Sign in
Sign in
Recover your password.
A password will be e-mailed to you.
ଓଲଟିଲା ଘରୋଇ ଯାତ୍ରୀବାହୀ ବସ: ୨୦ ଯାତ୍ରୀ ଗୁରୁତର…
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ୍ ବେବି ଭାରସାମ୍ୟ ହରାଇ ଖେଡ଼ପଡ଼ା ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିଲା। ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ!-->…
ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ସ୍ୱାକ୍ଷରିତ
ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ସ୍ୱାକ୍ଷରିତ ହେବା ପରେ ଅନେକ ଲାଭ ମିଳିବ। ଅନେକ ଜିିନିଷ ଶସ୍ତା ହେବ।ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସ୍ୱାକ୍ଷର କରି!-->…
ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ଦେଇ ଫସିଲେ ୩୦୦ ଆଶାୟୀ: ଅଭିଯୁକ୍ତ ଗିରଫ
ଝାରସୁଗୁଡା : କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି । ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ଟଙ୍କା ଦେଲେ ସାର୍ଟିଫିକେଟ ମିଳିବ କହି ଠକୁଥିଲେ । ସମ୍ବଲପୁରରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା!-->…
ଏଥର ବଙ୍ଗଳାରେ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ ମୋଦୀ
କଲକାତା : ଘରୁ ବାହାରିବା ପରଠାରୁ ଲୋକଙ୍କ ମଧ୍ୟରେ ରହିବାରେ ପ୍ରକୃତ ଖୁସି ଏବଂ ସେମାନେ ତାଙ୍କ ପରିବାର। ଏଥର ବଙ୍ଗଳାରେ ମଧ୍ୟ ଫୁଟିବ ପଦ୍ମ। ନିକଟ ଅତୀତରେ ବିହାର ‘କମଳ’କୁ ପ୍ରସ୍ଫୁଟିତ କରିଛି, ଓଡ଼ିଶା କମଳକୁ ପ୍ରସ୍ଫୁଟିତ କରିଛି ଏବଂ ବର୍ତ୍ତମାନ ବଙ୍ଗଳାର ପାଳି। ପଶ୍ଚିମବଙ୍ଗରେ!-->…
ବିରିୟାନି ପରେ ତରଭୁଜ ଖାଇବା ହେଲା କାଳ, ଗୋଟିଏ ପରିବାରର ୪ ମୃତ
ମୁମ୍ବାଇ : ଆଗେ ଖାଇଲେ ବିରିୟାନି। ତା’ପରେ ତରଭୁଜ। ହେଲେ ସକାଳ ହେଲା ବେଳକୁ ଆଖି ବୁଜିଲେ ଗୋଟିଏ ପରିବାରର ୪ ସଦସ୍ୟ। ଏହି ଘଟଣା ଏବେ ହଇଚଇ ସୃଷ୍ଟି କରିଛି।ମୁମ୍ବାଇରୁ ଆସିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ରହସ୍ୟମୟ!-->…
ଆମେରିକା ଉପରେ ନାହିଁ ବ୍ରିଟେନର ଭରସା, କିଙ୍ଗ ଚାଲର୍ସଙ୍କ ପାଇଁ ଲଣ୍ଡନରୁ ଆସିବେ ଅତିରିକ୍ତ ସୈନିକ
ନୂଆଦିଲ୍ଲୀ : ଆମେରିକାରେ ସୁରକ୍ଷା କାରଣରୁ ବିଟ୍ରେନର ରାଜା କିଙ୍ଗ ଚାଲର୍ସ ୩ୟ କିଛି କାର୍ଯ୍ୟକ୍ରମ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ହ୍ବାଇଟ୍ ହାଉସ କରେନ୍ସପଣ୍ଡେଣ୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ନିଆଯାଇଛି । ଆମେରିକା ବ୍ରିଟେନ!-->…
ଗୁପଚୁପ୍ ଖାଇ ଜଣେ ମୃତ, ୧୮ ପିଲା ଅସୁସ୍ଥ
ଝାଡଖଣ୍ଡ : ଗୁପଚୁପ୍ ଖାଇବା ହେଲା କାଳ । ଗୁପଚୁପ୍ ଓ ଚାଟ୍ ଖାଇବା ଦ୍ୱାରା ୧୮ଜଣ ଲୋକଙ୍କ ସ୍ଥିତି ବିଗିଡ଼ି ଯାଇଛି । ଘଟଣାଟି ଗିରିଡିହର ମୁଫସିଲ୍ ଥାନା ଅଞ୍ଚଳର ବଜଟୋ ଗାଁରେ ଘଟିଛି । ଘଟଣାକୁ ନେଇ ଜଣେ ପିଲାର ମୃତ୍ୟୁ ହୋଇ ସାରିଛି । ଅନ୍ୟ ସମସ୍ତଙ୍କର ଚିକିତ୍ସା ସଦର ହସ୍ପଟାଲରେ!-->…
ଚୋରା ସୁନା କ୍ରୟ କରୁଥିବା ବ୍ୟବସାୟୀମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କେବେ ହେବ…..?
ବ୍ରହ୍ମପୁର : ଆସିକା ବଜାର ସାହିରେ ଚୋରା ସୁନା କ୍ରୟ କରି କୋଟିପତି ହୋଇଥିବା ବ୍ୟବସାୟୀ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ହେବ। ଅଭିନଵ ଉପାୟରେ ଚୋରା ସୁନା କ୍ରୟ କରୁଥିବା ଦୁଇ ଚୋରା ବ୍ୟବସାୟୀ ଚତୁରତା ସହ ଛୋଟ ଦୋକାନି ମାନଙ୍କୁ ମୋହରା କରି ଜିଲ୍ଲା ସମେତ ରାଜ୍ୟ ବାହାରରେ ଚୋରୀ!-->…
ପାର୍ଟିରେ ଗୁଳି ଚଳାଇଲେ ସ୍ପେଶାଲ ସେଲ୍ ହେଡ୍ କନଷ୍ଟେବଳ: ଜଣେ ମୃତ, ଜଣେ ଗୁରୁତର
ନୂଆଦିଲ୍ଲୀ : ଦିଲ୍ଲୀର ଦ୍ବାରକା ସ୍ଥିତ ଜାଫରପୁର କଲନ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଥିବା ହେଡ୍ କନଷ୍ଟେବଳ ନୀରଜ ଗୁଳିମାଡ଼ କରିଛନ୍ତି । ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ!-->…
ସୁର୍କାବାଡି ଓ ତାଳକଣି ପଞ୍ଚାୟତରେ କ୍ଷେତ୍ର ଦିବସ ପାଳିତ
ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୁର୍କାବାଡି ଓ ତାଳକଣି ପଞ୍ଚାୟତ ପରିସରରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଧନେଶ୍ଵର ପାଇକରାୟଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ବିଜେପି ମଣ୍ଡଳ ସଭାପତି ରାଜସୁନାଖଳା ଜ୍ୟୋତି ରଞ୍ଜନ ସାହୁ( ଇଲୁ) , ସମ୍ମାନିତ!-->…