Sign in
Sign in
Recover your password.
A password will be e-mailed to you.
ପକନାଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ…
ଫୁଲବାଣୀ : ପକନାଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରଧାନ ଶିକ୍ଷକ ଗୋପିନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଯୋଗଦେଇ କ୍ରୀଡ଼ା ଉତ୍ସବ ଟି ଉଦଘାଟନ!-->!-->!-->…
ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଓ ଶ୍ରଦ୍ଧାଞ୍ଜଳି ସଭା…
ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ମାସାନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧକ୍ଷାତରେ ଆୟୋଜିତ ଏହି ସଭାରେ ସାମ୍ମୁଖ୍ୟର ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେବା ସହ!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହେଣ୍ଡବଲ ମହିଳା ଦଳର ତୃତୀୟ ରାଉଣ୍ଡରେ ପ୍ରବେଶ
ବ୍ରହ୍ମପୁର : ମେଘାଳୟ ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ହେଣ୍ଡ ବଲ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ହେଣ୍ଡ ବଲ ଦଳ ପ୍ରଥମ ମ୍ୟାଚରେ ଏସଏନପିଭି ରାଇଘର ବିଶ୍ଵବିଦ୍ୟାଳୟକୁ 28:06 ଗୋଲ ବ୍ୟବଧାନରେ ପରାସ୍ତ କରିଥିଲେ ଏବଂ ଦ୍ୱିତୀୟ ମ୍ୟାଚରେ ରିବା!-->…
ଓଡ଼ିଶା ନାଟ୍ୟଦିବସ ଆମ ଗର୍ବ ଓ ଗୌରବର ପର୍ବ : କଳାକାର ମହାସଂଘ…
ବ୍ରହ୍ମପୁର, ତା.୨୯/୦୧ : ନାଟ୍ୟ ସାହିତ୍ୟର ଆଦି ଗ୍ରନ୍ଥ 'କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ' ରଚୟିତା କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ଶ୍ରୀପଞ୍ଚମୀ ତିଥି ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ଆୟୋଜିତ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର!-->…
ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ବୈଠକ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ସଞ୍ଜୟ ସ୍ମୃତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ତନୁଜା ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ!-->…
ଭାରତୀୟ ଦଳ କଦାପି ଦୁର୍ବଳ ହୋଇ ପାରିବ ନାହିଁ : ସୌରଭ…
ନୂଆଦିଲ୍ଲୀ: ଭାରତୀୟ ଦଳର ନଜର ଚଳିତ ଥର ବିଶ୍ବକପ ଉପରେ ରହିଛି। ୨୦୨୩ ଦିନିକିଆ ବିଶ୍ୱକପ୍ ଭାରତରେ ଖେଳାଯିବାର ଅଛି। ଭାରତୀୟ ଦଳ ଚେଷ୍ଟା କରୁଛି କି ୧୦ ବର୍ଷ ପରେ ଆଇସିସି ଟ୍ରଫି କୁ କିପରି ନିଜ ନାମରେ କରିବ। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ!-->…
ଦେଶକୁ ଭାଗ ଭାଗ କରିବା ଲାଗି ଅନେକ ବାହାନା କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ…
ନୂଆଦିଲ୍ଲୀ: ବିଭେଦ ଦର୍ଶାଇ ଦେଶକୁ ଭାଗ ଭାଗ କରିବା ପାଇଁ ଚାଲିଥିବା ବାହାନା ସଂକ୍ରାନ୍ତରେ ସତର୍କ କରାଇ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ ଦେଇ କହିଛନ୍ତି ଯେ, ସେଭଳି ଉଦ୍ୟମ ସଫଳ ହେବନାହିଁ।ଦିଲ୍ଲୀର କ୍ୟାଣ୍ଟନ୍ମେଣ୍ଟ୍ ଅନ୍ତର୍ଗତ କାରିଆପ୍ପା ଗ୍ରାଉଣ୍ଡ୍ରେ!-->…
‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶକୁ ଆମନ୍ତ୍ରିତ ହୋଇଥିଲେ ୨୧ଟି ଦଳ; ୯ଟି ଦଳ ଆସିବେ ନାହିଁ…
ନୂଆଦିଲ୍ଲୀ: ସୋମବାର ଦିନ ହେବାକୁ ଥିବା ‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶରେ ୧୨ଟି ସମଭାବାପନ୍ନ ବିରୋଧୀ ଦଳ ଯୋଗ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।ଏହି ସମାବେଶକୁ ୨୧ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ପରିସ୍ଥିତିକୁ ଚାହିଁ କେତେକ ଦଳ ଏଥିରେ ଯୋଗ!-->…
ଜିନ୍ଦଲନଗରରେ ହେବ ମଲ୍ଟି ସ୍ପେସାଲିଟି ଡାକ୍ତରଖାନା…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନିରନ୍ତର ଉନ୍ନତି ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ ଉଦ୍ୟୋଗର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍ପି ଫାଉଣ୍ଡେସନ୍ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲର ଭୂମିପୂଜା ଅନୁଷ୍ଠିତ!-->…
ଖାଇରେ ପଡ଼ି ଜଳିଗଲା କରାଚୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍; ୩୯ ମୃତ…
ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆଜି ସକାଳେ ବାଲୋଚିସ୍ତାନର ଲାସ୍ବେଲାରେ ଖାଇ ମଧ୍ୟରେ ଖସିପଡ଼ି ଜଳିଯିବାରୁ ପ୍ରାୟ ୩୯ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।ପ୍ରାୟ ୪୮ଜଣ ଯାତ୍ରୀଙ୍କୁ ନେଇ ଗାଡ଼ିଟି!-->…