ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କନ୍ଧମାଳ, ତା, ୨୯/୦୪ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ଭଳି ୬ ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱ ରେ ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ଜରିଆରେ

ଇରାନକୁ ଝଟକା ଦେବାକୁ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବେ ଟ୍ରମ୍ପ, ଦୀର୍ଘକାଳୀନ ଅବରୋଧ ଯୋଜନା

ୱାସିଂଟନ: ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ତେବେ ଗତ ୨ ମାସ ଧରି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ମାର୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ଦେଶରେ ଇନ୍ଧନ ଅଭାବ ହେତୁ ପରିସ୍ଥିତି ଖରାପ ହେବାରେ

ବାଂଲାଦେଶରେ ମହାମାରୀ ରୂପ ନେଲାଣି ମିଳିମିଳା: ଗଲାଣି ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ

ଢ଼ାକା: ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳା ମହାମାରୀ ଗତି କରୁଛି। ମିଳିମିଳା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୨୫୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।ଏମାନଙ୍କ

ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ୧୦ ହଜାର ଜରିମାନା!

ନୂଆଦିଲ୍ଲୀ : ବଦଳିଲା ପାନ୍ କାର୍ଡ ନିୟମ। ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି, ତେବେ ଆପଣଙ୍କର ପାନ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା ଫଳରେ ଆପଣଙ୍କର ବ୍ୟାଙ୍କିଂ ଏବଂ

ପତ୍ନୀଙ୍କୁ ମାରି ସିମେଣ୍ଟ ପ୍ଲାଷ୍ଟର କଲା ସ୍ୱାମୀ

ଗୁଜରାଟ : ସୁରଟର ଗୋଡାଦରା ଅଞ୍ଚଳରୁ ଚାଞ୍ଚଲ୍ୟକର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସହରକୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଉପରେ ନିଜ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଅଭିବନ ଉପାୟରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ନିଜେ ପୁଲିସ ଥାନାକୁ ଯାଇ ତାଙ୍କ

ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ ସାନି ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଅନେକ ସ୍ଥାନରେ ଇଭିଏମ୍ ରେ କଳା/ଧଳା ଟେପ୍ ଲଗାଯିବା ଏବଂ ଇଭିଏମ୍ ଟ୍ୟାମ୍ପରିଂର ଅଭିଯୋଗ ଆସିଛି। ଅଭିଯୋଗ ହୋଇଛି ଯେ ଇଭିଏମ୍ ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପାଖରେ ଧଳା ଟେପ୍

ସରିଲା ପଶ୍ଚିମବଙ୍ଗ ନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

କୋଲକାତା: ସରିଲା ପଶ୍ଚିମବଙ୍ଗ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ। ଆସନ୍ତା ମେ ୪ରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର। ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮

୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ବାରାଣସୀ : ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ପ୍ରାୟ ୧ ହଜାର ୫୦

ଗାଜିଆବାଦରେ ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଫ୍ଲାଟ୍

ଗାଜିଆବାଦ : ୟୁପି ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦ ଇନ୍ଦିରାପୁରମର ଅଭୟ ଖଣ୍ଡରେ ଥିବା ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ମହଲାକୁ ବ୍ୟାପି ଯାଇଛି । ଏପରିକି ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରୁ ମଧ୍ୟ କଳା ଧୂଆଁ