Sign in
Sign in
Recover your password.
A password will be e-mailed to you.
ଜିତୁମୁଣ୍ଡା ଙ୍କ ଭଉଣୀର କଙ୍କାଳ ଘଟଣା ପରେ ବି ଚେତୁ ନାହାନ୍ତି ବ୍ୟାଙ୍କ ଵାଲା…! ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଭତ୍ତା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଓଡ଼ିଆ ସାହିର ହେମଲତା ବିଷୋୟୀ (୮୦)ନିଜର ଭତ୍ତା ପାଇଁ ହଟହଟା ହେଉଥିବା ଜଣା ପଡିଛି। ପୂର୍ବରୁ ହେମଲତା ବିଷୋୟୀ ଙ୍କୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିଲା। କିଛି ମାସ ହେଲା ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧା!-->!-->!-->…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ହରିଜନଙ୍କ ଅବସର: ଭାବବିହ୍ୱଳ ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ
କୋଟପାଡ଼/କୋରାପୁଟ: (ବସନ୍ତ ପେଗଡ଼) କୋରାପୁଟ ଜିଲ୍ଲା କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଶ୍ରୀଯୁକ୍ତ ବାଞ୍ଛାନିଧି ହରିଜନ ଗତ ଏପ୍ରିଲ ୩୦ ତାରିଖରେ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଜଣେ ଦକ୍ଷ ଏବଂ!-->…
ପୃଥ୍ୱୀରାଜ ସାହୁ ଭାରତୀୟ ସିପକ୍ଟାକ୍ର ଦଳର ମ୍ୟାନେଜର ନିଯୁକ୍ତ
ଭୂବନେଶ୍ୱର ୨/୫ଚଳିତ ମାସ ରେ ମାଲେସିଆ ର କୁଆଲାମ୍ପରେ ଠାରେ ହେବାକୁ ଥିବା ସିପକ୍ଟାକ୍ର ବିଶ୍ୱକପ ପ୍ରତିଯୋଗିତା ରେ ଭାରତୀୟ ଦଳ ସ୍ଥାନ ପାଇଛି । ରାଜ୍ୟ ସିପକଟାକ୍ର ସଂଘ ସମ୍ପାଦକ ପୃଥ୍ôୀରାଜ ସାହୁ ଙ୍କୁ ଭାରତୀୟ ସେପାକ୍ଟାକ୍ରା ଦଳର ପରିଚାଳକ ଭାବରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ!-->…
୨୦୦୦ ପଞ୍ଚାୟତରେ ଗର୍ଜିଲେ କେନ୍ଦୁପତ୍ର ଶ୍ରମିକ: ସରକାରଙ୍କ ଅବହେଳା ବିରୋଧରେ ଲକ୍ଷାଧିକ ତୋଳାଳୀଙ୍କ ଗଣଧାରଣା
ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ପ୍ରତି ସରକାରଙ୍କ କ୍ରମାଗତ ଅବହେଳା ଏବଂ ପ୍ରତାରଣା ବିରୋଧରେ ଆଜି ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜଳିଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ରାଜ୍ୟର ପ୍ରାୟ ୨୦୦୦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ!-->!-->!-->…
ଓଡ଼ିଶାରେ ଗ୍ରାମୀଣ ପ୍ରଗତିର ନୂଆ ଅଧ୍ୟାୟ: ପିଏମ୍ଜିଏସ୍ୱାଇ-୪ର ଶୁଭାରମ୍ଭ, ୧୭୦୦ କୋଟିର ସଡ଼କ ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର/ରାୟଗଡ଼ା : ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ!-->…
ସରକାରୀ ଜମିକୁ ମାଡ଼ି ବସୁଛନ୍ତି ଭୂ-ମାଫିଆ : ଲ୍ୟାମ୍ପସ ଓ ଆରଏମସି ପାଇଁ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ଅଭିଯୋଗ
କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି ରାଜସ୍ୱ ଅଞ୍ଚଳରେ ସରକାରୀ ଜମି ଅତିକ୍ରମଣ ଏବଂ ଏହାର ବେଆଇନ କାରବାର ଏବେ ଚରମ ସୀମାରେ ପହଞ୍ଚିଛି। ଅସାଧୁ ଭୂ-ମାଫିଆମାନେ ସରକାରୀ ଜମିକୁ ନିଜ କବଜାକୁ ନେଇ ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରୁଥିବା ନେଇ ବାରମ୍ବାର!-->!-->!-->…
ଅସମ୍ଭବକୁ ସମ୍ଭବ କଲେ ଲକ୍ଷ୍ମୀ : ଗୋଡ଼ରେ ଲେଖି ମେଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ
ମାଲକାନଗିରି : ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀ ଖିମୁଣ୍ଡୁ ନିଜର ଦୁଇ ହାତ ଅକାମୀ ଥିବା ସତ୍ତ୍ୱେ କେବଳ ଗୋଡ଼ ସାହାଯ୍ୟରେ ପରୀକ୍ଷା ଲେଖି ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପି.ଏମ. ଶ୍ରୀ ସରକାରୀ ଉଚ୍ଚ!-->…
ନୟାଗଡ ଜାମୁକୋଣ ସ୍ଥିତ ବୈଷ୍ଣୋଦେବି ମନ୍ଦିରରୁ ଚୋରି
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଠାରେ ବିଜେ ମା ବୈଷ୍ଣୋଦେବିଙ୍କ ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ଆସିଛି । ଚୋରମାନେ ତିନୋଟି ସୁନାର ମୁକୁଟ, ତିନୋଟି ସୁନାହାର ଓ ତିନୋଟି ଚାନ୍ଦିର ଚାନ୍ଦୁଆ ଚୋରିକରି ନେଇଯାଇଛନ୍ତି । ଯାହାର ମୂଲ୍ୟ ୪୦!-->…
ବୁଦ୍ଧଦେବ ଥିଲେ କାମନାର ବିନାଶ ମାଧ୍ୟମରେ ମୋକ୍ଷ ପ୍ରଦର୍ଶକ : କଳାକେନ୍ଦ୍ର
ବ୍ରହ୍ମପୁର, : ଅଗ୍ରଣୀ ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ସାରସ୍ୱତ ସାଧକ ନିତ୍ୟାନନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ!-->…
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ
ବାଲିଗୁଡ଼ା, ତା, ୦୨/୦୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଚାରି ଭାଇ । ନିଆଁରେ!-->…