Sign in
Sign in
Recover your password.
A password will be e-mailed to you.
କୋଟିଏ ଟଙ୍କାର ସୁନା ଅଳଙ୍କାର ସହ ୪ ଲୁଟେରା ଗିରଫ
ନୀଳଗିରି: କୋଟିଏ ଟଙ୍କାର ସୁନା ଅଳଙ୍କାର ଜବତ ସହ ୪ ଗିରଫ । ବାଲେଶ୍ୱରରେ ବଡ଼ ଧରଣର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଗିରଫ ୩ ଜଣ ମୁଖ୍ୟ ଅଭିଯୁକ୍ତ ସଦର ଅଞ୍ଚଳର ଦୀପକ ବେହେରା ଓରଫ କାଳିଆ, ସୁକାନ୍ତ ଦାସ ଓରଫ ସିପୁ ଏବଂ କାର୍ତ୍ତିକ ବେହେରା ଓରଫ ମୂଷି । ଏହାସହ ସେମାନଙ୍କଠାରୁ ଚୋରି!-->…
ପୂଜ୍ୟପୂଜା ସମିତି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ଓଡ଼ିଶାବାସୀଙ୍କ ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ଆହ୍ୱାନ
ବ୍ରହ୍ମପୁର : ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଯଥାର୍ଥ ମର୍ଯ୍ୟାଦାର ସହ ପାଳନ କରାଯାଇଛି। ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ଆଇନଜୀବୀ!-->!-->!-->…
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ଭୁ-ବିଜ୍ଞାନର ଆଦ୍ୟତନ ଧାରା’ ଶୀର୍ଷକ ଜାତୀୟ ପାଠଚକ୍ର ଉଦଘାଟିତ
ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭୁତତ୍ତ୍ୱ ବିଭାଗ ପକ୍ଷରୁ "ଭୁ-ବିଜ୍ଞାନର ଆଦ୍ୟତନ ଧାରା" (Recent Trends in Geosciences) ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ପାଠଚକ୍ର ରବିବାର ଦିନ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା!-->!-->!-->…
କୋରାପୁଟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ: ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…
କୋରାପୁଟ : ଆଧୁନିକ ଓଡ଼ିଶାର ନିର୍ମାତା, ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି କୋରାପୁଟ ସହରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ!-->!-->!-->!-->!-->…
ଜାତୀୟ ରାଜପଥରେ ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ମୁଦୁରାଙ୍ଗ ନିକଟରୁ ଆଜି ଏକ ଗୋରୁ ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଗାଡ଼ିରୁ ପ୍ରାୟ ୧୮ଟି ବଳଦ ଓ ଗାଈଙ୍କୁ ଅତି ଅମାନୁଷିକ ଭାବେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ,!-->…
ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପୁଣି ଉଠିଲା ଦାବି
ବ୍ରହ୍ମପୁର: ଶାସ୍ତ୍ରୀୟ ସଙ୍ଗୀତାନୁଷ୍ଠାନ "ଉଡ୍ର ସଙ୍ଗୀତ ପରିଷଦ" ପକ୍ଷରୁ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ 'ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୨୬' ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ରାଗ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା!-->…
ଟାଟା ପାୱାର ର ଅଭିଯୋଗ ନମ୍ବର ଧର୍ମକୁ ଆଖିଠାର…!
ଫିଉଜ କଲ ପାଇଁ ଗ୍ରାହକ ୧୯୧୨ କୁ କଲ କରି ହଟହଟା….!ବ୍ରହ୍ମପୁର : ଟାଟା ପାୱାର ର ଅଜବ ନିତୀ ଯୋଗୁଁ ବିଦ୍ୟୁତ ଗ୍ରାହକ ଫିଉଜ କଲ ପାଇଁ ଟୋଲ ଫ୍ରି ନମ୍ବର କୁ କଲ କରି ନୟାନ୍ତ। ଆସିକା ଅଞ୍ଚଳ ରେ ଘରୋଇ ବିଦ୍ୟୁତ ଉପଭକ୍ତା ମାନେ ଘରର ଫିଉଜ ଗଲେ ଟାଟା ପାୱାର କର୍ମଚାରୀ ମାନଙ୍କୁ ଅଭିଯୋଗ କଲେ!-->…
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ମିଳୁନି ପେଟ୍ରୋଲ ଓ ଡିଜେଲ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳରେ ଚାହିଦା ଅନୁଯାୟୀ ମିଳୁନି ପେଟ୍ରୋଲ ଓ ଡିଜେଲ । କେତେକ ପେଟ୍ରୋଲ ଟାଙ୍କିରେ ବାଇକ ପିଛା ୧୦୦ ଟଙ୍କାର ତେଲ ଦିଆଯାଉଛି ତ ଅନ୍ୟ କେଉଁଠାରେ ତେଲ ନଥିବାରୁ ଲୋକଙ୍କୁ ଫେରାଇ ଦିଆଯାଉଛି । ତେଲ ନଥିବାରୁ ପରିସ୍ଥିତି ଅସ୍ୱାଭାବିକ ହୋଇ ପଡିଛି।!-->…
ଗୋ ସୁରକ୍ଷା ଓ ସମ୍ମାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବି
ନୟାଗଡ଼: ଗୋମାତାଙ୍କ ସୁରକ୍ଷା ଓ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହିତ ଗୋହତ୍ୟା ବନ୍ଦ ଦାବିରେ ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥଙ୍କ ଆହ୍ଵାନ କ୍ରମେ ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶାଖା ପକ୍ଷରୁ ଗୋ ସେବକ ମାନେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର!-->…
ନାରୀ ଶକ୍ତି ବନ୍ଦନ ଅଧିନିୟମ: ବିରୋଧୀଙ୍କୁ ମହିଳା ବିରୋଧୀ କହି ବର୍ଷିଲେ ବିଜେପି ନେତ୍ରୀ ସବିତା ସୁଆର
ପାରଳାଖେମୁଣ୍ଡି, ୨୮/୦୪: ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟଠାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସବିତା ସୁଆର!-->!-->!-->…