Sign in
Sign in
Recover your password.
A password will be e-mailed to you.
୪ ବର୍ଷୀୟ ଝିଅକୁ ନେଇଗଲା କଲରାପତ୍ରିଆ; କ୍ଷତବିକ୍ଷତ ଶବ ଉଦ୍ଧାର କଲେ ସ୍ଥାନୀୟ ଲୋକେ
ଉଧମପୁର: ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଜଣେ ୪ ବର୍ଷୀୟ ବାଳିକାକୁ ଗୋଟାଏ କଲରାପତ୍ରିଆ ନେଇଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ପଞ୍ଚେରୀ ତହସିଲ୍ ଅନ୍ତର୍ଗତ ଉପର ଭଞ୍ଜାଲା ଗ୍ରାମଠାରୁ ପ୍ରାୟ ୨ କିଲୋମିଟର୍ ଦୂରରେ…
‘କୁଚକ୍ରୀ ଗୋଷ୍ଠୀ’ଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ…
ଭୁବନେଶ୍ୱର: ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କିଏ ସରକାରଙ୍କୁ ଟାର୍ଟେଗ କରୁଛି ତ କିଏ ପାଣ୍ଡିଆନଙ୍କ ରାଜ୍ୟ ଭ୍ରମଣ ନେଇ ପ୍ରଶ୍ନ ଉଠାଉଛି। ନିକଟରେ ୫ଟି ସଚିବ ଭିକେ…
ଖୁଦୁରକୁଣୀ ଓଷା ପାଇଁ ନଦୀରେ ବୁଡ ପକାଇବା ବେଳେ ବୁଡି ଗଲେ ନାବାଳିକା
ଅଠରବାଙ୍କି ମତ୍ସ୍ୟଡିହା ନଦୀରେ ଅଘଟଣ। ଗାଧୋଇବା ବେଳେ ବୁଡି ଗଲେ ନାବାଳିକା। ଖୁଦୁରକୁଣୀ ଓଷା ପାଇଁ ଆଜି ସକାଳୁ ଅଠରବାଙ୍କି ନିକଟସ୍ଥ କଂସାରିପାଟିଆରେ ବାଲୁକା ପୂଜା କରିବା ପାଇଁ ସ୍ଥାନୀୟ ମହିଳା ଓ କିଛି ଝିଅ ଯାଇଥିଲେ ।ବାଲୁଙ୍କା ପୂଜା କରିବା ପାଇଁ ନଦୀରେ…
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ସମାଲୋଚନା କଲେ ରାହୁଲ ଗାନ୍ଧି…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତୀୟ ସଂଘ ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ରାହୁଲ ଗାନ୍ଧି ଏକ୍ସ (ପୂର୍ବରୁ ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’…
ଛେଳି ଚୋରି ସନ୍ଦେହରେ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଓଲଟା ବାନ୍ଧି ନିର୍ଯାତନା…
ହାଇଦ୍ରାବାଦ: ତେଲେଙ୍ଗାନାର ମାଞ୍ଚିରିଆଲ ଜିଲ୍ଲାରେ ଛେଳି ଚୋରି ସନ୍ଦେହରେ ଜଣେ ଦଳିତ ବ୍ୟକ୍ତି ଓ ତାଙ୍କ ସାଙ୍ଗଙ୍କୁ ଏକ ଶେଡ୍ରେ ଓଲଟା ଝୁଲାଇ ନିତାନ୍ତ ଅମାନୁଷିକ ଭାବେ ନିର୍ମମ ନିର୍ଯାତନା ଦିଆଯାଇଛି। ଏହି ଘଟଣାରେ କୋମୁରାଜୁଲା ରାମୁଲୁ, ତାଙ୍କ ପତ୍ନୀ…
ଦୁର୍ଗାପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟ କରି ପାରିବେ ନାହିଁ…
କଟକ: ଦୈତ ନଗରୀରେ ଦୁର୍ଗାପୂଜା ପାଇଁ କରି ପାରିବେ ନାହିଁ ଜବରଦସ୍ତ ଚାନ୍ଦା ଆଦାୟ।ଜବରଦସ୍ତ ଚାନ୍ଦା ଆଦାୟ କଲେ ବାନ୍ଧିବ କମିଶନରେଟ ପୋଲିସ। ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପୋଲିସର ଏ ନେଇ କଡା ଆଭିମୁଖ୍ୟ ରହିଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର…
ଶିକ୍ଷକଙ୍କ ଗଳାକାଟି ହତ୍ୟା କଲା ଛାତ୍ର…
ଗୁରୁ-ଶିଷ୍ୟ ପରମ୍ପରା କର୍ତ୍ତବ୍ୟନିଷ୍ଠ ଆଉ ଦାୟିତ୍ୱବୋଧତାକୁ ପ୍ରତିପାଦନ କରେ। ହେଲେ ମଣିଷର ନିହିତ ସ୍ୱାର୍ଥ ବାରମ୍ୱାର ଏହି ପରମ୍ପରାକୁ କଳଙ୍କିତ କରୁଛି। ଆଗକୁ ଗୁରୁଦିବସ ଭଳି ପବିତ୍ର ଅବସର ଥିବାବେଳେ ନିକଟରେ ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। …
ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ
ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର ଲାଂଜିଆ ସଉରାଙ୍କ କାନ୍ଥ ଚିତ୍ର ‘ଇଡିତାଲ୍’…
ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ସ୍ଥାନ ରହିବନି: ପ୍ରଧାନମନ୍ତ୍ରୀ
ସ୍ୱାଧୀନତାର 100 ବର୍ଷ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ ସେତବଳକୁ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର…
ସୁବର୍ଣ୍ଣପୁରରୁ ୪୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ , ଜଣେ ଗିରଫ…
ଭୁବନେଶ୍ୱର: ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍ । ଧରିଲା ଏସଟିଏଫ୍ । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କା ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି । ଘଟଣାରେ…