Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁଙ୍କ ଘର କାନ୍ଥକୁ ଧକ୍କା ଦେଲା କର୍
କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଘରର ପାଚେରିକୁ ପିଟିଛି କାର୍। ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ପାଚେରିର କିଛି ଅଂଶ ଭାଙ୍ଗିଯିବା ସହ କ୍ଷତିଗ୍ରସ୍ତ ହୋଇଛି। ଏପରି ଏକ ଘଟଣା ଗତକାଲି ରାଜଧାନୀ ଦିଲ୍ଲୀରେ ଘଟିଥିବା ବେଳେ ପୁଲିସ୍ ସମ୍ପୃକ୍ତ…
ନାଟକ ଏକାଡେମୀ ର ନାଟକ ” ଭିନ୍ନ ଏକ ଦେବଦାସୀ” ମଞ୍ଚସ୍ଥ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାଟକ ଏକାଡେମୀ ତରଫରୁ "ଭିନ୍ନ ଏକ ଦେବଦାସୀ" ନାଟକ ମଞ୍ଚସ୍ଥ ହୋଇଯାଇଛି। ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ଦର୍ଶକ ଆଦୃତି ମିଳିଥିଲା। ନାଟକ ଏକାଡେମୀ ସମ୍ପାଦକ ତଥା!-->…
ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସନ୍ତା ୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି…
ନୂଆଦିଲ୍ଲୀ: ଇସ୍ରୋ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଅଗଷ୍ଟ ୨୬ରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO) ପରିଦର୍ଶନ କରିବେ ମୋଦି । ସେଠାକୁ ଯାଇ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପାଇଁ ଏହାର ବୈଜ୍ଞାନିକ ଓ…
ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଓକେସିଏଲ ପକ୍ଷରୁ ନଲେଜ ସେଣ୍ଟର ଉଦ୍ଘାଟନ
ବାଲିମେଳା(୨୪/୦୮) : ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଓକେସିଏଲ ପକ୍ଷରୁ ନଲେଜ ସେଣ୍ଟର ଉଦ୍ଘାଟନ କରାଯାଇଅଛି । ସୂଚନା ଅନୁଯାୟୀ ଆଜି ବାଲିମେଳା ମହାବିଦ୍ୟାଳୟରେ ଓ କେ ସି ଏଲ ପକ୍ଷରୁ କମ୍ପୁଟର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ନଲେଜ ସେଣ୍ଟର ର ଉଦ୍ଘାଟନ ହୋଇଯାଇଛି । ଏହି!-->…
ମଦ ପିଇ ନିଶାରେ ଚୁର୍ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍, ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ
ଜଳେଶ୍ୱର: ମଦ ପିଇ ନିଶାରେ ଚୁର୍ ରେଳ ଫାଟକ ଜଗୁଆଳି । ଫାଟକ ପକାଇଲେ ସ୍ଥାନୀୟ ଲୋକ। ବାଲେଶ୍ବର ଜିଲ୍ଲା ନାରଙ୍ଗାବାଜ ରେଳଫାଟକର କାର୍ଯ୍ୟରତ ଗେଟ୍ କିପର ମଦ ନିଶାରେ ଚୁର୍ ହୋଇ ପଡିଥିଲେ। ସ୍ଥାନୀୟ ଲୋକ ଆସି ଫାଟକ ପକାଇବାରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ…
ହଠାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ନେଲା
ଟିକିରି : ବାଲି ଉଠାଉଥିବା ବେଳେ ହଠାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ନେଲା | ଜଣେ ଉଧାର ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି | ନିଖୋଜ ଥିବା ଶ୍ରମିକର ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଘରକାମ ପାଇଁ ବାଲି ଉଠାଉଥିବା ବେଳେ ହଟାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ!-->…
ପଦ୍ମଗିରି ହାଇସ୍କୁଲରେ ଉଦଘାଟନ ହେଲା ମୋ ସ୍କୁଲ ହକି କ୍ଲବ୍ -୨୩ : ସାମିଲ ହେଲେ ଜିଲ୍ଲାର ବିଭିନ୍ନ ସ୍କୁଲର ୧୦୦…
ମାଲକାନଗିରି(୨୩/୦୮) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ହକିର ପ୍ରଚାର ପ୍ରସାର ପାଇଁ ଏକ ଅଗ୍ରଣୀ ରାଜ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ସ୍ତରରେ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ହକି ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି!-->!-->!-->…
ସେପ୍ଟେମ୍ବର ସୁଦ୍ଧା ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ଣ୍ଣର…
ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଭାରତର ସାଧାରଣ ଜନତା ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ମଧ୍ୟରେ ଦେଶରେ ଟମାଟୋ, ପିଆଜ ସମେତ ଅନେକ ପନିପରିବା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ କେବେ ପନିପରିବା ମୁଦ୍ରାସ୍ଫୀତିରୁ…
ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୩ ଦିନ ଯାଏଁ ୟେଲୋ ୱାର୍ଣ୍ଣି ଜାରି…
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବୁଧବାର ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଗତକାଲିର ବର୍ଷା ସବୁ ଜିଲ୍ଲାକୁ ବେହାଲ କରିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୁନ୍ଦରଗଡ,…
ଜି-୨୦ ମନ୍ତ୍ରୀସ୍ତରୀୟ ବୈଠକକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ…
ଜୟପୁର: ‘ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି । ଆମକୁ ସ୍ଥିର ଏବଂ ସମାବେଶୀ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ଭବିଷ୍ୟତର ଝଟକାକୁ ସହ୍ୟ…