Sign in
Sign in
Recover your password.
A password will be e-mailed to you.
ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର କରିଥିବା ଖର୍ଚ୍ଚର ହେବ ଅଡିଟ୍
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା!-->…
ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ
ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ପାଇଁ କାଉଣ୍ଟ ଡାଉନ୍ । ଆସନ୍ତାକାଲି ଦ୍ୱିପ୍ରହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ । ଶ୍ରୀହରିକୋଟା ସତୀଷ ଧାଓ୍ଵନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ-୨ରୁ ଏହି!-->…
ମହିଳା ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଘରୋଇ ସହାୟିକା
କଟକ: ଜିଲ୍ଲାର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ତାଙ୍କ ଘରୋଇ ସହାୟକ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ହେବ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ କାମ କରୁଥିବା ସଞ୍ଜୁକ୍ତା ପାତ୍ର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅନେକ ସମୟରେ ମାଡ ମାରିବା ସହ!-->…
ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ଫ୍ଲାଏ ଓଭର ତଳୁ କଳା ପଲିଥିନରେ ମିଳିଲା ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ
ନୂଆଦିଲ୍ଲୀ :ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ରାଜଧାନୀର ଗୀତା କଲୋନୀ ଫ୍ଲାଏ ଓଭର ତଳୁ ଜଣେ ଯୁବତୀଙ୍କର ଖଣ୍ଡ ଖଣ୍ଡ ମୃତଦେହ ମିଳିଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳ!-->!-->!-->…
୨୫ କିଲୋମିଟର ଚାଲିଚାଲି ଆସି ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ଛାତ୍ର
ବାରିପଦା: ଛାତ୍ରମାନେ ସ୍କୁଲର ସମସ୍ୟା ଜଣାଇବାକୁ ପ୍ରାୟ ୨୫ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସି ଭେଟିଛନ୍ତି ଉପଜିଲ୍ଲାପାଳଙ୍କୁ। ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ଜି.ପି. ହାଇସ୍କୁଲର ଛାତ୍ରମାନେ ବୁଧବାର ୨୫ କିଲୋମିଟର ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ!-->…
ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍ଷ୍ଟାରଙ୍କୁ ଗୁଳି କରି ହତ୍ୟା
ରାଜସ୍ତାନ : ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ!-->…
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ୨୪ ଘଣ୍ଟିଆ ଓଟି ସେବା
ଭୁବନେଶ୍ୱର: ଏଣିକି ରାତିରେ ଗୁରୁତର ରୋଗୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଅପରେସନ ପାଇଁ ଆସିଲେ ଆଉ ଅନ୍ୟ ହସ୍ପିଟାଲକୁ ରେଫର ନହୋଇ ତାଙ୍କର କିଭଳି ଅପରେସନ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି। ଏଣିକି ଅସହାୟ ରୋଗୀ ଓ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା!-->…
କାଳିଆପଡା ଘାଟିରେ ଓଲଟିଲା ଟିପ୍ପର ଡ୍ରାଇଭର ନିଖଜ…
କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା କାଳିଆପଡା ଘାଟିରେ ଆଜି ରାତି ୧୧ ଘଣ୍ଟିକା ସମୟରେ ଓଲଟିଲା ଫ୍ଲାୟାସ ବୋଝେଇ ଟିକ୍ପର ।ଦୃଘଟଣା ସମୟରେ ଗାଡି ଭିତରେ ୩ଜଣ ଥିଲେ।ସେଥିମଧ୍ୟରୁ ୨ଜଣ କୁ ଖବର ପାଇ ଟିକିରି ୧୦୮ କର୍ମର୍ଚାରି ବିନଦ ନାଏକ ଓ ଅନ୍ୟ ୨ଜଣ କର୍ମଚାରୀ ମିଶି!-->…
ପୋଲସରାରେ ଗୁଳିକାଣ୍ଡ : ବାପା ମୃତ ଝିଅ ଆହତ
ବ୍ରହ୍ମପୁର (୧୨/୭) : ପୋଲସରା ବ୍ଲକ ଛକରେ ଗୁଳିମାଡ ବାପା ମୃତ ହୋଇଥିବା ବେଳେ ଝିଅ ମଧ୍ୟ ଆହତ ହୋଇଛନ୍ତି।ମୃତକ ଜଣକ ହେଲେ ଖଲ୍ଲିକୋଟ ଥାନାର ବିଜୟ କୁମାର ବେହେରାବବୋଲି ଜଣାପଡିଛି । ବିଜୟ ଙ୍କ ଝିଅ ପୋଲସରା ରେ ରୁହନ୍ତି । ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର!-->…
ଜିଲ୍ଲା ସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ : ଉନ୍ନୟନ କାର୍ଯ୍ୟ ନିମନ୍ତେ ସରକାରୀ ଜମି ହସ୍ତାନ୍ତର କାର୍ଯ୍ୟ…
ବ୍ରହ୍ମପୁର (୧୨.୦୭) : ଗଞ୍ଜାମ ଜିଲ୍ଲାପାଳ fcଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ୱ ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ!-->…