ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ…

ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ସୂଚନା…

ବିଚ ରାସ୍ତାରେ ପୋଲିସର ଉଗ୍ର ରୂପ ଯୁବକଙ୍କୁ ଚାପୁଡ଼ା ମାଡ଼ ସହ ଅସଭ୍ୟ ଭାଷାରେ ଗାଳି ଦେଲେ ପୋଲିସ ବାବୁ…!

ମାଲକାନଗିରି, ୮।୧୧: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ପୋଲିସ ଉପରେ ଭରସା ବା ଆସ୍ଥା ରଖିବା ପାଇଁ ପୋଲିସ ବିଭାଗକୁ 5T ଅଧୀନରେ ନେବା ସହ । ଆଦର୍ଶ ଥାନା ଓ ଆମ ପୋଲିସ ଭଳି ବ୍ୟବସ୍ଥା ଲାଗୁ କରିଥିବା ବେଳେ ଦିନକୁ ଦିନ ଜନସାଧାରଣଙ୍କ ପୋଲିସ ଉପରୁ ଭରସା ତୁଟିବାକୁ ଲାଗିଛି । ଏହି ଭଳି ଏକ…

ଟନେଲ ଭିତରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହବାରେ ଲାଗିଛି। ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା। ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଗାଜାରେ ଥିବା ବିଭିନ୍ନ ଟନେଲ…

ବାଘ ଚମଡା ଡିଲ ବେଳେ ୨ ମାଫିଆ ଗିରଫ…

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ | ୨ ବେପାରୀଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ | ଗିରଫ ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ | ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ | ଜବତ ବାଘ ଛାଲକୁ…

ହମାସ୍‌ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା…

ଜେରୁଜେଲମ୍‌: ପ୍ରାୟ ମାସେ ତଳେ ସଙ୍ଗୀତ ମହୋତ୍ସବସ୍ଥଳରେ କୌଶଳକ୍ରମେ ହମାସ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା ପୁଣି ଘଟଣାସ୍ଥଳକୁ ଆସି ଆଖି ଲୁହ ଛଳଛଳ କରି ଭାବପ୍ରବଣ ହୋଇପଡ଼ିଛନ୍ତି। ‘ବାର୍‌ ଆଟେଣ୍ଡର୍‌’ ଭାବେ କାମ କରୁଥିବା ୩୦ ବର୍ଷୀୟ ମେ’…

ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ କୌଣସି ମାମଲା ରୁଜ୍ଜୁ କରୁନି ,ଏ ନେଇ…

ବିଚ୍‌ ରାସ୍ତାରେ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟ୍‌…

ବିଚ୍‌ ରାସ୍ତାରେ ମହିଳା ମନ୍ତ୍ରୀଙ୍କ ଠାରୁ ଲୁଟ୍‌। ରାସ୍ତା ମଝିରେ ବନ୍ଧୁକ ଦେଖାଇ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟି ନେଲେ ତାଙ୍କ ବ୍ୟକ୍ତିଗତ ଜିନିଷ। କେବଳ ସେତିକି ନୁହେଁ ତାଙ୍କ ବଡିଗାର୍ଡଙ୍କ ଠାରୁ ବନ୍ଧୁକ ମଧ୍ୟ ଛଡାଇ ନେଲେ। ଦକ୍ଷିଣ ଆଫ୍ରିକାର ଜୋହାନ୍‌ସବର୍ଗରେ…

କଳହାଣ୍ଡିରେ ମହିଳାଙ୍କୁ ମାରି ଖାଇଲା ଭାଲୁ

ଧର୍ମଗଡ : ପ୍ରଥମେ ବାଘ , ଆଉ ତା ପରେ ହାତୀ ଆଉ ଏବେ ଭାଲୁ ଆତଙ୍କ ଦେଖାଦେଇଛି  । ବନ୍ୟ ଜନ୍ତୁ ଗୁଡିକ ଖାଦ୍ୟ ଅନ୍ବେଶଣରେ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ସ୍ଥାନରେ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି । ଏମିତି କିଛି ଘଟଣା…

ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ…

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ ।…

କ୍ଷମା ମାଗିବା ସହିତ ‘ଜନସଂଖ୍ୟା ନିୟନ୍ତ୍ରଣ ଟିପ୍ପଣୀ’ ପ୍ରତ୍ୟାହାର କଲେ ନୀତୀଶ କୁମାର

ପାଟନା: କ୍ଷମାପ୍ରାର୍ଥନା କରିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଦେଇଥିବା ଟିପ୍ପଣୀକୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟାହାର କରି ନେଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଆଜି ‘ବିଜେପି’ ବିଧାୟକମାନେ ନୀତୀଶଙ୍କୁ…