Sign in
Sign in
Recover your password.
A password will be e-mailed to you.
ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ…
ବାଲିଗୁଡ଼ା: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ!-->…
ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ଯ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼:- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ର ମିଳିତ ସହଯୋଗ ରେ ଲୋକକଳା ମାଧ୍ୟମରେ ରେ ବିଭିନ୍ନ ଉନ୍ନୟମୂଳକ ସରକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରୀୟ ଦୁଇ ଦିବସୀୟ ସଂସାଧନ ସଭ୍ଯଙ୍କ ପ୍ରଶିକ୍ଷଣ ଶିବିର!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
‘କର୍ମଯୋଗୀ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ’ଭୁବନେଶ୍ବର : ସେବା ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଅବସର ନଥାଏ। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ତଥା ଅନୁଷ୍ଠାନ ପାଇଁ କିଛି କର୍ମ କରିବା ଦରକାର। କର୍ମଯୋଗୀଙ୍କ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ।!-->…
୧୭ ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…!!
ଉମରକୋଟ (୦୧/୦୯) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗାଁ ଓ ନନ୍ଦିପାରା(କୋଷଲ ) ଗ୍ରାମ ଠୁ ଅନୁମାନିକ ଦେଢ କିଲୋମିଟର ହେବ ଜମି ମଝିରୁ ଏକ ପରିତାକ୍ତ ସଜଳଧାରା କୂଅରୁ ୧୭ ବର୍ଷ ନାବାଳିକାର ମୃତ ଦେହ କୂଅ ଭିତରେ ଭାସିବାକୁ ଆଖ ପାଖର ଜମିରେ କାମ!-->…
ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଓ ପିସିସି ସଭାପତି ଯୋଗ ଦେବେ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ୨ ତାରିଖ ଦିନ ୧୧ଟା ସମୟ ରେ ସ୍ଥାନୀୟ ସଭାଗୃହ ଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। କେନ୍ଦ୍ର ରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟ ରେ ବିଜେଡି!-->…
ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖା ତରଫରୁ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ଉଦଯାପିତ !
ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ମହୋତ୍ସବ ମହାସମାରୋହରେ ସହିତ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର!-->…
ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସାଧାରଣ ଲୋକେ ହନ୍ତସନ୍ତ, ସମସ୍ତ ଉନ୍ନୟନ କାର୍ଯ୍ୟ ଠପ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପିଇଓ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଛନ୍ତି। ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ!-->!-->!-->…
ଚାଷୀଙ୍କ ସମସ୍ୟା ର ସମାଧାନ ନିମନ୍ତେ ଅଖିଳ ଭାରତ କୃଷକ ସଭାପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଚାଷି ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଭଲ ଫସଲ ପାଇଁ ଅନାଇ ବସିଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର ଅସୁବିଧା!-->…
ଚାଷୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଅଖିଳ ଭାରତ କୃଷକ ସଭାପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଚାଷି ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଭଲ ଫସଲ ପାଇଁ ଅନାଇ ବସିଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର!-->!-->!-->…
ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ
ଚିକିଟୀ : ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଚିକିଟୀ ଭାରତୀୟ ଜୀବନ ବୀମା ନିଗମର ସାଟେଲାଇଟ ଅଫିସରେ ଶାଖା ପରିଚାଳକ ଅଭିରାମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡା.ବି.ବାସୁଦେବ ସୁବୁଦ୍ଧି!-->…