ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ, ୩ ପୁଅ ଗୁରୁତର

ଭୁବନେଶ୍ବର: ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ । ୩ ପୁଅ ଗୁରୁତର । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ବଜାରସାହିରେ ଘଟିଛି ହୃଦୟବିଦାରକ ଘଟଣା । ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ମୃତ ମହିଳାଙ୍କ ୩ ପୁଅ ଗୁରୁତର । ଗ୍ୟାସ ସିଲିଣ୍ଡର ଫାଟି ନିଆଁ

ଦହିବରା ଖାଇ ପାଟପୁର ଗାଁର ୫୦ ଅସୁସ୍ଥ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ରାସ୍ତା କଡ଼ରୁ ‘ଦହିବରା’ ଖାଇବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାଁ ଲୋକେ ନିକଟସ୍ଥ ଗାଁର ଜଣେ

ଜିତୁ ମୁଣ୍ଡା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ “ଗଭୀର ଦୁଃଖ” ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ପାଟନା ବ୍ଲକର ଡିଆନାଲି ଗ୍ରାମର

ବ୍ରହ୍ମପୁରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ…

ବ୍ରହ୍ମପୁର,୦୧-୦୫: ଆଜି ୦୧ ମେ ୨୦୨୬ ତାରିଖରେ ପୂର୍ବାହ୍ନ ୧୦ଘଟିକାରେ ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବ୍ରହ୍ମପୁର ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ର

ଆସିକା ACMPCS ର ଜମି କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କୁ ଶାଗ ମାଛ ଦରରେ ଲିଜ ଦେବା ପଛରେ ରହସ୍ୟ କଣ….?

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ରୂପେ ଆସିକା ମାନ୍ୟତା ରହି ଆସିଛି। ବ୍ରହ୍ମପୁର ଗୁଡ଼ ସେଡ଼ ରୋଡ଼ ନିକଟରେ ଥିବା ବହୁ ମୂଲ୍ୟବାନ ଜମିକୁ ପ୍ରଥମେ ୩୦ ବର୍ଷିଆ ଲିଜ ଗୁରୁକୁଳ ଶିଖା ଅନୁଷ୍ଠାନ କୁ ଦିଆଗଲା। ପାରବର୍ତ୍ତୀ ସମୟରେ ଉକ୍ତ ଶିକ୍ଷା ନୁଷ୍ଠାନ ଉକ୍ତ ଜମିର କିଛି ଅଂଶକୁ

ସିପିଏମ ପକ୍ଷରୁ ମଇ ଦିବସ ପାଳିତ; ଶ୍ରମିକଙ୍କ ଅଧିକାର ରକ୍ଷା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ

ବ୍ରହ୍ମୁପର : ଆଜି ସିପିଏମ ପକ୍ଷରୁ ମଇ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ବିଶେଷ ସଭା ଆୟୋଜିତ ହୋଇଥିଲା।

ଜଳ, ଜମି, ଜଙ୍ଗଲ ଓ ସାଂସ୍କୃତିକ ଧରୋହରର ସମଗ୍ର ସୁରକ୍ଷା ପାଇଁ ସଂଘବଦ୍ଧ ପଦକ୍ଷେପ…

ଟାଙ୍ଗରପାଲି ବିକାଶ ମଞ୍ଚର ଏକ ଦିବସୀୟ କର୍ମଶାଳାସୁନ୍ଦରଗଡ - ୩୦.୦୪.୨୦୨୬ ଟାଙ୍ଗରପାଲିର ସମଗ୍ର ଓ ସୁସ୍ଥିର ବିକାଶ ପାଇଁ ଏକ ନୂତନ ଆଶାର କିରଣ ଭାବେ “ଟାଙ୍ଗରପାଲି ବିକାଶ ମଞ୍ଚ” ଆତ୍ମପ୍ରକାଶ କରିଛି। ବହୁବିଧ ଅଂଶୀଦାରମାନଙ୍କୁ ଏକ ସାଧାରଣ ମଞ୍ଚରେ ଆଣି ସମସ୍ୟାର ସମାଧାନ, ସମ୍ପଦର

ମୃତ ଆଶା କର୍ମୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ…

କୋରାପୁଟ:-(ବସନ୍ତ ପେଗଡ଼ ) କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ମୃତ ଆଶା କର୍ମୀ କରିସ୍ମା ବାଗଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି I କୋରାପୁଟ ତହସିଲଦାର ଶୟଦ ସବୀର ଶାହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ

ବ୍ରହ୍ମପୁର ଟାଉନ ଥାନ କୁ ମିଳିଛି ସଫଳତା ଆଇପିଏଲ ବୁକି ସମେତ ନଗଦ ଅର୍ଥ ଜବତ….!

ବ୍ରହ୍ମପୁର: ସାରା ଦେଶରେ ଆଇପିଏଲ ମାନିଆ ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ବୁକି ମାନେ ପ୍ରତେକ ସହର ରେ ଏଜେଣ୍ଟ ମାନଙ୍କୁ ନିଯୁକ୍ତି ଦେଇ ବ୍ୟାଟିଙ୍ଗ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ସଟ୍ଟା ଖେଳୁଛନ୍ତି। ବ୍ରହ୍ମପୁର ପୋଲିସ ଆଇପିଏଲ କୁ ନେଇ ତତ୍ପରତା ଦେଖାଇଛି ସୂଚନା ଥାଉକି କୌଣସି ବିଶେଷ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ…

ବାଲିଗୁଡା,ତା, ୩୦/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି | ଏ