ଫସଲ ବୀମାରେ ଠକେଇ, ୧୪ ଅଭିଯୁକ୍ତ ଗିରଫ…

ବଲାଙ୍ଗୀର : ଫସଲ ବୀମାରେ ଠକେଇ । ଜମିପଟ୍ଟା ଜାଲିଆତି କରି ଠକେଇ କରିଥିବା ୧୪ ଅଭିଯୁକ୍ତ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ଅସଲି ଜମିରେ ନକଲି ଚାଷୀଙ୍କ ନାଁ ଦେଇ ଫସଲ ବୀମା ଆବେଦନ କରୁଥିଲେ । କୋଟି କୋଟି ଟଙ୍କା ହଡପ୍ କରୁଥିଲେ । ଏନେଇ କୃଷି ବିଭାଗ ପକ୍ଷରୁ ଅଭିଯୋଗ…

ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ…

ଛତ୍ରପୁର : ସ୍ଥାନୀୟ ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସପି ଜଗମୋହନ ମିନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା କୁ ଅଧିକ ସୁଦୃଢ…

ସଚେତନତା ଜାରୀ ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ…

ବ୍ରହ୍ମପୁର : ଜାତୀୟ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ…

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ…

ପୁରୀ/ ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ବନ୍ଦ ରହିବ ସାଧାରଣ ଦର୍ଶନ…

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର…

ବରିଷ୍ଟ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ ପରଲୋକ…

ବ୍ରହ୍ମପୁର : ବରିଷ୍ଠ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ, ବୟସ ୬୦+, ସର୍ଜରୀ ବିଶେଷଜ୍ଞଙ୍କ ସୋମବାର (୦୬.୧୧.୨୦୨୩) ମଧ୍ୟ ରାତ୍ରି ସମୟରେ ବ୍ରହ୍ମପୁରସ୍ଥିତ ନିଜ ବାସଭବନ ବାଥ୍ ରୁମଠାରେ ଗୋଡ଼ଖସି ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କ ସ୍ତ୍ରୀ ଡକ୍ଟର ସ୍ମିତା…

ସମାଜ ସେବୀଙ୍କ ବିୟୋଗ ରେ ଶୋକସଭା…

ଫୁଲବାଣୀ : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ତରଫରୁ ଏକ ଶୋକ ସଭା ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଦାସ୍ତ ଅନୁଷ୍ଠାନର ପରିଚାଳକ ଦିବଂଗତ ରାଜକିଶୋର ଶର୍ମା ଙ୍କର ଗତ ୨ ତାରିଖ ରେ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି ।…

ବୁଡୁ ପାତ୍ର ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ…

ଦୀର୍ଘ ୭ ବର୍ଷ ପରେ ପରିବାର କୁ ମିଳିଲା ନ୍ୟାୟ... ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇ ଛନ୍ତି କୋର୍ଟ। ସମସ୍ତ ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା…

ବ୍ରହ୍ମପୁର ବାର୍ ଆସୋସିଏସନ୍ ର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ ଶିବିର…

ବ୍ରହ୍ମପୁର,୦୭/୧୧- ବ୍ରହ୍ମପୁର ଉପଖଣ୍ଡ ନିର୍ବାଚନ ବିଭାଗ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ତତ୍ତ୍ଵାବଧାନରେ ଆଜି ବାର୍ ଆସୋସିଏସନ୍ ସଦସ୍ୟଙ୍କ ଉପସ୍ଥିତି ରେ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି…

ନିସର୍ତ୍ତ ରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ : କବିସୂର୍ଯ୍ୟନଗର ରେ ନରେଗା ନାରେ ଦୁର୍ନୀତି ନେଇ ଥାନା ରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ରେ ପୁଣି ନରେଗା ଘୋଟଲା ଅଭିଯୋଗ ରେ କବିସୂର୍ଯ୍ୟନଗର ଥାନାରେ ଆଉ ଏକ ଏତଲା ଦାଏର ହେବା ପରେ ଥାନା କେସ ନଂ 675/ 2023 ଦଫା 420, 34 IPC ରେ ମାମଲା ରୁଜୁ ହୋଇଥିବା ଆମର ହସ୍ତଗତ ହୋଇଛି। ଯାହା ସୂଚନା ମିଳିଛି ଗଞ୍ଜାମ ଜିଲ୍ଲା…