Sign in
Sign in
Recover your password.
A password will be e-mailed to you.
କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଜୀବନ ହାରିଲା ଅଭିଯୁକ୍ତ: ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର : ପୁଣି ହାଜତ ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଡାବୁଗାଁ ଥାନାରେ ହାଜତରେ ମୃତ୍ୟୁ ଅଭିଯୋଗ ହୋଇଛି । ଥାନା ଭିତରେ ଅଭିଯୁକ୍ତ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ହାଜତରେ ଥିଲେ ଯୁବକ।
ଗତ ସୋମବାର ଅଞ୍ଚଳା ଗାଁ ଯୁବକଙ୍କୁ!-->!-->!-->…
ଟ୍ରେଲରକୁ ପିଟିଲା ବସ୍; ୪ ମୃତ, ଅନେକ ଯାତ୍ରୀ ଗୁରୁତର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ମୂଷାବିରା ନିକଟରେ ବସ୍ -ଟ୍ରେଲର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବଢିଛି । ୨୦ରୁ ଅଧିକ ଗୁରୁତର ଅଛନ୍ତି । ରାଉରକେଲାରୁ ଯାଜପୁର ଟାଉନ ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଡିଭାଇଡର ଡେଇଁ ଅପରପାର୍ଶ୍ଵରେ ଯାଉଥିବା ଟ୍ରେଲରକୁ!-->…
୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ସପ୍ତଦଶ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮!-->…
ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ: ଅଧା ରହିଲା ମହାପ୍ରଭୁଙ୍କ ଚାପ ଖେଳ
ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ । ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ ।!-->…
ବିରୋଧୀଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଗର୍ଜିଲା ଭାଜପା: ମାଲକାନଗିରିରେ ଖବରଦାତା ସମ୍ମିଳନୀ
ମାଲକାନଗିରି : ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ରର ଭାଜପା ସରକାର ଅନେକ ଐତିହାସିକ ପଦକ୍ଷେପ ନେଉଥିବା ବେଳେ, କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏହାକୁ ବିରୋଧ କରି ନାରୀଶକ୍ତିର ସ୍ୱପ୍ନକୁ ଚୁରମାର କରୁଛନ୍ତି। ଏହି ମର୍ମରେ ଆଜି ମାଲକାନଗିରି ବିଧାୟକଙ୍କ!-->…
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ
ନୟାଗଡ : ତୃତୀୟ ଦିନର ଖେଳ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ.ସି ବାଇଗୁଣିଆ ଏବଂ ବାଈଗୁଣିଆ ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏହି ଖେଳରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍ସି ୨-୦ ଗୋଲରେ ବିଜୟୀ ହୋଇଛି|ଆଜିର ଖେଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ପ୍ରଯୋଜକ!-->…
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ୟାହତ ଯୋଗୁଁ ବାଲିଗୁଡାବାସୀ ହନ୍ତସନ୍ତ
ବାଲିଗୁଡା : ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦିର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର୍ଯ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ସହର ବାସୀଙ୍କୁ!-->…
ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ
ବାଲିଗୁଡା (୨୮/୦୪) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଓକିଲ ସଂଘ ର ସମ୍ପାଦକ ଅନିଲ କୁମାର ଦାସ, ସଭାପତି ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି!-->…
ବ୍ରାହ୍ମଣୀଗାଁ ବନାଞ୍ଚଳରେ ହାତୀପଲ : ବନବିଭାଗ ପକ୍ଷରୁ ସଚେତନତା
ବାଲିଗୁଡା : କନ୍ଧମାଳ-ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳରେ ଭୟ ସୃଷ୍ଟି କରିଛି | ତେବେ କେତେ ଗୋଟି ହାତୀ ଆସିଛନ୍ତି, କେଉଁ ଠାରୁ ଆସିଛନ୍ତି, କେଉଁ ଦିଗକୁ ମୁହାଁଇ ଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ୁ ନ ଥିବା ବେଳେ ବନ ବିଭାଗ!-->…
ଏଲପିଜି ଠାରୁ ବ୍ୟାଙ୍କିଙ୍ଗ୍ : ମେ’ ପହିଲାରୁ ବଦଳିବ ଅନେକ ନିୟମ
ନୂଆଦିଲ୍ଲୀ : ବଦଳିବ ଅନେକ ନିୟମ। ୧ ମେ’ ୨୦୨୬ ଠାରୁ ଭାରତରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣଙ୍କ ପକେଟ୍ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ରନ୍ଧନ ଗ୍ୟାସ୍ ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ନିୟମ ପର୍ଯ୍ୟନ୍ତ ବହୁତ କିଛି!-->…