Sign in
Sign in
Recover your password.
A password will be e-mailed to you.
‘ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ’
ନୂଆଦିଲ୍ଲୀ: ସାବରିମାଳା ମାମଲା ସହିତ ଜଡିତ ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି। ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏକ ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ। କୋର୍ଟ!-->…
ଟ୍ରକ୍ – ଭ୍ୟାନ ମୁହାଁମୁହିଁ ଧକ୍କା: ୪ ମୃତ
ନୂଆଦିଲ୍ଲୀ : ହମିରପୁର ଜିଲ୍ଲାର ମୌଦାହା ନିକଟରେ ସୋମବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ-୩୪ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଚିରକା ଗାଁ ନିକଟରେ ଏକ ଟ୍ରକ୍ ଏବଂ ଏକ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବ ଏତେ ଜୋରରେ ଥିଲା ଯେ!-->…
ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆ ରାଜଘାଟରେ ପହଞ୍ଚିଛନ୍ତି। ବିରୋଧୀ ଦଳ ନେତା ଆତିଶୀ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ। ସେମାନେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବରୁ, ଅରବିନ୍ଦ!-->…
ଦୁଇ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼, ନାମ ଓ ଧର୍ମ ପଚାରିବା ପରେ କଲମା ପଢ଼ିବାକୁ ବାଧ୍ୟ କଲା ଆତଙ୍କୀ
ମୁମ୍ବାଇ : ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଜଣେ ୩୧ ବର୍ଷୀୟ ଯୁବକ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ”କଲମା” ପଢ଼ିବାକୁ ବାଧ୍ୟ କରିବା ସହ ନିର୍ମମ ଭାବେ ଛୁରାମାଡ଼ କରିଛି । ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ ଯୁବକଙ୍କୁ!-->…
ଭାରତ ଆସିଲା ଦାଉଦର ସହଯୋଗୀ ସଲିମ ଡୋଲା, ମୁମ୍ବାଇ ପୋଲିସ କରିବ ଜେରା
ନୂଆଦିଲ୍ଲୀ : ଭାରତ ଆସିଲା ଦାଉଦର ଡାହାଣ ହାତ । ଭାରତ ଆସିଲା ଦାଉଦର ଡାହାଣ ହାତ ସଲିମ ଡୋଲା । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅତି ନିକଟତର ସହଯୋଗୀ ସଲିମ ଡୋଲାକୁ ଭାରତ ଅଣାଯାଇଛି । ଆଜି ସକାଳେ ତାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ଏୟାରପୋର୍ଟରେ ଓହ୍ଲାଯାଇଥିଲା ।!-->…
ଯୁବପିଢିଙ୍କ ସହ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସିକ୍କିମ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସିକ୍କିମର ୫୦ତମ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଛନ୍ତି । ଯାହାର ଫଟୋ ସୋସିଆଲ!-->…
ରେଳ ଧାରଣାରେ ବିସ୍ଫୋରଣ,: ମୃତଦେହ ଉଦ୍ଧାର
ପଞ୍ଜାବ : ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ପଟିଆଲାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଶମ୍ଭୁ-ଅମ୍ବାଲା ରେଲୱେ ଟ୍ରାକ ନିକଟରେ ଏହି ବିସ୍ଫୋରଣ ଘଟି ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ଘଟିଥିବା ସ୍ଥାନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ, ଗତକାଲି!-->!-->!-->…
କଙ୍କାଳ ନେଇ ବ୍ୟାଙ୍କକୁ ଯିବା ଘଟଣା ; ଟଙ୍କା ଧରି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଅଧିକାରୀ
ଭୁବନେଶ୍ୱର : ମୃତ୍ୟୁ ପରେ ମିଳିଲାନି ଟଙ୍କା। ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଶୁଣିନଥିଲା ବ୍ୟାଙ୍କ। ଶେଷରେ ମୃତ୍ୟୁ ପ୍ରମାଣ ଦେବାକୁ ଭଉଣୀର କଙ୍କାଳକୁ ବ୍ୟାଙ୍କ ଆଣିଲା ଭାଇ। ଏହି ଘଟଣାକୁ ନେଇ ଖୁବ୍ ହଇଚଇ ପରେ ଚେତିଲା ପ୍ରଶାସନ। ପାଟଣା ବ୍ଲକ ଡିଆନାଳି ଗାଁରେ ପହଞ୍ଚିଛନ୍ତି!-->…
ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ : ମେ’ ମାସରେ ୨ କି ୪ ନୁହେଁ ବରଂ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପ୍ରିଲ ମାସ ଶେଷ ହେବାକୁ ଯାଉଛି, ଏବଂ ମେ’ ୨୦୨୬ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ସୂଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।!-->…
ପିକଅପ୍ ଭ୍ଯାନ ସହ ବାଇକ୍ ଧକ୍କା:, ୩ ମୃତ
ଟିଟିଲାଗଡ଼ : ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୩ ମୃତ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁରେ ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା। ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ ଛୋଟ ଛୋଟ ପିଲାମାନେ ପାଖ ମାର୍ଲାଡ ଗାଁକୁ ଆସୁଥିଲେ । ଏହି ସମୟରେ!-->…