Sign in
Sign in
Recover your password.
A password will be e-mailed to you.
କବିସୂର୍ଯ୍ୟନଗରରେ ୨ ଜଣଙ୍କୁ ନିର୍ମମ ହତ୍ୟା ଘଟଣା : ୪ ଅଟକ
ଭଞ୍ଜନଗର: କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ…
ପୃଥିବୀର ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1…
ନୂଆଦିଲ୍ଲୀ : ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1। ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ଆଜି ସକାଳ ୨ଟା ୪୫ ମିନିଟରେ ଦ୍ବିତୀୟ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ ପରେ…
ଜାତୀୟ ସ୍ତରିୟ ଟାଇକୋଣ୍ଡ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲାର କୃତିତ୍ୱ…
ଫୁଲବାଣୀ : ଚଳିତ ସେପ୍ଟେମ୍ବର ମାସ 2ତାରିଖରୁ 4 ତାରିଖ ମଧ୍ୟରେ ଝାଡଖଣ୍ଡର ରାଞ୍ଚି ଠାରେ ଦିତୀୟ ଭଗବାନ ବିର୍ସା ମୁଣ୍ଡା ଏବଂ 14 ତମ ଓପେନ ଜାତୀୟ ସ୍ତର ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘ ତରଫରୁ 8 ଜଣ!-->!-->!-->…
ଗଞ୍ଜାମ ଜିଲ୍ଲାରେ ଘରେ ଘରେ ମାଉଜର…!!
ମାଉଜର ପାହାଡ଼ରେ ଗଞ୍ଜାମ ର ୨ ପୋଲିସ ଜିଲ୍ଲା..! ପୋଲିସ କୁ ଭାରିପଡିବ ଆଗାମୀ ନିର୍ବାଚନ..
ସୁନ୍ଦରଗଡ଼ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼, (୦୪/୦୯) : ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଆଦିର ଶୁଣାଣି!-->…
ଜାଗା ମିଶନ: ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା, ଜାଗା ବିକି ପାରିବେ ନାହିଁ
ଭୁବନେଶ୍ୱର : ଜାଗା ମିଶନରେ ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା । ୩ ଦିନ ନୁହେଁ ୬ ମାସ ମଧ୍ୟରେ କିସ୍ତି ରେ ଟଙ୍କା ଭରି ଜାଗା ପାଇବେ ହିତାଧିକାରୀ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଏଥି ପାଇଁ ୬ ଟି ପ୍ରିମୀୟମ କରାଯାଇଛି।
୬ ମାସ!-->!-->!-->…
ଗାଜିଆବାଦରେ ଓକିଲଙ୍କୁ ନିର୍ମମ ହତ୍ୟା ଘଟଣାକୁ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା : ଜିଲ୍ଲାପାଳଙ୍କୁ…
ଫୁଲବାଣୀ: ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ଉତ୍ତର ପ୍ରଦେଶର ଗାଜିଆବାଦ୍ ଠାରେ,ନିଜ କାର୍ଯ୍ୟାଳୟରେ ମଧ୍ୟାନ୍ନ ଭୋଜନ କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ ମହାନ୍ତିଙ୍କ!-->…
ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ (୪/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମର ଜୈନିକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ମୃତ ଯୁବକ ଜଣକ ହେଲେ ପୋଚିଲିମା ଗ୍ରାମର ଡି ରାଜେଶ (୨୪) । ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ୧୯/୨୩ ରେ ଏକ!-->…
ଓଡିଶା – ଆନ୍ଧ୍ର ସୀମାନ୍ତରେ ରାସ୍ତାରେ ଦନ୍ତାହାତୀ ଆତଙ୍କ
ରାୟଗଡା : ଓଡ଼ିଶା-ଆନ୍ଧ୍ରସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏଭଳିଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ । ଏକ ଚଳନ୍ତି ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ। ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର!-->…
ପ୍ରଧାନ ଶିକ୍ଷକଙ୍କ ଢିଲା ମନୋବୃତ୍ତି ଓ ସ୍କୁଲକୁ ନିୟମିତ ନ ଆସିବା ଯୋଗୁଁ ସ୍କୁଲ ପିଲାଙ୍କ ଦ୍ଵାରା ଲହୁଲୁହାଣ ହେଲେ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଗ୍ରାମର ଶ୍ରୀଦେବୀ ଉଚ୍ଚବିଦ୍ୟାଳୟ ବିଶିପଡ଼ା ସ୍କୁଲରେ ଚାଲିଥିବା କୌଣସି ଏକ ପରୀକ୍ଷାର ପ୍ରଶ୍ନପତ୍ର ଦିଆନିଆକୁ କେନ୍ଦ୍ର କରି ଗୋଟିଏ 10ମ ଶ୍ରେଣୀ ଛାତ୍ରକୁ ଅନ୍ୟ 5 ଜଣ ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ!-->…