Sign in
Sign in
Recover your password.
A password will be e-mailed to you.
୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର
କମିଶନରେଟ୍ ପୋଲିସ୍ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ୍. ଡି. ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ରକୁ ୯ ବର୍ଷ ପୂରି ୧୦ ବର୍ଷ ଚାଲିଲା । ଏହି କେନ୍ଦ୍ର ୨୦୧୪ ମସିହା ସେପ୍ଟେମ୍ବର ମାସ ୩ ତାରିଖରୁ ଡି.ସି.ପି. ଅଫିସ ଭୁବନେଶ୍ଵର ଓ କଟକ ମହିଳା ଥାନା!-->…
ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ
ଭୁବନେଶ୍ବର// ବ୍ରହ୍ମପୁର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବର୍ଷ ବୟସରେ ପରଲେକ ହୋଇଯାଇଛି। ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୧ରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।
!-->!-->!-->…
ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ, ୭ ମୃତ
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ, ୩ ଆହତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଅରାଙ୍ଗ ଗ୍ରାମର ରଞ୍ଜତ ରଣସିଂହ ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଅମର ଶବର ।
ସେହିଭଳି!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ହୀରାକୁଦ ବିସ୍ଥାପିତଙ୍କୁ ଖୁବ ଶୀଘ୍ର ମିଳିବ ଜମି ପଟ୍ଟା
ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ ତୁରନ୍ତ କରାଯିବ ଏବଂ ଲୋକଙ୍କୁ ପଟ୍ଟା ଦିଆଯିବ ବୋଲି ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ସରକାର ଜମିପଟ୍ଟା ଦେବେ । ଗଞ୍ଜାମ ସୋରଡା ବ୍ଲକ୍ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ ହେବ!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା: ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ଭୁବନେଶ୍ବର/ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ୧୯୮୯ ରେଲୱେ ଆକ୍ଟ ୧୫୩!-->…
ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି
ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି । ସେ ସରକାରୀ ଅର୍ଥର!-->…
‘ପ୍ରଜ୍ଞାନ ୧୦୦ ନଟ୍ ଆଉଟ୍’: ଚନ୍ଦ୍ରଯାନ-୩ ରୋଭରର ଚନ୍ଦ୍ରରେ ନିଆରା ସଫଳତା
ନୂଆଦିଲ୍ଲୀ: ଆଦିତ୍ୟ-ଏଲ୍-୧ ମହାକାଶଯାନ ସୂର୍ଯ୍ୟର ଅଧ୍ୟୟନ ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଚନ୍ଦ୍ରଯାନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଆଉ ଏକ ଐତିହାସିକ ମାଇଲ ଖୁଣ୍ଟ ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ଯେ ରୋଭର ଚନ୍ଦ୍ର ପୃଷ୍ଠରେ ୧୦୦!-->…
ରାଜସ୍ଥାନରେ ଆଦିବାସୀ ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ
ମଣିପୁର ଲଜ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ରାଜସ୍ଥାନରେ ପୁଣି ଦେଖାଦେଇଛି ଏମିତି ଏକ ଲଜ୍ୟାଜନକ ଘଟଣା । ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ!-->…
ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ
ପୁରୀ: ପୁରୀ ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏହି ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଏକ କୁକୁରର ପ୍ରାଣ ଯାଇଛି ।
ସୂଚନା ଅନୁସାରେ, ପୁରୀ ଜିଲ୍ଲା ପେଣ୍ଠକଟାସ୍ଥିତ!-->!-->!-->…
ହିଞ୍ଜିଳି ସାବତ ପୋଖରୀରେ ବୁଡି ଯୁବକ ମୃତ…
ହିଞ୍ଜିଳିକାଟୁ (୨/୯): ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ ମଠପଦର ସାହି ପଣ୍ଡା ଛକ ନିକଟରେ ସାବତ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ୨ ନମ୍ବର ଓ୍ବାର୍ଡ ମଠପଦର ସାହିର ଚିନ୍ତାମଣି ପଣ୍ଡା (୩୦) । ଏ ନେଇ!-->…