Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳନ…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ସଂଘର ସଭାପତି ନବକିଶୋର ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି ସଭାରେ ଫୁଲବାଣୀ ବିଇଡି କଲେଜର ଅଧ୍ୟକ୍ଷ ଆଶିଷ ପଟେଲ୍!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ଗୁରୁ ଦିବସ ପାଳିତ…
ଗୁରୁଙ୍କ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ପାଇବା ଅବଶ୍ୟମ୍ଭାବୀଭୁବନେଶ୍ବର: ସମାଜକୁ ଦିଗ୍ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା, ଜ୍ଞାନ, ବୁଦ୍ଧି ଏବଂ ଉତ୍ସୁକତାକୁ ଅବଦମିତ!-->…
ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରି ବଜାର ବୁଲିଲେ
ଦାରିଙ୍ଗବାଡ଼ି (୫/୯) : ଆସନ୍ତା କାଲି ଜନ୍ମାଷ୍ଟମୀ ପର୍ବ ପାଳନ କରିବା ନେଇଁ ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା କଡ଼ାକଡ଼ି କରାଯାଇଛି । ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବଜାରରେ ଫ୍ଲାଗ ମାର୍ଚ୍ଚ କରି ପୋଲିସ ଫୋର୍ସ ବୁଲି!-->…
ଜିଲ୍ଲାସ୍ତରୀୟ ଗୁରୁଦିବସ ୨୦୨୩ ପାଳିତ
ମାଲକାନଗିରି, (୦୫/୦୯) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ୨୦୨୩ ପାଳନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଶାଲ!-->…
ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ
ପାରାଦୀପ: ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ…
ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀଠାରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି…
ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ମୃତ ଦେହ ଉଦ୍ଧାର…
ଭୁବନେଶ୍ବର: ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତର ଏକ ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ଏକ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ କେଉଁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ସମ୍ପର୍କୀୟଙ୍କ କହିବା…
ଭାରତ ବନାମ ଇଣ୍ଡିଆ: ସାଂଘାତିକ ବାଣ ମାରିଲେ କେଜ୍ରିୱାଲ…
ପାରମ୍ପରିକ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖି ରାଷ୍ଟ୍ରପତି ଭବନରୁ ଜି-୨୦ ନିମନ୍ତ୍ରଣ ପତ୍ର ଆସିବା ପରେ ବିବାଦ ଦେଖାଯାଇଛି। ନିକଟରେ ୨୬ରୁ ଅଧିକ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ।
ସେମାନେ ଇଣ୍ଡିଆ ନାଁରେ…
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା, ଶରତ ନାୟକଙ୍କୁ ଜାମିନ୍…
କଟକ: କଟକ ଜିଲ୍ଲା ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍। ଏହି ମାମଲାକୁ ରଫାଦଫା କରିବା ନେଇ ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ ହେବା ପରେ…
୫୦ ଲକ୍ଷ ଲାଞ୍ଚ ନେବା ଘଟଣାରେ GAILର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗିରଫ…
ସିବିଆଇ ଜାଲରେ ଗ୍ୟାସ ଆଥୋରିଟୀ ଅଫ ଇଣ୍ଡିଆ ଲିଃ(GAIL)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ। ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଛି। କେବି ସିଂହଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧିଛି। ଏମାନଙ୍କ…