Sign in
Sign in
Recover your password.
A password will be e-mailed to you.
ମେ’ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା
ଭୁବନେଶ୍ୱର: ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ‘ଗ୍ଲୋବାଲ ଫୋରକାଷ୍ଟ!-->…
ମେ’ ୪ରେ ହେବନି ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିେଯାଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।
ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ!-->!-->!-->…
ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ଅବସରପ୍ରାପ୍ତ କର୍ମଚାରୀ
କଟକ : ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ବାବୁ । କେଉଁଝର ହାଟଡିହି ବ୍ଲକର ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ସମସ୍ତଙ୍କ ୨ ବର୍ଷର ସଶ୍ରମ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କେଉଁଝର ସ୍ୱତନ୍ତ୍ର!-->…
ବକେୟା ଦରମା ନ ଦେଲେ ସପରିବାର ଧାରଣାରେ ବସିବେ ଆରଏମସି କର୍ମଚାରୀ
ରେଙ୍ଗାଲିକ୍ୟାମ୍ପ: ଦରମା ପାଇଁ ଗର୍ଜିଲେ ଆରଏମସି କର୍ମଚାରୀ। ୫ ତାରିଖରୁ ସପରିବାର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ଅଜବ ସ୍ଥିତି। ପ୍ରଶାସନିକ ସ୍ତରରେ ସବୁକିଛି ଠିକ୍ ଚାଲିଥିବା ଦାବି କରାଯାଉଥିଲେ ହେଁ, ବାସ୍ତବ!-->…
ମହାନଦୀ ଜଳ ବିବାଦ ମାମଲା: ମେ’ ୩୦ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ହେଲା ଗୁରୁତ୍ବପୂର୍ଣ୍ଣ ଶୁଣାଣି । ମହାନଦୀର ସଂଗୃହୀତ ଜଳ ବାବଦରେ ବୈଷୟିକ କମିଟିର ଯୁଗ୍ମ ସ୍ବାକ୍ଷରିତ ରିପୋର୍ଟ ଦାଖଲ । ରିପୋର୍ଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଅନୁମୋଦନ!-->…
ଏସଆଇ ଚାକିରି କେଳେଙ୍କାରୀ ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ସିବିଆଇ ପକ୍ଷରୁ NBW ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି କେଳେଙ୍କାରୀ ମାମଲାରେ ସିବିଆଇ ପକ୍ଷରୁ ୮ଜଣଙ୍କ ନାଁରେ NBW ଜାରି । ସିବିଆଇ ପକ୍ଷରୁ ଜାରି ହୋଇଥିବା ସମନର ଉତ୍ତର ନରଖିବାରୁ ୮ ଜଣଙ୍କ ନାଁରେ NBW ଜାରି କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅନ୍ବେଶ ନାୟକ, ଆଶିଷ କୁମାର ,ବଳରାମ ପ୍ରଧାନ,!-->…
ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ: ପାସ୍ ହାର ୯୫.୩୩%, ଗଜପତି ସବୁଠୁ ଆଗୁଆ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ!-->…
ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ପଲଙ୍କ ଆତଙ୍କ, ଘର ଭାଙ୍ଗି ଖାଉଛନ୍ତି ଧାନ
ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଛନ୍ତି ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ ଘର ଭାଙ୍ଗିବା ସମୟରେ ଘରେ କେହି ନଥିବାରୁ ବଡ ଅଘଟଣରୁ!-->…
ଜମି ଭାଗବଣ୍ଟାକୁ ନେଇ ଶ୍ବଶୁର ଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା
ଭୁବନେଶ୍ବର: ଶ୍ବଶୁରଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ବାଇଁର ମୃତଦେହ ଉଦ୍ଧାର। କନ୍ଧମାଳ ବେଲଘର ଥାନା ସାପେରି ଗାଁରେ ଚାଞ୍ଚଲ୍ୟ ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା ଅଭିଯୋଗ । ଶିକାର କରିବା ବାହାନାରେ ଡାକିନେଇ ହତ୍ୟା । ଶଳାମାନେ ଡାକିନେଇ ହତ୍ୟା!-->…
ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା କଲା ପୁଅ
ଆଠଗଡ଼: ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ରକ୍ତମୁଖା ସାଜିଲା ଜନ୍ମକଲା ପୁଅ । ସାମାନ୍ଯ କଳହରୁ ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା । ଆଠଗଡ଼ ଥାନା ଜାଗିଆପଡା ହରିଜନ ସାହିରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ପିତୃହନ୍ତା ପୁଅକୁ କାବୁ କରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ । ଆଠଗଡ଼!-->…