ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡ଼ରେ ଗୁରୁତର : ରକ୍ଷକ ସାଜିଲା ଭକ୍ଷକ…

ଝାରସୁଗୁଡ଼ା - ୨୯/୦୧/୨୩ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଗୁଳି ମାଡରେ ଗୁରୁତର ଆହତ ହୋଇଛନ୍ତି । ଗୋପାଳ ଚନ୍ଦ୍ର ଦାସ ନାମକ ଜଣେ ପୁଲିସ କର୍ମଚାରୀ ତାଙ୍କ ଉପରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଥିବା ପୁଲିସ ଏସଡିପିଓ

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌ ରେ ଓଡ଼ିଶାର ମାଣ୍ଡିଆ…

ନୂଆଦିଲ୍ଲୀ: ଆପଣମାନେ କେବେ ‘ମାଣ୍ଡିଆ ଉଦ୍ୟୋଗୀ’ (ମିଲେଟ୍‌ଏଣ୍ଟର୍‌ପ୍ରେନ୍ୟୁର୍‌) ଶବ୍ଦ ଶୁଣିଛନ୍ତି କି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷର ପ୍ରଥମ ‘ମନ୍‌ କୀ ବାତ୍‌’ର ସଂସ୍କରଣରେ ଓଡ଼ିଶାର ମାଣ୍ଡିଆ ଉଦ୍ୟୋଗ ପ୍ରସଙ୍ଗରେ କହିବା ବେଳେ କହିଛନ୍ତି।କଥା ଆରମ୍ଭ କରି

ପକ୍ଷୀ ମାଡ଼ ହେବାରୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ…

ନୂଆଦିଲ୍ଲୀ: ଉଡ଼ାଣର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ। ରବିବାର ଦିନ ଲକ୍ଷ୍ନୌରୁ ଏୟାରଏସିଆ ବିମାନ ଉଡ଼ାଣ କରିବା ପରେ ବିମାନରେ ପକ୍ଷୀ ମାଡ ହେବାରୁ ବିମାନଟି ପୁଣି ଥରେ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ

ଧନୀ ତାଲିକାରେ ଆଦାନୀ ତଳକୁ ଖସିଲେ…

ନୂଅଦିଲ୍ଲୀ : ବହୁ ଚର୍ଚ୍ଚିତ ହିଡେନବର୍ଗ ରିପୋର୍ଟ ଓ ଏସିଆର ସବୁଠୁ ବଡ଼ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ଖସିବାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ଭିତରେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ଆଦାନୀ। ତାଙ୍କ

ମଦନୀତିକୁ ଅଧିକ କଠୋର କରାଯାଉ ଦାବୀ କରି ଉମାଭାରତୀଙ୍କ ଡ଼େରା…

ଭୋପାଳ : କଠୋର ମଦନୀତି ଦାବିରେ ଅଡ଼ି ବସିଲେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ। ମଧ୍ୟପ୍ରଦେଶ ସରକାରଙ୍କ ଆଉ ଦିନକ ପରେ ଆସିବାକୁ ଥିବା ନୂଆ ମଦନୀତି ପୂର୍ବରୁ ମନ୍ଦିରରେ ଡ଼େରା ପକାଇଲେ ବିଜେପି ନେତ୍ରୀ। ଭୋପାଲ ସ୍ଥିତ ଏକ ମନ୍ଦିରରେ ସେ ଧାରଣା ଦେଇଛନ୍ତି। ଆସନ୍ତା ଜାନୁଆରୀ ୩୧ ଯାଏଁ ସେ

ପତ୍ନୀକୁ ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟବସାୟୀ…

ଭୋପାଳ : 'ମୋତେ କ୍ଷମା କରିବ। ଆମେ ଆଉ ବଞ୍ଚି ପାରୁନୁ। ମୋ ପିଲାଙ୍କ ପାଇଁ ନେଇଥିବା ଟଙ୍କା ଦୟାକରି ଫେରାଇ ଦେବ।' ଏଭଳି କିଛି କହି ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟବସାୟୀ। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶରେ।ମଧ୍ୟପ୍ରଦେଶ

ଗୁଜୁରାଟରେ ପ୍ରଶ୍ନ ପେପର୍‌ ଲିକ୍‌କୁ ନେଇ ହଙ୍ଗାମା, ଜୁନିଅର କ୍ଲର୍କ ପରୀକ୍ଷା ରଦ୍ଦ

ଅହମ୍ମଦାବାଦ : ପୁଣି ଲିକ୍‌ ହେଲା ପ୍ରଶ୍ନ ପେପର୍‌। ରଦ୍ଦ ହେଲା ଜୁନିଅର କ୍ଲର୍କ ପରୀକ୍ଷା। ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍‌ସନ୍‌ ବୋର୍ଡ ତରଫରୁ ଜୁନିଅର୍‌ କ୍ଲର୍କ ପଦବୀ ପାଇଁ ଆଜି ହେବାକୁ ଥିବା ପରୀକ୍ଷା ହେବାର ଥିଲା। କିନ୍ତୁ ପ୍ରଶ୍ନ ପେପର୍‌ ଲିକ୍ ଯୋଗୁ ଏହାକୁ ରଦ୍ଦ କରାଯାଇଛି।

ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ସହ ପୁରୀରେ ବି ପ୍ରବଳ ଗହଳି…

ପୁରୀ:‌ ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ସହ ଆଜି ପୁରୀରେ ବି ପ୍ରବଳ ଗହଳି ଦେଖିବାକୁ ମିଳିଛି। ବଡ଼ି ଭୋର୍‌ରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଓ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରି ଫେରିବା ପରେ ମାନସିକଧାରୀମାନେ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଯେଉଁମାନେ ଚନ୍ଦ୍ରଭାଗାକୁ ବୁଡ଼

୧୫ବର୍ଷରୁ ପୁରୁଣା ସବୁ ସରକାରୀ ଗାଡ଼ି ଅଚଳ ଘୋଷଣା…

ଭୁବନେଶ୍ବର : ୧୫ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବନି। ଏହି ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନି ବୋଲି କେନ୍ଦ୍ର ସରକାର ନିୟମ କରିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଲୋକାଲ ଅଥରିଟି, ସରକାରଙ୍କ

କେନ୍ଦ୍ରାପଡ଼ାରେ ଅପରାଜିତାଙ୍କ ପଦଯାତ୍ରା: ବୈଠକ ଆଳରେ ଦୂରେଇ ରହିଲେ ଅନ୍ୟ ନେତା…

କେନ୍ଦ୍ରାପଡ଼ା : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କେନ୍ଦ୍ରାପଡ଼ା ଗସ୍ତ ବିଜେପି ଭିତରେ ଚାଲି ଆସିଥିବା ପତିଆରା ଲଢେଇକୁ ପଦାରେ ପକାଇ ଦେଇଛି। ଆଜି ଏ ପ୍ରକାର ଚର୍ଚ୍ଚା କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଛି। ଅପରାଜିତା ଠିକ ଯେଉଁ ସମୟରେ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ ଠିକ ସେହି