ସୂର୍ଯ୍ୟାସ୍ତ ପୂର୍ବରୁ କାମ ଶେଷ କରି ଶୋଇପଡ଼ିଲା ‘ପ୍ରଜ୍ଞାନ’

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଯେଉଁଠାରେ ଲ୍ୟାଣ୍ଡର ‘ବିକ୍ରମ ଓ ରୋଭର ‘ପ୍ରଜ୍ଞାନ’ ଅଛନ୍ତି, ସେଠାରେ ଆଜିଠାରୁ ରାତି ଆରମ୍ଭ ହେଉଛି। ତେଣୁ ତା’ ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ତାକୁ ଦିଆଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ କରି ଦେଇଛି। ଏହା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ…

ପ୍ରିୟବ୍ରତ ମାଝୀଙ୍କୁ ବିଜେଡିର ନୂଆ ମିଡ଼ିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ। ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିକଟରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ତେବେ ଆଜି ବିଜେଡି ସୁପ୍ରିମୋ ନବୀନ…

ଗୋରୁ ବୋଝେଇ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଜଳେଶ୍ୱର : ଥମୁନି ବେଆଇନ ଗୋଚାଲାଣ  । ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଜଳେଶ୍ବର କମର୍ଦ୍ଦା-ବାଲିଆପାଳ ମୁଖ୍ୟ ରାସ୍ତାର ତାରିଣୀ ଛକ ନିକଟରେ  । ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ…

ରାଜସ୍ଥାନରେ ମହିଳାଙ୍କୁ ନିବସ୍ତ୍ର କରି ଗାଁରେ ବୁଲାଇବା ଘଟଣା: ୭ଜଣଙ୍କୁ ଗିରଫ କଲା ପୋଲିସ…

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

NRI କୋଟାରେ ଆଡମିଶନ ଠକେଇ, ୨ ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ…

ଭୁବନେଶ୍ୱର: NRI କୋଟାରେ ଚାଲୁଥିବା ବଡ଼ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗୃପର ପର୍ଦ୍ଦାଫାସ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଯୁବପିଢିଙ୍କୁ MBBS ନାମଲେଖା ଆଳରେ ଠକେଇ କରୁଥିବା ୨ ଠକଙ୍କୁ…

କୁନୋ ଚିତା ମୃତ୍ୟୁ ଘଟଣାକୁ ସ୍ୱାଭାବିକ୍ ବୋଲି କହିଲେ ନାମିବିଆନ୍ ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ

ନୂଆଦିଲ୍ଲୀ: ପ୍ରୋଜେକ୍ଟ ଚିତା ଅଧୀନରେ ନାମିବିଆ ଓ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ମୋଟ ୨୦ ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଗଲାଣି । ଗତକାଲି ନାମିବିଆ ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ…

ମହିଳାଙ୍କ ଠାରୁ ଝାମ୍ପି ନେଲା ୩ ଲକ୍ଷ ଟଙ୍କା…

ପୁରୀ: ଚୋର ଝାମ୍ପି ନେଲେ ୩ ଲକ୍ଷ ଟଙ୍କା। ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ ୨ ଦୁବୃର୍ତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ମଧୁବନ ଦ୍ଵିତୀୟ କେନ୍ଦ୍ରର ବିଚିତ୍ରା…

ଟିଏମସିକୁ ଝଟକା, ଦଳ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ…

କୋଲକାତା: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା। ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରାୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ମିତାଲି ରାୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ…

ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର…

ଭୁବନେଶ୍ବର/ବ୍ରହ୍ମପୁର/ଦିଗପହଣ୍ଡି: ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର(୭୪) ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଗଂଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ମଶାଣୀରେ ରବିବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ରାଷ୍ଟ୍ରୀୟ…

ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଗଲା ଜୀବନ…

ବାଙ୍କୀ: ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ। ଅଧାରେ ରହିଗଲା ଭୋଜି ଖିଆ। ମହାନଦୀର ଦେବୀଦ୍ବାର ଘାଟରେ ଘଟିଛି ଏହି ଦୁଃଖଦ ଘଟଣା। ନଦୀରେ ବୁଡି ଯାଉଥିବା ବଡ ଭାଇକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ସାନ ଭାଇ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆକାଶ ରାଉତରାୟ ।…