର ଭଡା ଘରେ ଭିଜିଲାନ୍ସ ରେଡ୍ କରୁଛି । ବାଲୁଗାଁ ସର୍କଲ…
ଆଜି ବି ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ…
ଭୁବନେଶ୍ୱର: ଆଜି ବି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର…
ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ…
ସୋର: ଅଧା ରହିଲା ଜଗା ଦର୍ଶନ । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ ୫ ଜଣ…
ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି…
ପୁରୀ : ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି । ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ…