ବ୍ରମହ୍ମପୁ ଇମ୍ପେରିଆଲ କଲେଜର ୧୫ତମ ବାର୍ଷିକ ଉତ୍ସବ…

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥାନୀୟ ପାଣିଟାଙ୍କି ନିକଟରେ ଥିବା ବ୍ରମହ୍ମପୁ ଇମ୍ପେରିଆଲ ୧୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଡାଇମଣ୍ଡ ଜୁବିଲୀ ଟାଉନହଲଲ ଠାରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ଶିକ୍ଷ ନିର୍ଦ୍ଦେଶକ ଡ଼ା ଲକ୍ଷ୍ମୀକାନ୍ତ ତ୍ରିପାଠୀ , ସମ୍ମାନୀତ

ଫେରାର ତିନି ଗଞ୍ଜେଇ ବେପାରୀଙ୍କ ସମ୍ପତି ବ୍ୟାଜପ୍ତି ସହ ପଳାତକ ଘୋଷଣା କଲା ପୁଲିସ…

ମାଲକାନଗିରି,୨୮।୧ : ପୋଲିସ କବଳରୁ ବର୍ତ୍ତିବା ପାଇଁ ଗ୍ରାମରୁ ଦୀର୍ଘଦିନ ଧରି ଫେରାର ଥିବା ତିନି ଫେରାର ଗଞ୍ଜେଇ ମାଫିଆ(ବ୍ୟବସାୟୀ) ଙ୍କୁ ପଳାତକ ଭାବେ ଘୋଷଣା କରାଯାଇ ସେମାନଙ୍କ ସମ୍ପତି ବ୍ୟାଜପ୍ତି କରାଯିବ ବୋଲି ସେମାନଙ୍କ ଘରେ ନୋଟିସ ଲଗାଇଛି ମାଲକାନଗିରି ପୁଲିସ ।ମାଲକାନଗିରି ଥାନା

୩ ବର୍ଷର ଉଦ୍ଧାର ହୋଇଥିବା ଶିଶୁକୁ ତାଙ୍କ ପରିବାରକୁ ହସ୍ତାନ୍ତର…

ଫୁଲବାଣୀ:- ଗତ କାଲି କନ୍ଧମାଳ ମହୋତ୍ସବରେ ୩ବର୍ଷର ଏକ ଶିଶୁକୁ ଉଦ୍ଧାର ହୋଇଥିବା ଶିଶୁକୁ ଆଜି ଅଧ୍ୟକ୍ଷ ଜିଲ୍ଲା ଶିଶୁମଙ୍ଗଳ କମିଟି ଆଦେଶ ଅନୁସାରେ ମାଆଙ୍କ ସହିତ ପରିବାରକୁ ହସ୍ତାନ୍ତର କରାଯାଇଛି। ସୁଚନା ଅନୁସାରେ ଗତ କାଲି କନ୍ଧମାଳ ମହୋତ୍ସବ ପରିସରରେ ୩ରୁ୪ଘଣ୍ଟା ଅପେକ୍ଷା ପରେ ଶିଶୁକୁ

ବିଜୁ କୃଷକ ଯୋଜନାରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ…

ଉମେରକୋଟ //ଝରୀଗାଁ : ଉଠା ଜଳସେଚନ ନିଗମ, ଓଡ଼ିଶା ତରଫରୁ ବିଶାଳ ସମାବେଶରେ ବିଜୁ କୃଷକ ଯୋଜନା ଅଧୀନରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ କରାଯାଇଅଛି ଏବଂ ୨୦୨୨-୨୩ ଖନନ ବର୍ଷ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରାଯାଇଅଛି | ସୂଚନା ପ୍ରକାରେ ଝରିଗାଁ ବ୍ଲକର ସମସ୍ତ ଚାଷୀଙ୍କୁ ଡକାଇ ଝରିଗାଁ

ଧରାପଡିଲେ ପାଣି ମୋଟର ଚୋର ଜଣେ ଗିରଫ, ପାଣି ମୋଟର ଜବତ…

ହିଞ୍ଜିଳିକାଟୁ ୨୮।୧ : ହିଞ୍ଜିଳି ପୋଲିସ୍ ହାତରେ ପାଣି ମୋଟର ଚୋର । ପାଣି ମୋଟର ସହ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ହିଞିଳିକାଟୁ ବ୍ଳକ ଶିକିରି ଗ୍ରାମର ସୁଶାନ୍ତ ନାହାକ । କିଛି ଦିନ ହେବ ବିଭିନ୍ନ ଗ୍ରାମରୁ ପାଣି ମୋଟର ଚୋରୀ କରି ନେଉଥିଲେ । ପରେ କମ୍ ମୂଲ୍ୟରେ ଏହାକୁ ବିକ୍ରି

ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ନବରଙ୍ଗପୁର : ପାପଡାହାଣ୍ଡି ହରିଣ ଉଦ୍ୟାନ ନିକଟରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ କାର୍ଯ୍ୟକାରିଣୀ ର ଚିଠା ପ୍ରସ୍ତାବ ପାଠ କରାଯିବା ସହ ଆଜି ଅନୁଷ୍ଠିତ କାର୍ଯ୍ୟକାରୀଣି ର ଚିଠା ପ୍ରସ୍ତାବ ପାରିତ କରା ଗଲା।ଆଗାମି

ପିତାମାତା ଏବଂ ଅଧ୍ୟାପକ ସମ୍ମିଳନୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ ମାଧ୍ୟମିକ ବିଦ୍ୟାଳୟ ରେ ଡ. ବାବୁଲା ପାଟଜୋଶୀଙ୍କ ଅଧକ୍ଷତାରେ ପିତାମାତା ଏବଂ ଅଧ୍ୟାପକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଡ.ପାଟଜୋଶୀ ଏହି ସମ୍ମିଳନୀର ତାତ୍ପର୍ଯ୍ୟ ତଥା ଗୁରୁତ୍ଵ ବିଷୟରେ

୩୬ ତମ ବାର୍ଷିକ ଗୁରୁତୀର୍ଥ ମହୋତ୍ସବ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ଶ୍ରାମ୍ବୁରାହା ଗୁରୁ ଗୋବିନ୍ଦ ମନ୍ଦିର ଶୁଣ୍ଢିଗାଁ ଗୁରୁଗୋବିନ୍ଦ କ୍ଷେତ୍ର ଠାରେ ୩୬ ତମ ବାର୍ଷିକ ଗୁରୁତୀର୍ଥ ମହୋତ୍ସବ ଅନୁଷ୍ଠିତ । ପ୍ରଥମ ଦିନ ବୁଧବାର ଗୁରୁ ମାଁ କୁନ୍ତଳା ଦେବୀଙ୍କ ଶୁଭାଗମନ, ଗୁରୁବାର ଶରସ୍ବତୀ ପୂଜା ପରେ

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି

ଭାରତୀୟ ଜନତାପାର୍ଟିର ଗଂଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ…

ଛତ୍ରପୁର : ଛତ୍ରପୁର ଉପକଣ୍ଠ ତାମ୍ପରା ଠାରେ ଭାରତୀୟ ଜନତା ପାର୍ଟିର ଗଂଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦେଇ