Sign in
Sign in
Recover your password.
A password will be e-mailed to you.
ହିଞ୍ଜିଳି ସାବତ ପୋଖରୀରେ ବୁଡି ଯୁବକ ମୃତ…
ହିଞ୍ଜିଳିକାଟୁ (୨/୯): ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ ମଠପଦର ସାହି ପଣ୍ଡା ଛକ ନିକଟରେ ସାବତ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ୨ ନମ୍ବର ଓ୍ବାର୍ଡ ମଠପଦର ସାହିର ଚିନ୍ତାମଣି ପଣ୍ଡା (୩୦) । ଏ ନେଇ!-->…
ବିଏସଏସ ଓ ବ୍ଲକ୍ କଳାସଂସ୍କୃତି ସଂଘ ଉପସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍ ଶିବିର
ଛତ୍ରପୁର (୦୨.୦୯) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା!-->!-->!-->…
ହତ୍ୟା ମାମଲା : ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ଛତ୍ରପୁର : ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ ଜୁଲାଇ ୩୧ରେ ଦଣ୍ଡାଦେଶ ରାୟ ପ୍ରକାଶ!-->…
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଭୋଟର ସଚତନତା କର୍ମଶାଳା
ଫୁଲବାଣୀ- ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ପୁରାତନ ଛାତ୍ର ସଂଘର ମିଳିତ ଅନୁକୂଲ୍ୟ ରେ ନୂତନ ଭୋଟର ମାନଙ୍କୁ ନେଇ ଏକ ସଚେତନା କର୍ମଶାଳା ହୋଇଥିଲା। କଲେଜ ଅଧ୍ୟକ୍ଷ ଡକ୍ଟର ସୁଭାଷ ଚନ୍ଦ୍ର ପ୍ରଧାନ ସଭାପତିତ୍ବ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଓକିଲ ବନ ମହାନ୍ତି,ପୁରାତନ ଛାତ୍ର!-->…
ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା, ୨୦୨୩
ଫୁଲବାଣୀ :ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀର ଅଧ୍ୟକ୍ଷ ସତ୍ୟ ପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଦ୍ଵାରା ପ୍ରେରିତ ନିୟମାବଳୀ ଅନୁଯାଇ ସ୍ଥାନୀୟ ଏ. ଡି. ଆର କେନ୍ଦ୍ରଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା ଅନୁଷ୍ଠିତ!-->…
କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍
କୋରାପୁଟ: କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍। ନାବାର୍ଡ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, କୃଷକ ଉତ୍ପାଦକ କମ୍ପାନି ଜୈବିକ୍ ଏସଆରଆଇ “କୋରାପୁଟ କାଲାଜିରା ଚାଉଳ” ପାଇଁ ଜିଆଇ ଟ୍ୟାଗ୍ ପାଇଲା।
ଏହି ଚାଉଳ ଜମି, ସ୍ଥାନୀୟ ସମ୍ପ୍ରଦାୟର!-->!-->!-->…
ପୀତ ସାଗର ମଧ୍ୟକୁ ଏକାଧିକ କ୍ରୁଜ୍ ମିସାଇଲ୍ ନିକ୍ଷେପ କଲା ଉତ୍ତର କୋରିଆ
ସିଓଲ୍: ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଆଜି ସ୍ଥାନୀୟ ସମୟ ଭୋର୍ ୪ଟା ବେଳେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକ!-->…
5T ସଚିବଙ୍କ ଗସ୍ତକୁ ନେଇ ବର୍ଷିଲା କଂଗ୍ରେସ…
ଭୁବନେଶ୍ୱର:ଫାଇଭ ଟି ସଚିବଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନୈତିକ ମାହୋଲ ବି ସରଗରମ । ସାରା ରାଜ୍ୟ ବୁଲୁଛନ୍ତି ସଚିବ । ହେଲିକପ୍ଟରରେ ଏ ଜିଲ୍ଲାରୁ ସେ ଜିଲ୍ଲା ଗସ୍ତ କରୁଛନ୍ତି । ଯୁଆଡେ!-->…
ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍
ବିଦେଶର ସାମ୍ୱିଧାନିକ ପଦବୀରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ପୁରୂଖା ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି। 70.4% ରୁ ଅଧିକ ଭୋଟ୍ ସହ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି!-->…
ସାନକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ
ଅନୁଗୁଳ: ଖମାରି ଥାନା ପଦାପସି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ପଦାପସି ଗାଁରେ ସାନ ଭାଇକୁ!-->!-->!-->…