Sign in
Sign in
Recover your password.
A password will be e-mailed to you.
ଜି-୨୦ ସମ୍ମିଳନୀ: ସଜେଇ ହେଲାଣି ଭାରତ ମଣ୍ଡପମ୍…
ଜି-୨୦ ସମ୍ମିଳନୀ ଲାଗି ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ। ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ…
ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ
ଆସନ୍ତା ୧୮-୨୨ ପାଞ୍ଚ ଦିନ ଧରି ବସିବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବାବେଳେ ହଠାତ୍ ନୋଟିସ୍ ଜାରି କରାଯାଇଥିଲା। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି…
ବିଦେଶୀ ଅତିଥିଙ୍କ ପାଇଁ ସରୋଜିନୀ ନଗର ମାର୍କେଟ୍ରେ ମିଳିବ ୫୦% ରିହାତି…
ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍ରୁ ଜିନିଷ…
ଅମର୍ଦ୍ଦା ଏୟାର୍ଷ୍ଟ୍ରିପ୍ରୁ ଉଡ଼ିବ ବିମାନ, ପୁନରୁଦ୍ଧାର ପାଇଁ କେନ୍ଦ୍ର ଦେଲା ୪୫ କୋଟି…
ବାରିପଦା: ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ଏୟାରଷ୍ଟ୍ରିପ୍ ପାଇଁ ଫିଟିଲା ବାଟ। ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର…
ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ…
ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି ଲୁଟପାଟ୍ କରୁଛନ୍ତି । ନମ୍ବର ପ୍ଲେଟ ଟାମ୍ପରିଙ୍ଗ…
ଆଜି ପବିତ୍ର ଜନାଷ୍ଟମୀ, ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ
ଭୁବନେଶ୍ୱର: ଆଜି ପବିତ୍ର ଜନାଷ୍ଟମୀ । ଆଜି ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀ କୃଷ୍ଣ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ ।…
ନଦୀ ପଠାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ: ହତ୍ୟା ସନ୍ଦେହ…
ବରଗଡ଼ : ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଭଡ଼ିଗାଁ ଜୀରା ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ବ୍ରିଜ ଉପରୁ ଏକ ଧାରୁଆ ଅସ୍ତ୍ର…
ଭାରତୀୟ ସମ୍ବିଧାନର ମୁଖବନ୍ଧ ଟ୍ୱିଟ କଲା କଂଗ୍ରେସ, ଶବ୍ଦଗତ ତ୍ରୁଟି ଦର୍ଶାଇ ବର୍ଷିଲା ବିଜେପି…
ନୂଆଦିଲ୍ଲୀ : ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ସ୍ତରରେ ରାଜନୀତି ତେଜିବାରେ ଲାଗିଛି। ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ…
ରାଇଘର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମୀ ପାଳନ…
ଉମରକୋଟ : ୦୬/୦୯/୨୦୨୩ ଆଜି ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମୀ ଭାରତ ବର୍ଷର ସବୁଆଡେ ମହାଧୁମ ଧାମରେ ପାଳିତ ହେଉ ଅଛି l ତାମଧ୍ୟରୁ ରାଇଘର କଦଭାଟା ସ୍ଥିତ ସରସ୍ବତୀ ଶିଶୁ ବିଧ୍ୟ୍ୟପୀଠରେ ମଧ୍ୟ କୁନି କୁନି ପୁଅ ଓ ଝିଅ ମାନେ କୃଷ୍ଣ ରାଧା ସାଜି ଗୀତ ନାଚରେ ମସଗୁଲ ହୋଇ ଝୁମି ଯାଇଥିଲେ l ଆଜିର ଏହି!-->…
ଚିକିଟି ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ…
ଚିକିଟୀ--ଚିକିଟୀପେଣ୍ଠ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି।କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଵାବକ ଓ ଶିଶୁମାନଙ୍କ ରଙ୍ଗାରଙ୍ଗ ଆଧ୍ୟାତ୍ମିକ ପରିବେଶକୁ ଶ୍ରୀକୃଷ୍ଣମୟ କରିବାପାଇଁ ବେଦ ପ୍ରବଚକ ତପୋବନ ରାଇକିଆର!-->…