Sign in
Sign in
Recover your password.
A password will be e-mailed to you.
ଆତଙ୍କୀ ଆକ୍ରମଣରେ ୪ ପାକ୍ ସୈନ୍ୟ ମୃତ
ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଝୋବ୍ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ବୁଧବାର ଏକ ସେନା ଶିବିର ଉପରେ ଆକ୍ରମଣ କରିବା ଫଳରେ ୪ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଛି । ଆହତ ଅନ୍ୟ ୫ ସୈନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ତେବେ ଯବାନଙ୍କ ପାଲଟି!-->!-->!-->…
ଝିଅ ସହ ପ୍ରେମିକକୁ ମାରି ଗଛରେ ଟାଙ୍ଗିଦେଲା ବାପା
କଳାହାଣ୍ଡି : ଭବାନୀପାଟଣାରେ ଅନର କିଲିଂ । ପ୍ରେମର ଆଉ ଏକ କରୁଣ କାହାଣୀ । ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ ମାରିଦେଲେ । ଧର୍ମଗଡ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଡବଲ ମର୍ଡର!-->…
୨୦୨୦ ଦିଲ୍ଲୀ ଦଙ୍ଗା ମାମଲା; ୨୪ରେ ଉମର ଖଲିଦଙ୍କ ଜାମିନ ଶୁଣାଣି
ନୂଆଦିଲ୍ଲୀ : ୨୦୨୦ ଫେବୃଆରୀରେ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଥିବା ଜେଏନ୍ୟୁର ପୂର୍ବତନ ଛାତ୍ରନେତା ଉମର ଖଲିଦ୍ଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବୁଧବାର ଜଷ୍ଟିସ ଏ.ଏସ.ବୋପନ୍ନା ଓ ଜଷ୍ଟିସ!-->…
ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର: ଜୁଲାଇ ୧୩ ଗୁରୁବାର ଶେଷ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଆହୁରୀ ୧ ଲକ୍ଷ ୮୭ହଜାର ୬୮୪!-->…
ବିଈଓ ଅଫିସର ଲାଞ୍ଚୁଆ ବରିଷ୍ଠ କିରାଣୀଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା
ଫୁଲବାଣୀ -ଏକ ଲାଞ୍ଚ ଗ୍ରହଣ ମାମଲାର ସାଖ୍ୟ ପ୍ରମାଣକୁ ଭିତ୍ତି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବିଈଓ ଅଫିସର ତତ୍କାଳୀନ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରିଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବାସହ ପାଞ୍ଚହଜାର!-->!-->!-->…
ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବିୟୋଗ
କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କର ବୁଧବାର ୬୯ ବର୍ଷ ବୟସରେ ପରଲୋକ ଘଟିଛି । ବିରଳ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ସୀତା ଦହଲ ବହୁତ ଦିନ ଧରି କାଠମାଣ୍ଡୁର ନୋର୍ଭିକ୍ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
!-->!-->!-->…
ରାଜଧାନୀରେ ଶିଶୁ କନ୍ୟା ଜନ୍ମ କରି ରାସ୍ତା କଡ଼ରେ ଫୋପାଡି ଦେଇଗଲା ମା’
ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ୍ ରାଜଧାନୀରେ ଘଟିଲା ଅଭାବନୀୟ ଘଟଣା। ଜନ୍ମ କରି ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଗଲା ମା’। ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଆଚାର୍ଯ୍ୟବିହାର ଛକ ନିକଟ ଅଳିଆ ଗଦାରେ ଏହି ନବଜାତ!-->…
ବିଶ୍ୱର ୭୩.୫ କୋଟି ଲୋକ କ୍ଷୁଧାର୍ଥ; ଜାତିସଂଘ ରିପୋର୍ଟ
ନ୍ୟୁୟର୍କ :୨୦୨୨ରେ ବିଶ୍ୱର ୭୩.୫ କୋଟି ଲୋକ ଅତ୍ୟନ୍ତ କ୍ଷୁଧାର୍ଥ ଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଇଛି । ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାର୍ଥମୁକ୍ତ କରିବାକୁ ଜାତିସଂଘ ଯେଉଁ ଲକ୍ଷ୍ୟ!-->…
ଆଜିଠୁ ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୩!-->…
ଉଛୁଳିଲା ଯମୁନା ନଦୀ ଜଳସ୍ତର, ତଳିଆ ଅଞ୍ଚଳରେ ପଶିଲା ପାଣି
ନୂଆଦିଲ୍ଲୀ : ଉଛୁଳିଛି ଯମୁନା । ହତିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଦିଲ୍ଲୀ ସ୍ଥିତି ସଙ୍ଗୀନ । ଦିଲ୍ଲୀ ବିଧାନସଭା ଓ ମୁଖ୍ୟମନ୍ତ୍ରୀ କେଜ୍ରଓ୍ଵାଲଙ୍କ ବାସଭବନ ନିକଟରେ ବନ୍ୟାପାଣି । ସକାଳ ୭ଟାରେ ଯମୁନାର ନଦୀର ଜଳସ୍ତର ଥିଲା ୨୦୮.୪୬ ମିଟର । ବିପଦ ସଙ୍କେତର ୩ ମିଟର ଉପରେ!-->…