ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ…

ଚିକିଟୀ : ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଚିକିଟୀ ଭାରତୀୟ ଜୀବନ ବୀମା ନିଗମର ସାଟେଲାଇଟ ଅଫିସରେ ଶାଖା ପରିଚାଳକ ଅଭିରାମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡା.ବି.ବାସୁଦେବ ସୁବୁଦ୍ଧି

ଶିଶୁ ସୁରକ୍ଷା ଚାଇଲଡ ଲାଇନ କେନ୍ଦ୍ର ଓ ଟୋଲଫ୍ରି ନମ୍ବର ୧୦୯୮ବନ୍ଦ

ଫୁଲବାଣୀ : ବିପଦରେ ପଡି ସୁରକ୍ଷା ଓ ଯତ୍ନ ଲୋଡୁଥିବା ଶିଶୁ ମାନଙ୍କୁ ତୁରନ୍ତ ଉଦ୍ଧାର କରି ଥାଇଥାନ କରାଉଥିଲା ଚାଇଲଡ ଲାଇନ।ଚାଇଲଡ ଲାଇନ ଟୋଲ ଫ୍ରି ନମ୍ବର ୧୦୯୮ଏକ ଭରସାଯୋଗ୍ୟ ଅତି ପରିଚିତ ଟୋଲ ଫ୍ରି ନମ୍ବର। ଅଣକୁଶଳୀ ଶ୍ରମିକ ମାନଙ୍କ ଠାରୁ ଅତି କମ ପାରିଶ୍ରମିକ ପାଉଥିବା ଏହାର

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ବ୍ଲକ କଳା ସଂସ୍କୃତି ସଙ୍ଘରେ ସଂଶ୍ଳିଷ୍ଟ ଥିବା ଓଡ଼ିଶାର ହଜାର ହଜାର ସଂଖ୍ୟାରେ କଳାକାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସରକାରୀ

ନୟାଗଡ଼ର ‘କଣ୍ଟେଇମୁଣ୍ଡି’ ବାଇଗଣକୁ ଜିଆଇ ଟ୍ୟାଗ୍‌

ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ ପ୍ରଦାନ କରିଛି । ନୀଳମାଧବ କୃଷି ସଙ୍ଗଠନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସହାୟତାରେ ୨୦୨୧ରେ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ନୟାଗଡ଼ କଣ୍ଟେଇମୁଣ୍ଡି

ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ ଘୋଷଣା

ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୯ ସୈନ୍ୟ ମୃତ, ୧୭ ଗୁରୁତର

ପୁଣିଥରେ ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ, ଅକାଳରେ ଚାଲିଗଲା ବହୁ ନିରୀହ ଜୀବନ । ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରୋଭିନ୍ସର ବାନ୍ନୁ ଜିଲ୍ଲାରେ ଗତକାଲି ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ପାକିସ୍ତାନର ୯ ସୈନ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ

ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁନଃ ନାମଲେଖା କାର୍ଯ୍ୟକ୍ରମ

ଫୁଲବାଣୀ : ସତ୍ୟ ପୀର ମିଶ୍ର ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରଏ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, କନ୍ଧମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫୁଲବାଣୀ ରଞ୍ଜନ କୁମାର କହଁର ,

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଏବଂ ତାଙ୍କ ସହ ତାଙ୍କ ସହ ରାଜ୍ୟ ପୋଷଣ ସଂଯୋଜିକା ଦୀପାଳୀ ଦାଶ ଓ ୟୁନିସେଫ୍ ସଂଯୋଜିକାଙ୍କ ଏକ ଦିନିଆ ମାଲକାନଗିରି ଗସ୍ତ କରିଥିଲେ । ଗସ୍ତ ସମୟରେ ମାଲକାନଗିର ଜିଲ୍ଲା ସଦର ମହକୁମା ରିକ୍ଲାମିସନ କୋଲନିରେ

ଇଣ୍ତିଆ ବୈଠକରେ ହଠାତ୍‌ ପହଞ୍ଚିଲେ କପିଲ ଶିବଲ, ବିରୋଧ କଲେ କଂଗ୍ରେସ ନେତା…

ମୁମ୍ବାଇରେ ଅନୁଷ୍ଠିତ ବିରୋଧ ମେଣ୍ଟ ଇଣ୍ଡିଆର ବୈଠକରେ ହଠାତ୍‌ ରାଜ୍ୟସଭା ସାଂସଦ କପିଲ ଶିବଲ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି। ସେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି। ତେଣୁ ଆଜି ବିରୋଧୀ ବୈଠକରେ ତାଙ୍କ ଉପସ୍ଥିତିକୁ କଂଗ୍ରେସ ଜୋରଦାର ବିରୋଧ

ମୁଦୁଲିପଡ଼ା ଥାନା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ମାଲକାନଗିରି //କୁଡୁମୁଲୁଗୁମ୍ମା (୦୧/୦୯) : ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଥାନା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କୁ ଆଜି ଖଇରପୁଟ କଲ୍ୟାଣ ମଣ୍ଡପ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ତାଣ୍ଡି ଜଣେ ମେଳାପି ସ୍ୱଭାବର ବେକ୍ତୀ ଥିଲେ ଆଇନ କାନୁନ ପରିସ୍ଥିତି