ଗୋପାଳପୁର ବିଜେଡି ଦୁଇ ଫାଳ : ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼, ବର୍ତିଲେନି ସାମ୍ବାଦିକ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଖୋଲା ଚ୍ୟାଲେଞ୍ଜ କୁ ଭୟ କରି ଶେଷରେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିବାରେ ସଫଳ ହେଲେ ବିରୋଧୀ। ବର୍ତ୍ତମାନ ଶାସକ ଦଳ ଏବେ ଗଞ୍ଜାମ ଜିଲ୍ଲାରେ ଦୁଇ ଭାଗରେ ବିଭକ୍ତ ହୋଇଥିବାର ଉଦାହରଣ ଆଜିର ଅଣ୍ଡା ମାଡ଼ ବୋଲି

ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ବେଳେ ଛାତ୍ରୀଙ୍କ ମୃତ୍ୟୁ…

ଝରୀଗାଁ : ଅନ୍ତିମ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାକୁ ନେଇ ତାରାଯୋଡ଼ି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ସୂଚନା ପ୍ରକାରେ ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ତାରାଯୋଡି ଗ୍ରାମର ଖଗପତି ହରିଜନଙ୍କ ଝିଅ

ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଫିରିଙ୍ଗିଆର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବୈଠକରେ ଉଦ୍‌ବେଗ

ଫୁଲବାଣୀ : ବନାନୀ କଳା ସଙ୍ଗମ ଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସଭାପତି ଡଃ ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆବାହକ ଅଶୋକ ପରିଡା ସଦସ୍ୟ ମାନଙ୍କୁ ସ୍ୱାଗତ କରି ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା

ଛତ୍ରପୁରକୁ ୫-ଟି ସଚିବଙ୍କ ଗସ୍ତ ନେଇ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ ଓ ଯାଜପୁର ବିଧାୟକ

ଛତ୍ରପୁର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆସନ୍ତା ୨୫ ଠାରୁ ୨୭ ତାରିଖ ତିନିଦିନ ଧରି ଗଂଜାମ ଜିଲ୍ଲା ଗସ୍ତରେ ଆସିବେ । ଏହି ପରିପ୍ରେକ୍ଷୀ ରେ ଆସନ୍ତା ୨୭ ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲାର ସଦରମହକୁମା

ସପ୍ତମ ଦିନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆନ୍ଦୋଳନ

ଛତ୍ରପୁର : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ(ଓଡିଶା )ଡାକରାରେ ଗଞ୍ଜାମ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ସଂଘର ଆନ୍ଦୋଳନ ଜାରି ରହିଛି l ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣାରେ ବସିବାର ଆଜି ସପ୍ତମ ଦିନରେ ପହଁଚିଛି l ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ…

ଚନ୍ଦ୍ରଯାନ-୩ର ସଫଳ ଅବତରଣ; ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ସୃଷ୍ଟି ହୋଇଛି ଖୁସିର ମାହୋଲ। ଭାରତ ଏବଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତ୍ୟେକ ଭାରତୀୟ ଗର୍ବିତ ଅନୁଭବ କରୁଥିବା…

ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ

ରାୟଗଡ଼ା: ନଦୀରୁ ବାଲି ଉଠାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଶ୍ରମିକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଡ଼ିଙ୍ଗଗୁଡ଼ା ଗାଁ ନିକଟରେ ଘଟିଛି ଏହି ଘଟଣା। ମୃତ ଶ୍ରମିକଙ୍କ ନାଁ ମଞ୍ଜୁଳା ମାଝୀ।…

ବିଦ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ…

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସିଆଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସିଆଳିଆ ଗାଁର ରାକେଶ ପରିଡ଼ା (୧୯)। ଆଜି ସକାଳ ୧୦ଟା ବେଳେ ପ୍ରଧାନ ଶିକ୍ଷୟିତ୍ରୀ…