Sign in
Sign in
Recover your password.
A password will be e-mailed to you.
ଛତ୍ରପୁର ଏନଏସିରେ ମାଗଣା ଚକ୍ଷୁ ଚିକିତ୍ସା ଶିବର
ଛତ୍ରପୁର : ଛତ୍ରପୁର ଏନଏସି ଅନ୍ତର୍ଗତ ୩ନଂ ୱାର୍ଡ ର ମେଟାକଲୋନୀ ସ୍ଥିତ ମିଶନ ଶକ୍ତି ଗୃହ ପରିସରରେ କାଉନସିଲର ମାମା ସେଠୀଙ୍କ ନେତୃତ୍ୱରେ ବ୍ରହ୍ମପୁର ଇକୋସ୍ ଆଇ ହସ୍ପିଟାଲ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ପ୍ରେସ କ୍ଲବର ସଭାପତି!-->…
ଦୁର୍ଘଟଣା ପୀଡ଼ିତାଙ୍କୁ ସାକ୍ଷାତ କଲେ ଗଞ୍ଜାମ ଆପ୍ ସଦସ୍ୟ…
ବ୍ରହ୍ମପୁର : ଗତ ଜାନୁଆରୀ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସ୍ଥିତ ରାଙ୍କୁଡ଼ା ଗ୍ରାମର ଆପ ସଦସ୍ୟ ଶ୍ରୀମତୀ ବିନୋଦିନୀ ପ୍ରଧାନ ନିଜ ଗ୍ରାମରେ କୌଣସି କାମରେ ଯାଉଥିବା ବେଳେ ଏକ ଅଟୋ ଧକ୍କା ରେ ଗୁରୁତର ଆହତ ହୋଇଥିବା ବେଳେ ଆମ ଆଦମୀ ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ!-->…
ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ “ବେଟୀ ବଚାଓ ବେଟୀ ପଢ଼ାଓ” ଶୀର୍ଷକ ସଚେତନତା…
ବ୍ରହ୍ମପୁର : ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସିଟି ହସ୍ପିଟାଲରେ ରେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ମାଁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ କନ୍ୟା ଶିଶୁ ସପ୍ତାହ ପାଳନ ଅବସରରେ" ବେଟୀ ବଚାଓ ବେଟୀ ପଢ଼ାଓ" ଶୀର୍ଷକ ସଚେତନତା!-->…
ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ…
କଟକ: ହାଇକୋର୍ଟ ସେଣ୍ଟର ଫର ଜୁଡିସିଆଲ ଆରକାଇଭସ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଏହାସହ ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି ।
ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି!-->!-->!-->…
କୁଇ ଭାଷା ସାହିତ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କବିତା ପାଠ…
ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ଉପଲକ୍ଷେ କୁଇ ଭାଷା ସାହିତ୍ୟ କର୍ମଶାଳା ଓ କୁଇ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର ଆଇଟିଡିଏ, ଫୁଲବାଣୀ ସଭାଗୃହଠାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ କୁଇ ଭାଷାର ପ୍ରଚାର ପ୍ରସାର ସମ୍ବନ୍ଧରେ!-->…
ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା : ଫରେନସିକ୍ ଲ୍ୟାବକୁ ଗଲା ମୃତକର ମୋବାଇଲ…
ଖୋର୍ଦ୍ଧା : ବାଣପୁରରେ ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା । ମୋବାଇଲ ଫୋନରେ ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତକର ମୋବାଇଲ ଖୋଲିବ ହତ୍ୟାର କାହାଣୀ । ମୋବାଇଲ ଫୋନକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ପଠାଯାଇଛି । କଲ ଡିଟେଲସ୍, ମୋବାଇଲରେ ଥିବା ଭିଡିଓ ଓ ଚାଟ୍ରୁ ମିଳିବ!-->…
ଓଡ଼ିଶା ମୋ ପରିବାରର ସହାୟତାରେ ବାହାରିନ୍ ରୁ ଉଦ୍ଧାର ହେଲେ ଉଚ୍ଚ ଶିକ୍ଷିତା ମହିଳା…
ଭୁବନେଶ୍ୱର : ଅନେକ ଯୁବପିଢୀ ଉଚ୍ଚଶିକ୍ଷିତ ହୋଇ ସୁଦ୍ଧା ବର୍ତ୍ତମାନ ଚାକିରି ପ୍ରଲୋଭନରେ ବାହାର ଦେଶକୁ ଯାଇ ମାନସିକ ଏବଂ ଶାରୀରିକ ଅତ୍ୟାଚାରର ଶିକାର ହେଉଛନ୍ତି । ବିଭିନ୍ନ ବିଜ୍ଞାପନରେ ବାହାରିଥିବା ନିଯୁକ୍ତିରେ ବିଶ୍ଵାସ ରଖି ସଠିକ୍ ବିଚାର ନ’କରି ଚାକିରି କରିବା ପାଇଁ ଦେଶ ବାହାରକୁ!-->…
ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍ରେ ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସମ୍ପାଦିତ…
ଭୁବନେଶ୍ୱର,: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି । ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା!-->…
ଜମିବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା…
ଭବାନୀପାଟଣା : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କାହ୍ନୁ ଠାକୁର(୭୫) ବୋଲି!-->…
ସାହିତ୍ୟିକ ହୁସେନ୍ ରବି ଗାନ୍ଧୀଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭେଟେରାନ ନେତା ତଥା ଲେଖକ ହୁସେନ୍ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଗାନ୍ଧୀ ଦୀର୍ଘ ଦିନରୁ ବିଜୁ ବାବୁ ଏବଂ ପରେ ବିଜୁ ଜନତା ଦଳ ସହ ଜଡିତ ଜଣେ ଭେଟେରାନ ନେତା!-->…