Sign in
Sign in
Recover your password.
A password will be e-mailed to you.
୧ମ ବ୍ରହ୍ମପୁର ବୁଲ୍ସ ଟ୍ରଫି :୨ୟ ସେମି ଫାଇନାଲରେ ଅକ୍ସଫୋର୍ଡ କ୍ରିକେଟ କ୍ଲବ
ବ୍ରହ୍ମପୁର : ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ଚତୁର୍ଥ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚ ଖଲ୍ଲିକୋଟ କ୍ରିକେଟ କ୍ଲବ ବନାମ ଖାଲେକ୍ସୀ କ୍ରିକେଟ କ୍ଲବ ସହ ମ୍ୟାଚ୍ ହୋଇଥିଲା। ଖଲ୍ଲିକୋଟ!-->…
ଟାଟାଷ୍ଟିଲ୍ ଫାଉଣ୍ଡେସନର ବଡ଼ ଘୋଷଣା: ବୈଷୟିକ ଶିକ୍ଷାର୍ଥୀଙ୍କୁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ସବ୍ସିଡି
ଗୋପାଳପୁର : ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଜର ବୈଷୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ କୋର୍ ଡିପ୍ଲୋମା କରୁଥିବା ପିଲାଙ୍କ ପାଇଁ ସଂସ୍ଥା!-->…
ଆପ୍ କୁ ଝଟକା, ରାଘବ ଚଢା ସମେତ ସମସ୍ତ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ
ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ କୁ ବଡ଼ ଝଟକା । ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ!-->…
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
କୋରାପୁଟ /ବୈପାରିଗୁଡା : ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,!-->!-->!-->…
ଗୋଚର ଜମିରେ ଓଡ଼ଗାଁ ଏନ୍ଏସି କୋଠା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ନୂତନ କାର୍ଯ୍ୟାଳୟ ଗୋଚର ଜମିରେ ନିର୍ମିତ ହୋଇଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗୀ ମୌଜାର ୧୫ ନମ୍ବର ୱାର୍ଡର ଖାତା ନମ୍ବର ୨୮୪, ପ୍ଲଟ ନମ୍ବର ୬୪୬ରେ ନିର୍ମିତ ଏହି ନୂତନ କାର୍ଯ୍ୟାଳୟ ଗୋଚର ଜମିରେ!-->…
ଭୂମିକମ୍ପରେ ଦୋହଲିଲା ଜାପାନର ହୋକାଇଡୋ ଦ୍ୱୀପ, ତୀବ୍ରତା ୬.୨
ଜାପାନ: ଜାପାନର ହୋକାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ । ଭୋର ସମୟରେ ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ!-->…
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍
ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍ । ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ । ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ ୧୬୦୦!-->…
ଶୁଣିଲାନି ବ୍ୟାଙ୍କ, ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ
କେନ୍ଦୁଝର: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ବ୍ୟାଙ୍କ ଶୁଣିଲାନି ବୋଲି ପ୍ରମାଣ ପାଇଁ ଏପରି କରିଛି ଭାଇ। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଗାଁରେ ଘଟିଛି। ଭଉଣୀର କଙ୍କାଳକୁ ଧରି ଭାଇ ଗ୍ରାମ୍ୟ ବ୍ୟାଙ୍କକୁ ଆସିଥିବା ଘଟଣା ଏବେ ହଇଚଇ ସୃଷ୍ଟି କରିଛି।!-->…
ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା
ସିମୁଳିଆ : ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସମିତିର ଚାଷୀ ସମୂହଙ୍କ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅନୁଯାୟୀ ସରକାରଙ୍କ!-->…
ଜନଗଣନା ବେଳେ ଅଂଶୁଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ !
ସୁନ୍ଦରଗଡ଼: ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ରୁ ଆସିଛି। ଜନଗଣନା କାମ କରୁଥିବା ସମୟରେ ଅଂଶୁଘାତ ଯୋଗୁଁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ!-->…