Sign in
Sign in
Recover your password.
A password will be e-mailed to you.
ବାଲେଶ୍ଵର FM ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ
ବାଲେଶ୍ଵର: ବାଲେଶ୍ଵର FM ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ବର୍ତ୍ତମାନ…
ଫ୍ଲାଟ୍ରୁ ୨୪ ବର୍ଷୀୟା ଟ୍ରେନି ଏୟାର୍ ହୋଷ୍ଟେସ୍ଙ୍କ ମୃତଦେହ ଉଦ୍ଧାର
ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଓ୍ଵଇ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସେ ରହୁଥିବା ଫ୍ଲାଟ୍ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୁମ୍ବାଇ ଡିସିପି ଦତ୍ତା…
ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ
ରାୟଗଡ଼ା: ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍କୁ ଠେଲିବାକୁ ଲାଗିଲା । ତେବେ ବସ୍ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍ ଯାତ୍ରୀମାନେ ରକ୍ଷା ପାଇଗଲେ ।…
ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଅର୍ଥାତ୍ ଏହି ସମୟରେ କୌଣସି ବି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ।…
କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ
ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ…
ବହୁ ପୁରାତନ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ମୃତ
ଉତ୍ତର ପ୍ରଦେଶର ବାରାବଙ୍କିରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ୧୪ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ…
ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ
କଟକ: କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାର ତଦନ୍ତ ଦାୟିତ୍ବରେ ଥିବା ୪ଜଣ ଟେକ୍ନିସିଆନକୁ ନିଲମ୍ବିତ କରିଛନ୍ତି ରେଡକ୍ରସ…
ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ, ଇସ୍ରୋ ଦେଲା ସୂଚନା
ଚନ୍ଦ୍ରପଷ୍ଠେରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ । ଏହା ମିଶନ ଲକ୍ଷ୍ୟ ସଫଳତାର ସହ ପୂରଣ କରିପାରିଛି। ସଫଳତାର ସହ ହପ୍ ପରୀକ୍ଷଣ…
ଆମ୍ବୁଲାନ୍ସ ନ ଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା
ନୀଳଗିରି : ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ । ନୀଳଗିରି ବ୍ଲକ…
ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ
ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ…